Browsing Category

ରାଜ୍ୟ

ଆଜି ପରିବହନ ମନ୍ତ୍ରୀଙ୍କ ସହିତ ଜରୁରୀ ବୈଠକ: ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି, ହେଲେ ମାଲିକ ଗାଡି ଚଳାଇବାକୁ ଅମଙ୍ଗ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବସ ଚଳାଚଳକୁ ଅନୁମତି ମିଳିଲା, ହେଲେ ବସ ମାଲିକ ଗାଡି ଚଳାଇବାକୁ ଅମଙ୍ଗ । ସରକାରଙ୍କ ଅନୁମତି ସତ୍ତ୍ୱେ ବାଦାମବାଡିରୁ ଗୋଟି, ବି ଯାତ୍ରୀବାହୀ ବସ ଚଳାଚଳ କରିନାହିଁ । ବିଭିନ୍ନ ସମସ୍ୟା କାରଣରୁ ବସ ଚଳାଇବା ପାଇଁ ମାଲିକମାନେ ରାଜି ହେଉନାହାନ୍ତି । ଆଜି…

ରାୟଗଡା: ଡଙ୍ଗରିଆ କନ୍ଧଙ୍କ ଆଖି ପରୀକ୍ଷା କରି ଯତ୍ନ ନେବା ପାଇଁ ତ୍ରିପାକ୍ଷିକ ଚୁକ୍ତି ଅନୁଷ୍ଠିତ, ଉପକୃତ ହେବେ ୯୯ ଟି…

ରାୟଗଡା(କେନ୍ଯୁଜ୍): ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ଆଖି ପରୀକ୍ଷା କରି ଯତ୍ନ ନେବା ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି ଅନୁଷ୍ଠିତ ହୋଇଛି । ଓଡିଶା ଚକ୍ଷୁରୋଗ ଶିକ୍ଷା ନାମକ ସଂସ୍ଥା ସହିତ ଓପେଲିପ ଓ ଏଲ.ଭି ପ୍ରସାଦ ଆଖି ଡାକ୍ତରଖାନା ମିଳିତ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି  ।…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅପରାହ୍ନ ସାଢ଼େ ୫ଟାରେ ଭର୍ଚୁଆଲରେ ହେବ ଅନୁଷ୍ଠିତ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଭର୍ଚୁଆଲରେ ଅନୁଷ୍ଠିତ ହେବ । କ୍ୟାବିନେଟରେ ମୋଟ ୧୩ଟି ଏଜେଣ୍ଡା ଆସିବ ବୋଲି ସୂଚନା ମିଳିଛି ।

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଯାଞ୍ଚ ବେଳେ ଏସିଏଫ କ୍ୱାର୍ଟର୍ସରେ ଜଳିଥିବାର ମିଳିଲାନି…

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଜଳିଯାଇ ପ୍ରାଣ ହରାଇଥିବା ଘଟଣା ଅଧିକ ରହସ୍ୟ ଘେରକୁ ଯାଇଛି । ଏସିଏଫ କ୍ୱାର୍ଟର୍ସରେ ଜଳିଥିବାର କୌଣସି ସଙ୍କେତ ମିଳିନଥିବା ଜଣାପଡିଛି । କୋଠରୀ ଭିତରେ ନିଆଁ ଲାଗିଥିବା କିମ୍ବା ସେଭଳି କିଛି ଘଟଣା…

ଆଜି ତିନି ରଥର ହେବ ଦକ୍ଷିଣ ମୋଡ, ଅଣାଯିବ ନାକଚଣା ଦ୍ୱାର ନିକଟକୁ

ପୁରୀ(କେନ୍ଯୁଜ୍): ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା ଯାତ୍ରାରେ ବାହାରିଥାନ୍ତି ।…

ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୩୧୭ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୩୧୭ ଜଣ ଆକ୍ରାନ୍ତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।   ଆଜିର ସୁସ୍ଥଙ୍କୁ ମିଶାଇ…

ସରକାରୀ ଗାଡ଼ିରେ ମଦ୍ୟପ ଡ୍ରାଇଭର, ବାଇକ ଚାଳକଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍): ଆଜି ସନ୍ଧ୍ୟାରେ ଭାରତ ସରକାର ଲେଖା ଥିବା ଗାଡ଼ିରେ ଜଣେ ଯୁବକ  ନିଶାଶକ୍ତ ହୋଇ  ବେପରୁଆ ଭାବେ ଗାଡ଼ି ଚଳାଇ  ସ୍ଥାନୀୟ ହାଉସିଂ ବୋର୍ଡ ଛକ(କ୍ୟାପିଟାଲ ମସଜିଦ) ନିକଟରେ ଜଣେ  ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲେ । ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି…

ଯାଜପୁର:  ରଗଡ଼ି ଜେଲର ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର ଟାଉନ(କେନ୍ୟୁଜ୍):  ରଗଡ଼ିସ୍ଥିତ ଯାଜପୁର ରୋଡ଼ ସବ ଜେଲ କର୍ତୁପକ୍ଷଙ୍କ ବେଫିକର ନୀତି କାରଣରୁ ସୁରକ୍ଷା ସଂପୂର୍ଣ୍ଣ ହୁଗୁଳା ହୋଇପଡ଼ିଛି । ମାସକ ତଳେ ଏହି ଲେରେ ଜଣେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବିଚାରଧିନ ବନ୍ଦୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା…

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା

କେନ୍ୟୁଜ୍(ବ୍ୟୁରୋ):  ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପ୍ୟାକେଜ୍‌ । ମହିଳାମାନଙ୍କ ପାଇଁ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩୮ଟି ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ ।…

ଜୟପୁର: ଅଦା ଟ୍ରକରେ କୋଟିଏ ଟଙ୍କାର ଗଞ୍ଜେଇ, ଗାଡ଼ି ଅଟକ

ଜୟପୁର(କେନ୍ୟୁଜ୍): ଗଞ୍ଜେଇ ଚାଲାଣର ନୂଆ ତରିକା ଅପଣାଇ ବି ଫେଲ। ଭିନ୍ନ ଭିନ୍ନ ଭପାୟ ଅବଳମ୍ବନ କରୁଥିଲେ ବି ସଫଳ ହେଉନାହାନ୍ତି ଗଞ୍ଜେଇ ମାଫିଆ। ଯାହା ଫଳରେ  ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି ପୋଲିସ। ଆଜି ପୁଣି  ଏକ ଭିନ୍ନ ତରିକାରେ ଗଞ୍ଜେଇ ଚାଲାଣ ଗାଡ଼ିକୁ ଧରିବାରେ ସଫଳ…

୨୫ ଟଙ୍କା ଷ୍ଟାଇପେଣ୍ଡ ପାଇ ପାଠ ପଢ଼ିଥିଲେ, ଏବେ କଲେଜକୁ ଫେରାଇଲେ ୩୦ ଲକ୍ଷ ଟଙ୍କା

ସମ୍ବଲପୁର (କେନ୍ୟୁଜ) : ଦିନେ ଯେଉଁଠୁ ଷ୍ଟାଇପେଣ୍ଡ ପାଇ ପାଠ ପଢିଥିଲେ, ତାକୁ ଏବେ ପରିଶୋଧ କଲେ। ଉଚ୍ଚତର ଶିକ୍ଷାରେ ଆର୍ଥିକ ସହାୟତା ଲୋଡୁଥିବା, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ହେବ ପ୍ରଦତ୍ତ ରାଶି। ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହାର…