Below header
Browsing Category

ରାଜ୍ୟ

ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସହାୟତା ଘୋଷଣା । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର…

ଯାଜପୁର : ଦ୍ୱିତୀୟ ବିରଜା ମନ୍ଦିରକୁ ବିରୋଧ କଲେ ଶକ୍ତିପୀଠ ବିରଜା ମନ୍ଦିର ସେବାୟତ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ସାରା ବିଶ୍ୱରେ ମାନ୍ୟତା ଥିବା ତଥା ଅନେକ ପୌରାଣିକ ମହତ୍ତ ରଖୁଥିବା ବିରଜା କ୍ଷେତ୍ର ଯାଜପୁରରେ ଆଉ ଏକ ବିରଜା ମନ୍ଦିର। ଏହାର ନିର୍ମାଣକୁ ନେଇ ଏବେ ବିବାଦୀୟ ସ୍ଥିତି ଉପୁଜିଛି । ବିରଜା ମନ୍ଦିର ଅନ୍ତର୍ଗତ ମୁକ୍ତିମଣ୍ଡପ ସେବାୟତ ପରିଷଦ ଏହାର ଘୋର ବିରୋଧ…

ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ବର: ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ହୋଇଛି । ପୋଲିସ ଛାଉଣୀରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ନୀତି କରାଯାଇଛି । ରତ୍ନ ସିଂହାସନ ଛାଡ଼ି…

ଦଣ୍ଡକାରଣ୍ୟ ଡିଭିଜନର ମୋଷ୍ଟ ଓ୍ଵାଣ୍ଟେଡ ମାଓ ନେତା ହିଡମା କରୋନା ଆକ୍ରାନ୍ତ

ମାଲକାନଗିରି(କେନ୍ଯୁଜ୍): ଦଣ୍ଡକାରଣ୍ୟ ଡିଭିଜନର ଟପ୍‌ ମାଓ ନେତା ହିଡମା କରୋନା ଆକ୍ରାନ୍ତ। ହିଡମା ନାଁରେ ରହିଛି ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ଓ୍ଵାଣ୍ଟେଡ ମାଓବାଦୀ ହିଡମା ସହିତ ମିଲଟ୍ରି ପ୍ଲାଟୁନ୍‌ କମାଣ୍ଡର ଉଇକେ ମଧ୍ୟ କରୋନା…

ଗୋପ ବଜାରରେ ଅବକାରୀ ବିଭାଗର ଚଢାଉ: ୩ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଗୋପ(କେନ୍ଯୁଜ୍): ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଲଷ୍ମୀଧର ପ୍ରଧାନ ସଦଳବଳେ ଗୋପ ବଜ଼ାରରେ ଚଢ଼ାଓ କରିଥିଲେ। ଦୀପକ ରଞ୍ଜନ ଦାଶ (୪୦) ନାମକ ଜଣେ ବ୍ଯକ୍ତିଙ୍କ ଠାରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ…

ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ ସହ ସରଞ୍ଜାମ ଜବତ

ବାଲେଶ୍ଵର: ବାଲେଶ୍ଵର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢ଼ାଉ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ, ମଦ ପ୍ରସ୍ତୁତ ସରଞ୍ଜାମ ଜବତ ସହ ବ୍ୟାପକ ଭାବେ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ପୋଚକୁ ନଷ୍ଟ କରାଯାଇଛି । ଚଳିତ ବର୍ଷ ଏକ ମାସ ମଧ୍ୟ ରେ ଏହା…

ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ଆରମ୍ଭ

ପୁରୀ(କେନ୍ଯୁଜ୍) : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ୧୦୮ ଗରା ପବିତ୍ର ଜଳରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ମହାପ୍ରଭୁ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ…

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ, ଏହି ଓ୍ବେବସାଇଟରେ ହେବ ଉବଲବ୍ଧ

ଭୁବନେଶ୍ବର(କେନ୍ଯୁଜ୍) :  ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ରେଜଲ୍ଟ…

ସୁନ୍ଦରଗଡ଼ ୧୪୩ ନଂ ଜାତୀୟ ରାଜପଥର ରାମପାଲ ଛକ ନିକଟରେ ଡ଼ମ୍ଫର- ବାଇକ ଧକ୍କା, ଜଣେ ମୃତ

ସୁନ୍ଦରଗଡ଼: ଡ଼ମ୍ଫର- ବାଇକ ଧକ୍କା, ଜଣଙ୍କର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ରାମପାଲ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଅନ୍ଯ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଏକ ପଥର ବୋଝେଇ…

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା (କେନ୍ଯୁଜ୍): କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା।  ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି ହୋଇଛି ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଧାରା…

ବିନା ଭକ୍ତରେ ଚାଲିଛି ପବିତ୍ର ସ୍ନାନଯାତ୍ରା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍) :  ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ଏବର୍ଷ ମଧ୍ୟ ବିନା ଭକ୍ତରେ…

କୋରାପୁଟ ମାଛକୁଣ୍ଡ ପୋଲିସ୍ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ । ଗଂଜେଇ ଚାଲାଣ କରୁଥୁବା ୱାଗନର କାର ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ଯକ୍ତି ଜଣଙ୍କ ଘର ବିହାର ବୋଲି ପୋଲିସ କହିଛି। ୱ୍ବାଗନର କାରରେ ଗଂଜେଇ ଆନ୍ଧ୍ର ସୀମାନ୍ତରୁ ବିହାର ଚାଲାଣ ହେଉଥୁବାବେଳେ…