Browsing Category

ରାଜ୍ୟ

ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା । ଜିଲ୍ଲାର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅରଜିତ ପ୍ରସାଦଙ୍କ ନେତୃତ୍ୱରେ ବାଲେଶ୍ୱରରୁ ପଦଯାତ୍ରା କରି ଭୁବନେଶ୍ୱର ଆସି ପହଞ୍ଚିଥିଲେ । ଏଠାରେ ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିବା ପରେ…

୧୦ କିଲୋ ହରିଣ ମାଂସ ଜବତ ଜଣେ ଗିରଫ

ଭଦ୍ରକ : ଚାନ୍ଦବାଲି ଧାମରା ଫରେଷ୍ଟ ଅଧିନ କାନନାଳୀ ନଦୀ ଘାଟ ନିକଟରେ ଜଣେ ଯୁବକ ହରିଣ ମାଂସ ନେଇ ଆସୁତିବା ବେଳେ ଗିରଫ କରିଛି ବନବିଭାଗ। ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଜଗି ରହିଥିଲା। ଏହି ଯୁବକ ଜଣକ ବ୍ୟାଗରେ ହରିଣ ମାଂସ ପୁରାଇ ଆସୁଥିବା ବେଳେ କାବୁ କରିଥିଲା…

ଡାକ୍ତରଙ୍କୁ ସରକାରଙ୍କ ଭେଟି : ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡାକ୍ତରଙ୍କୁ ସରକାରଙ୍କ ଭେଟି । ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ମେଡିକାଲ ହେଲଥ ସର୍ଭିସ୍ କ୍ୟାଡର ଅଧିନରେ ଥିବା ଡାକ୍ତରଙ୍କ ପାଇଁ ଏହା ଲାଗୁ ହେବ। ଏମସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜର ସୁପର ସ୍ପେସିଆଲାଇଜେସନ ଡାକ୍ତରଙ୍କୁ ମାସକୁ ୩୦…

ଜୀବନ ଦେବାକୁ ଝଡାଫୁଙ୍କା, ହେଲେ ଉଠିଲାନି ଶବ

ବାଲେଶ୍ୱର : ସାଙ୍ଘାତିକ ଅନ୍ଧବିଶ୍ୱାସ। ସାପ କାମୁଡା ପାଇଁ ଝଡାଫୁଙ୍କା। ଗୋଟିଏ ନୁହେଁ ରାଜ୍ୟର ଦୁଇ ଦୁଇଟି ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତ ଲୋକଙ୍କୁ ବଞ୍ଚାଇବା ପାଇଁ କାନରେ ଚାଲିଛି ମନ୍ତ୍ରଫୁଙ୍କା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମହନପୁର ପଞ୍ଚାୟତ…

ଟ୍ଵିନ୍ ସିଟିର ଷଷ୍ଠ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ବର : ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି। ସତ୍ୟଜିତ ହେଲେ ଟ୍ଵିନ୍ ସିଟିର ଷଷ୍ଠ ପୋଲିସ କମିଶନର। ଓ୍ଵାଇ.ବି.ଖୁରାନିଆଙ୍କଠାରୁ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ। କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ…

ଭଦ୍ରକରେ ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ

ଭଦ୍ରକ : ଜମିରେ ଚାଷ ନକରାଇଦେବା ପାଇଁ ନିଜର ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ। ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ। ଆଉ ଏମିତିକା ଅଭିଯୋଗ ଆଣିଛନ୍ତି ନିଜ ବଡ ଭାଇ ନାଁରେ ଭଉଣୀ। ଅଭିଯୋଗ ମୁତାବକ ଚାନ୍ଦବାଲି ଥାନା ଖେରଙ୍ଗ ଗାଁର ରେଣୁକା ମାଝୀ ନିଜ ବାପା ଚାଷ…

ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ

ଭୁବନେଶ୍ୱର : ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ କରିଛି । କାର୍ୟ୍ୟରତ କନେଷ୍ଟବଳଙ୍କ ରିପୋର୍ଟ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି । ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛି । ଏହାପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ…

ମାଲକାନଗିରି କମ୍ପ୍ୟୁଟର ଲ୍ୟାବରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାଲକାନଗିରି : ଆବାସିକ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ ରୁମରେ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ହାତକାଟି ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୁପକ୍ଷ କହିଛନ୍ତି। ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ…

ଗାଧୋଇବା ହେଲା କାଳ : ପାଣିରେ ବୁଡି ୨ ଛାତ୍ର ମୃତ

ସମ୍ବଲପୁର : ଗାଧୋଇବା ହେଲା କାଳ। ପାଣିରେ ବୁଡି ୨ଛାତ୍ର ମୃତ। ଚାଉଁରପୁର ପାଓ୍ଵର ଚ୍ୟାନେଲରେ ଗାଧୋଉଥିଲେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କୁଳୁତକନିର ସୁମନ ଦାସ ଓ ବଡବଜରର ସୁମିତ ଦଳେଇ। ସେମାନେ ୧୦ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ସକାଳେ କୋଚିଂ କ୍ଲାସ ସାରି ଫେରିବା ବାଟରେ…

ଗୋରୁ ଚାଲାଣ ବେଳେ ୫୫ ମୃତ : ଗୋଟିଏ କଣ୍ଟେନରରେ ଥିଲେ ୧୩୨ଟି ଗୋରୁ

ଖୋର୍ଦ୍ଧା : ଗୋରୁ ଚାଲାଣ ବେଳେ ୫୫ ମୃତ । ଏକ କଣ୍ଟେନରରେ ୧୩୨ଟି ଗୋରୁକୁ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଖବର ପାଇ ଗତକାଲି ରାତିରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ କଣ୍ଟେନରଟିକୁ ଖୋର୍ଦ୍ଧା ଜାତୀୟ ରାଜପଥରେ ଅଟକାଇଥିଲା । ଏହାପରେ ଉଦ୍ଧାର ଗୋରୁଙ୍କୁ କଟକ ହାଡିଆପଦା…

ଯାଜପୁର ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର : କାନପୁର ଗାଁରେ ଏକ ପରିତ୍ୟକ୍ତ ଚାଳଛପର ଘରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସକାଳେ ସେ ଘରୁ କାମରେ ବାହାରକୁ ଯାଇଥିଲେ । କିନ୍ତୁ ରାତିରେ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ଚାଳ…

ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲା : ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି । ଗତକାଲି ଅପରାହ୍ଣ ୨ଟା ପରଠାରୁ ଆଇନଜୀବୀମାନେ କାର୍ୟ୍ୟରେ ଯୋଗଦେଇ ନାହାନ୍ତି । ଆଜି ମଧ୍ୟ ଆନ୍ଦୋଳନ ଜାରି ରହିବ । ଆସନ୍ତା ସୋମବାର…