Browsing Category

ରାଜ୍ୟ

ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ

ଭୁବନେଶ୍ୱର : ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ କରିଛି । କାର୍ୟ୍ୟରତ କନେଷ୍ଟବଳଙ୍କ ରିପୋର୍ଟ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି । ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛି । ଏହାପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ…

ମାଲକାନଗିରି କମ୍ପ୍ୟୁଟର ଲ୍ୟାବରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାଲକାନଗିରି : ଆବାସିକ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ ରୁମରେ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ହାତକାଟି ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୁପକ୍ଷ କହିଛନ୍ତି। ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ…

ଗାଧୋଇବା ହେଲା କାଳ : ପାଣିରେ ବୁଡି ୨ ଛାତ୍ର ମୃତ

ସମ୍ବଲପୁର : ଗାଧୋଇବା ହେଲା କାଳ। ପାଣିରେ ବୁଡି ୨ଛାତ୍ର ମୃତ। ଚାଉଁରପୁର ପାଓ୍ଵର ଚ୍ୟାନେଲରେ ଗାଧୋଉଥିଲେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କୁଳୁତକନିର ସୁମନ ଦାସ ଓ ବଡବଜରର ସୁମିତ ଦଳେଇ। ସେମାନେ ୧୦ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ସକାଳେ କୋଚିଂ କ୍ଲାସ ସାରି ଫେରିବା ବାଟରେ…

ଗୋରୁ ଚାଲାଣ ବେଳେ ୫୫ ମୃତ : ଗୋଟିଏ କଣ୍ଟେନରରେ ଥିଲେ ୧୩୨ଟି ଗୋରୁ

ଖୋର୍ଦ୍ଧା : ଗୋରୁ ଚାଲାଣ ବେଳେ ୫୫ ମୃତ । ଏକ କଣ୍ଟେନରରେ ୧୩୨ଟି ଗୋରୁକୁ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଖବର ପାଇ ଗତକାଲି ରାତିରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ କଣ୍ଟେନରଟିକୁ ଖୋର୍ଦ୍ଧା ଜାତୀୟ ରାଜପଥରେ ଅଟକାଇଥିଲା । ଏହାପରେ ଉଦ୍ଧାର ଗୋରୁଙ୍କୁ କଟକ ହାଡିଆପଦା…

ଯାଜପୁର ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର : କାନପୁର ଗାଁରେ ଏକ ପରିତ୍ୟକ୍ତ ଚାଳଛପର ଘରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସକାଳେ ସେ ଘରୁ କାମରେ ବାହାରକୁ ଯାଇଥିଲେ । କିନ୍ତୁ ରାତିରେ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ଚାଳ…

ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲା : ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି । ଗତକାଲି ଅପରାହ୍ଣ ୨ଟା ପରଠାରୁ ଆଇନଜୀବୀମାନେ କାର୍ୟ୍ୟରେ ଯୋଗଦେଇ ନାହାନ୍ତି । ଆଜି ମଧ୍ୟ ଆନ୍ଦୋଳନ ଜାରି ରହିବ । ଆସନ୍ତା ସୋମବାର…

ଆଜି ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସତ୍ୟଜିତ୍‌ ମହାନ୍ତି

ଭୁବନେଶ୍ୱର : ଆଜି ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସତ୍ୟଜିତ୍‌ ମହାନ୍ତି । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସେ ଯୋଗ ଦେବେ । ପୋଲିସ କମିଶନର ଓ୍ଵାଇ. ବି. ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ସତ୍ୟଜିତ ମହାନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି…

ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି

କେନ୍ଦ୍ରାପଡା : ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି । ଆଜି ତାକୁ ରାଜନଗର ଔଗୠଉ କୋର୍ଟରେ ହାଜର କରାଯିବ । ଚତୁର୍ଥ ପର୍ୟ୍ୟାୟରେ ଟିଟୋକୁ ୪ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ନେଇ ପଚରାଉଚରା ବେଳେ ବହୁ ତଥ୍ୟ ହାସଲ କରିଛି । ଏପଟେ ଟିଟୋ ଲିଙ୍କ୍ରେ କେନ୍ଦ୍ରାପଡ଼ା ଜିଲ୍ଲାର…

କିକି ଚ୍ୟାଲେଞ୍ଜ୍‌ ନେବାକୁ ଚିନ୍ତା କରୁଛନ୍ତି କି, ସାବଧାନ ! ଏବେ ରହୁଛି ପୋଲିସ ନଜର

ଭୁବନେଶ୍ବର : କିକି ଚ୍ୟାଲେଞ୍ଜ୍‌ ନେବାକୁ ଚିନ୍ତା କରୁଛନ୍ତି କି, ସାବଧାନ ! ଏବେ ରହୁଛି ପୋଲିସ ନଜର । ଓଡ଼ିଶାକୁ କିକି ଡେଇଁ ନାହିଁ । କିନ୍ତୁ ପୋଲିସ ଆଗୁଆ ସତର୍କ ହୋଇଯାଇଛି । ଟ୍ଵିଟ୍‌ ଜରିଆରେ ପୋଲିସ ଡିଜି ଡକ୍ଟର ଆର୍‌.ପି, ଶର୍ମା ସର୍କୁଲାର ଜାରି କରିଛନ୍ତି । କମିଶନରେଟ୍‌ ପୋଲିସ ସହ…

ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି : ମିଳିଲା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର : ଆଜି ସରିଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି । ତାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୪ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଛି । ଏପଟେ ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ୩ଟି ଟିମ୍‌ କେନ୍ଦ୍ରାପଡ଼ାରେ ଟିଟୋ…

ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ : ପିସିସି ସଭାପତି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେହପରି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।…

ନିଆଳିରେ ନକଲି ସିମେଣ୍ଟ୍ କାରଖାନା

କଟକ : ନିଆଳିରେ ନକଲି ସିମେଣ୍ଟ୍ କାରଖାନା । ବିଭିନ୍ନ ନାମୀଦାମୀ କମ୍ପାନୀର ୩୪୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ପୋଲିସ୍ । ଏହା ସହ ପିରବଜାର ଏବଂ ମୁଗଭଙ୍ଗାରେ ଥିବା ଗୋଦାମକୁ ସିଲ୍ କରିବା ସହ ୬ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ଏହି ନକଲି ସିମେଣ୍ଟ୍ କାରଖାନାର ମାଲିକ କଟକ…