Browsing Category

ରାଜ୍ୟ

ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ୮ ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ବର : ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ୮ ଜିଲ୍ଲାପାଳ ସହ ଉତ୍ତରାଞ୍ଚଳ ଆରଡିସିଙ୍କ ବଦଳି ହୋଇଛି । ମହେନ୍ଦ୍ର କୁମାର ମଲ୍ଲିକ ହେଲେ ଉତ୍ତରାଞ୍ଚଳ ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସିର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ମହେନ୍ଦ୍ର କୁମାର । ଉତ୍ତରାଞ୍ଚଳ ଆରଡିସି ଥିବା…

ପୁଣି ବ୍ୟାଙ୍କ ଡକାୟତି : ୧୧ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ପୁଣି ବ୍ୟାଙ୍କ ଡକାୟତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯମନକିରା ଆନ୍ଧ୍ରା ବ୍ୟାଙ୍କରୁ ବନ୍ଧୁକ ମୂନରେ ଲୁଟ ହୋଇଛି । ୧୦ଲକ୍ଷ ୯୩ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଏକ ପଲସର ଗାଡିରେ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରି ଲୁଟ୍‌…

ଗୁରୁପ୍ରିୟା ସେତୁ ନିର୍ମାଣରେ ଆର୍ଥିକ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ଗୁରୁପ୍ରିୟା ସେତୁ ନିର୍ମାଣରେ ଆର୍ଥିକ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ପ୍ରଥମେ ଗେମନ ଇଣ୍ଡିଆକୁ ରାଜ୍ୟ ସରକାର କାମ ଦେଇଥିଲେ । ତେବେ ସଂସ୍ଥା ଏହି ଟଙ୍କାରେ…

ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବି

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରୀଠାରେ ଶବ ରଖି ରାସ୍ତା ଅବରୋଧ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବ୍ରହ୍ମପୁର-ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସ୍‌ ଓ ପ୍ରଶାସନିକ ଅଦିକାରୀ ଆସି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଗତକାଲି ଟିପର ଧକ୍କାରେ…

ତୁରୁମୁଙ୍ଗା ଭାଇରାଲ ଭିଡିଓ ଘଟଣା : ୪ ଗିରଫ

କେନ୍ଦୁଝର : କେନ୍ଦୁଝର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଭାଇରାଲ ଭିଡିଓ ଘଟଣାକୁ ନେଇ ପୋଲିସ୍‌ ୪ ଜଣ ଯୁବକଙ୍କୁ ଅଟକ । ଦୁଇ ଜଣ ପୁଅଝିଅଙ୍କୁ ଏକାକୀ ପାଇ ସେମାନଙ୍କ ଉଲଗ୍ନ କରିବା ସହ କିଛି ଯୁବକ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ । ତା ସହିତ ଏହାର ଭିଡିଓ ରେକର୍ଡ଼ିଂ କରି…

ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗାଁଲୋକ

ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗାଁଲୋକ । ଅନୁଗୁଳ ଜିଲ୍ଳା ପାଳଲହଡା ବ୍ଳକ ଇଶ୍ୱରନଗର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଅଞ୍ଚଳ ବରହାକୁଦର ଗାଁରେ ପହଞ୍ଚିପାରିନି କୌଣସି ସରକାରୀ ଯୋଜନା । ଏହି ଗାଁକୁ ଯିବାଆସିବା ପାଇଁ ରାସ୍ତା ନଥିଲା । ତେଣୁ ବାଧ୍ୟ ହୋଇ ଲୋକ ନଦୀ ପାର ହୋଇ ଯିବାକୁ…

ଖତ ଖାଉଛି ଚାଉଳ

ଖତ ଖାଉଛି ଚାଉଳ । ବସ୍ତା ବସ୍ତା ଚାଉଳ ବାହାରେ ଫିଙ୍ଗି ଦିଆଯାଇଛି । ଏଣେ ତେଣେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ । ସମ୍ବଲପୁର ଜିଲ୍ଲା ହୀରାକୁଦ ନରପଙ୍କ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୨ ହଜାର ୭ଶହ କ୍ୱିଣ୍ଟାଲ ଚାଉଳ ପଡ଼ିଥିବା କୁହାଯାଉଛି । ବର୍ଷାରେ ଚାଉଳ ବସ୍ତା…

ଅଚିହ୍ନା, ଅଛୁଆଁ ଶବ ଛୁଇଁଲେ ରେଙ୍ଗାଲି ବିଧାୟକ : ଶେଷକୃତ୍ୟ ସମ୍ପନ୍ନ କରି ଦେଖାଇଲେ ମାନବିକତା

ରେଙ୍ଗାଲି : ଅଚିହ୍ନା, ଅଛୁଆଁ ଶବକୁ ଛୁଇଁଲେ ବିଧାୟକ । ରେଙ୍ଗାଲିରେ ଏପରି ମାନବିକତା ଦେଖାଇଛନ୍ତି ସ୍ଥାନୀୟ ବିଧାୟକ ରମେଶ ପଟୁଆ। ମୃତକ ଜଣ ତାଙ୍କ ସମ୍ପର୍କୀୟ ନୁହଁନ୍ତି। ସ୍ଥାନୀୟ ଅଂଚଳରେ ଭିକ୍ଷାବୃତି କରି ଚଳୁଥିବା ଜଣେ ଅସହାୟ ବୃଦ୍ଧାଙ୍କର। ତାଙ୍କ ମୃତ୍ୟୁ ପରେ କୌଣସି ବ୍ୟକ୍ତି ଶବ…

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲା : ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ

କଳାହାଣ୍ଡି : ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲାରେ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ । ତାଙ୍କ ନାଁ ଏ. ଜନସେଲ୍ କାଜା । ତାଙ୍କୁ ତାମିଲନାଡୁର ନାଗରକୋଏଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସେଠାକାର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ…

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ୍ : ଗାଇଡ୍‌ଲାଇନ୍ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ । ଏଥିପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । କଲେଜରେ ଥିବା ଆଣ୍ଟିର‍୍ୟାଗିଂ ସ୍କ୍ଵାଡ୍‌ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ର‍୍ୟାଗିଂ ରୋକିବା ପାଇଁ ସଚେତନ…

୨୦୧୯ରେ ଇଭିଏମ୍ ନା ବାଲଟ୍ ? ଇଭିଏମ୍‌କୁ ବିଜେଡି ଓ ବିଜେପିର ସମର୍ଥନ, ବାଲଟ୍ ସପକ୍ଷରେ କଂଗ୍ରେସ ସମେତ ୧୬ଟି ବିରୋଧୀ…

୨୦୧୯ ନିର୍ବାଚନରେ EVM ବ୍ୟବହାରକୁ ବିରୋଧ କରିବା ନେଇ ସଜବାଜ ଆରମ୍ଭ ହୋଇଛି । ନିର୍ବାଚନରେ ପୁଣି ବାଲଟ ପେପର ବ୍ୟବହାର କରିବା ସପକ୍ଷରେ ଏକଜୁଟ ହୋଇଛନ୍ତି ୧୬ଟି ରାଜନୈତିକ ଦଳ । କଂଗ୍ରେସ ଏହାର ନେତୃତ୍ୱ ନେଉଛି । ଆସନ୍ତା ସୋମବାର ଦିନ ଏ ନେଇ ଦିଲ୍ଲୀରେ ବୈଠକ ବସୁଛି । ଇଭିଏମ ଟାମ୍ପରିଂ…

ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା । ଜିଲ୍ଲାର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅରଜିତ ପ୍ରସାଦଙ୍କ ନେତୃତ୍ୱରେ ବାଲେଶ୍ୱରରୁ ପଦଯାତ୍ରା କରି ଭୁବନେଶ୍ୱର ଆସି ପହଞ୍ଚିଥିଲେ । ଏଠାରେ ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିବା ପରେ…