Browsing Category

ରାଜ୍ୟ

ରାଜ୍ୟରେ ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ଆହୁରି କଡାକଡି ହୋଇଛି କଟକଣା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଜୁନ ୧୭ ତାରିଖ ସକାଳ ୫ଟା ଯାଏ  ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।…

କରୋନାରେ ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି…

ଯାଜପୁର: ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳ କେହି ଶୁଣିଲେନି, ଶେଷରେ ଆବାସ ଖଣ୍ଡିଏ ପାଇଁ ପିଡିଙ୍କ ଗାଡି ଆଗରେ ଶୋଇଲେ…

ଯାଜପୁର ଟାଉନ(କେନ୍ୟୁଜ୍): ଆବାସ ଖଣ୍ଡେ ପାଇଁ ୫ ବର୍ଷ ଉଦ୍ୟମ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଆବେଦନ କରି ବିଫଳ ହେବା ପରେ ଆଜି ଯାଜପୁର ପ୍ରକଳ୍ପ ନିର୍ଦେଶକଙ୍କ ଗାଡି ସାମ୍ନାରେ ଶୋଇଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକରେ ।…

ରାଜ୍ୟରେ ଆଜି ଆଉ ୧୦୪୦୫ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୪୯ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି ଆଉ ୧୦୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି । Another 10405 Covid patients have recovered and…

ମୟୂରଭଞ୍ଜ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ଅବ୍ୟବସ୍ଥା ଭିଡିଓ ଭାଇରାଲ ଘଟଣା: ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

ମୟୂରଭଞ୍ଜ(କେନ୍ୟୁଜ୍):ମୟୂରଭଞ୍ଜ କୋଭିଡ୍‌ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ଅବ୍ୟବସ୍ଥା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଅଭିଯୋଗ ଉପରେ ସ୍ପଷ୍ଟୀକରଣ କରିଛନ୍ତି ଜିଲ୍ଲାପାଳ । ଘଟଣାର ତଦନ୍ତ ପରେ ଅଭିଯୋଗକୁ ମିଥ୍ୟା ଓ ଅମୂଳକ କହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ କୋଭିଡ୍‌ ହସ୍ପିଟାଲ…

ଭଦ୍ରକ: ୩୬ ହଜାର ଟଙ୍କା ଡିପୋଜିଡ୍‌ ବେଳେ ବାହାରିଲା ୭ ଖଣ୍ଡ ନକଲି ୫ଶହ ଟଙ୍କିଆ ନୋଟ, ଡିପୋଜିଟରକୁ ପୋଲିସର…

ବାସୁଦେବପୁର(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ଯାଙ୍କରୁ ଆଜି ଜଣେ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ ନୋଟ୍‌ ବାହାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକ ହେଲେ ବାସୁଦେବପୁର ମ୍ୟୁନିସପାଲିଟି  ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ…

ମୟୁରଭଞ୍ଜ: କଳହ ହେଲା କାଳ, ଧାରୁଆ ଅସ୍ତ୍ରରେ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା ।କିଛି ଦିନ ପୂର୍ବରୁ ସିଆଳିନଇଁ ଠାରେ ବନବିଭାଗ ଦ୍ୱାରା ବିସ୍ଥାପିତ ହଇ ଆସିଥିବା କିଛି ଖଡ଼ିଆ ପରିବାର ଏଠାରେ ରହୁଛନ୍ତି। ହେଲେ ଆଜି ଏଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ…

ଯାଜପୁର : ଜାତୀୟ ରାଜପଥରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବ୍ରଜନଗର ନିକଟରେ ଅଘଟଣ। ଭୁଶୁଡ଼ିଡିଲା ନିର୍ମାଣାଧୀନ ପୋଲ । ୧୬ ନଂ ଜାତୀୟ ରାଜପଥରେ ଏହି ପୋଲ ନିର୍ମାଣ କାମ ଚାଲୁଥିବା ସମୟରେ ତାହା ଭୁଶୁଡି ପଡ଼ିଥିଲା। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଡିବିଏଲ୍‌ ନାମକ…

ପ୍ରଥମ ଜିଲ୍ଲା ଭାବେ କଟକରେ ଆଜିଠୁ ଆରମ୍ଭ ହେଲା ଏକ୍ସ-ରେ ଅନ୍‌ ହ୍ଵିଲ୍‌ ସେବା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ କୋଭିଡ ଆକ୍ରାନ୍ତଙ୍କ ପାଇଁ କଟକରେ ଆଜିଠୁ ଆରମ୍ଭ ହୋଇଛି ଏକ୍ସ-ରେ ଅନ୍‌ ହ୍ଵିଲ୍‌ ସେବା । ସହରରେ ବୁଲୁଛି ଦୁଇଟି ସ୍ୱତନ୍ତ୍ର ମୋବାଇଲ ଏକ୍ସ-ରେ ଭ୍ୟାନ । ଏହି କାର୍ଯ୍ୟକ୍ରମରେ ଘରେ ଆଇସୋଲେସନରେ ଥିବା ଆକ୍ରାନ୍ତ ଓ କୋଭିଡ କେୟାର…

ଗଜପତି: ମୋହନା ସାଇ ମନ୍ଦିର ନିକଟରୁ ଉଦ୍ଧାର ହେଲା କୋଳଥିଆ ନାଗ ସାପ

ମୋହନା(କେନ୍ୟୁଜ) : ଗଜପତି ଜିଲ୍ଲା ମୋହନା ସ୍ଥିତ ଭଗ୍ନ ଅବସ୍ଥାରେ ରହିଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ନିକଟରୁ ଏକ କୋଳିଥିଆ ନାଗସପ ଉଦ୍ଧାର। ସାପଟି ମନ୍ଦିର ନିକଟ ଏକ ପରିତ୍ୟକ୍ତ ଘର ସମ୍ମୁଖର ପଥର ଗଦାରେଥିଲା। କୌଶଳ କରି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରିଛି ମୋହନା ବନ ବିଭାଗ।…

ଭୁବନେଶ୍ୱରରେ କରୋନା ଟିକାର ଅଭାବ,୧୮ରୁ ୪୪ ବର୍ଷ ବୟସ୍କ ବର୍ଗଙ୍କ ଟିକାକରଣ ସାମୟିକ ଭାବେ ସ୍ଥଗିତ ରଖିଲା ବିଏମସି

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାର ଅଭାବ । ଏଥିପାଇଁ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗଙ୍କ ଟିକାକରଣ ପାଇଁ ସାମୟିକ ଭାବେ ସ୍ଲଟ ବୁକିଂ ମଧ୍ୟ ସ୍ଥଗିତ ରଖିଛି ବିଏମସି । ଉଭୟ ଅନଲାଇନ୍‌ ଏବଂ ଟୋକନ୍‌ ମାଧ୍ୟମରେ ଟିକାକରଣକୁ ବନ୍ଦ ରଖାଯାଇଛି । ବିଏମସି ସୂଚନା ଅନୁସାରେ…