Browsing Category

ରାଜ୍ୟ

ପୁଣି ସାହାଯ୍ଯର ହାତ ବଢାଇଲା କିସ୍ ଫାଉଣ୍ଡେସନ, ଗୋଆ ରୁ ମାଲକାନଗିରି ଫେରିଲେ ଓଡ଼ିଆ ଗର୍ଭବତୀ ପ୍ରବାସୀ

ମାଲକାନଗିରି: ପୁଣି ସାହାଯ୍ଯର ହାତ ବଢାଇଲା କିସ ଫାଉଣ୍ଡେସନ। ପୁଣି ଅସହାୟ ମୁହଁକୁ ହସ ଫେରାଇଲା । ଦର୍ଶକବନ୍ଧୁ ଆପଣ ସଭିଏଁ ଜାଣନ୍ତି କି, କିସ ଫାଉଣ୍ଡେସନ ସବୁବେଳେ ଅସହାୟ ଆଉ ଗରିବ ଆଦିବାସୀଙ୍କ ସାଥିରେ ରହି ଆସିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପଛରେ ଠିଆହୋଇ ରହିଛି । ଆଉ…

ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ଗଳିତ ମୃତ ଦେହ

ଯାଜପୁର (କେନ୍ୟୁଜ) : ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ମୃତଦେହ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ସ୍ବାଇଁ ସାହି ନିକଟ ନଦୀ କୂଳରେ ଏହି ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ କିଛି ଲୋକେ ନଦୀରେ କିଛି ଭାସୁଥିବାର…

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବସନ୍ତ ଦାଶଙ୍କ ଦେହାନ୍ତ । କରୋନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏକାଧାରରେ ସେ ଜଣେ ସାମ୍ବାଦିକ ଓ ସାହିତ୍ୟିକ । ୧୬ଟି ପୁସ୍ତକ ରଚନା କରିଥିଲେ ବସନ୍ତ ଦାଶ । ତାଙ୍କ ରଚିତ ପୁସ୍ତକ POLITICAL HISTORY OF MODERN ODISHA ବେଶ…

ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଯାଜପୁର (କେନ୍ୟୁଜ): ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମରେ। ଗ୍ରାମର ଜଣେ ୭୦ ବର୍ଷର ବୃଦ୍ଧା ମରୁଆ ଜେନା ଅଜାଣତରେ ଘର ପାଖରେ ଥିବା ଏକ କୂଅରେ ପଡି ଯାଇଥିଲେ। କୂଅରେ ପାଣି…

ବଲାଙ୍ଗିରରେ ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ। ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏକ ଟ୍ରକରେ କଫ୍‌ ସିରପ୍‌ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଗାଡିଟି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିବାବେଳେ…

ନଡ଼ିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ନେଲା ଉଗ୍ରରୂପ, ଭୁଜାଲି ଆକ୍ରମଣ ୩ ଆହତ 

ଚାନ୍ଦବାଲି: ଗୋଟିଏ ନଡ଼ିଆ ଗଛକୁ ନେଇ ୨ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି l ଅଶ୍ଳୀଳ ଇଙ୍ଗିତକୁ କେନ୍ଦ୍ର କରି ଘଟଣା ଆକ୍ରମଣ ପର୍ଯ୍ୟନ୍ତ ପହଞ୍ଚିଥିବା ସୂଚନା ମିଳିଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଚାନ୍ଦବାଲି NAC ଅନ୍ତର୍ଗତ କୁସ୍ତିରେ । ସୂଚନା ଅନୁସାରେ, ଗତକାଲି…

କରୋନାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ବେହେରା

କରଞ୍ଜିଆ: କରଞ୍ଜିଆ ଅଞ୍ଚଳରେ ବେଶ ଜଣାଶୁଣା ଅସିତ ବେହେରା । ସେ ଦୀର୍ଘ ଦିନ ହେବ କନକ ଟିଭିରେ ସାମ୍ବାଦିକତା କରୁଥିଲେ । କରଞ୍ଜିଆ ଅଞ୍ଚଳରେ ବିଭିନ୍ନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ପ୍ରଶଂସାର ପାତ୍ର ହେଇଥିଲେ । କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସରକାରୀ…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ କଟକରୁ ୬୯୦ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୪୮ ହଜାର ୬୪୯…

ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବଢି ପାରେ ଲକଡାଉନ୍, ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ବୃଦ୍ଧି ଆଶଙ୍କା । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି ସରକାର । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥତା ହାର ଅଧିକ ରହୁଛି । ହେଲେ ପ୍ରତିଦିନ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ହେଲେ ବାତ୍ୟା ପାଇଁ ଟେଷ୍ଟିଂ…

ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍: ଗାଡ଼ି ଅଟକାଇ ଅତର୍କିତ ଭାବେ କଲେ ପଥର ମାଡ଼, ୩ ଡ୍ରାଇଭର ଆହତ

ରେଢ଼ାଖୋଲ: ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା।  ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ…

କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର, ଜାତୀୟସ୍ତରରେ ହାସଲ କଲା ୪ର୍ଥ ସ୍ଥାନ

ଭୁବନେଶ୍ବର: କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର। କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ଜାତୀୟସ୍ତରର ଆର୍କିଟେକ୍ଚର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ୪ର୍ଥ ରାଙ୍କରେ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଆର୍କିଟେକ୍ଚର ସ୍କୁଲ୍‌କୁ ଏହି ରାଙ୍କ ମିଳିଛି।…

ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଅଘଟଣ, ପ୍ରଖର ସୁଅରେ ଭାସି ଜଣେ ନିଖୋଜ

ଉଦଳା: ନଦୀକୁ ମାଛ ମାରିବାକୁ ଯାଇ ଜଣେ ନିଖୋଜ। ବାତ୍ୟା ୟାସ ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ମାଛ ମାରିବାକୁ ଯାଇ ଅଘଟଣ। କପ୍ତିପଦା ଥାନା ନେଦାମ ପଞ୍ଚାୟତ ପଥରଖଣି ଗାଁର ସୋନ ନଦୀରେ ଭାସିଯାଇଛନ୍ତି ଯୁବକ। ଯୋଗେନ୍ଦ୍ର ଭକ୍ତା ନିଜର ଦୁଇ ପୁଅ ଏବଂ କିଛି ଗ୍ରାମବାସୀ ମାଛ ଧରିବା…