Browsing Category

ରାଜ୍ୟ

ଆଜି ରାଜଧାନୀରେ ସୁସ୍ଥ ଅଧିକ, ଆକ୍ରାନ୍ତ ସଂଖ୍ୟା କମ

ଭୁବନେଶ୍ୱର(କେ ନ୍ୟୁଜ):   ଆଜି ଭୁବନେଶ୍ୱରରୁ ୯୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ୭୧ ହଜାର ୮୮୩ ଛୁଇଁଛି ମୋଟ ସଂଖ୍ୟା | ଏଯାବତ ରାଜଧାନୀରେ ୩ ଜଣଙ୍କ ଜୀବନ ନେଇସାରିଲାଣି କରୋନା । ଏବେ ରାଜଧାନୀରେ ୧୨ ହଜାର ୬୯୧ ଟି ଆକ୍ଟିଭ କେଶ ରହିଛି | ତେବେ ଗତ ୨୪ Update on…

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷିଛି ବାତ୍ୟା, ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା

କରଞ୍ଜିଆ(କେନ୍ୟୁଜ୍):  ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷିଛି ବାତ୍ୟା । ଲଗାଣ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ । ଜିଲ୍ଲା ପାଇଁ ବଡ଼ ବିପଦ ଏବେ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା । ଗତକାଲିଠାରୁ ନିରବଛିନ୍ନ ଭାବେ ବର୍ଷା ଲାଗି ରହିଥିବାରୁ ବୁଢ଼ାବଳଙ୍ଗ ନଦୀରେ ଫ୍ଲାସ ଫ୍ଲଡ୍‌…

ଯାଜପୁର: ବାତ୍ୟା ପ୍ରକୋପ ଲାଗି ସଦ୍ୟଜାତ ମୃତ ଶିଶୁକନ୍ୟାକୁ ରାସ୍ତ କଡ଼ରେ ପକାଇଦେଇ ଚାଲିଗଲା ମା’

ଯାଜପୁର(କେନ୍ୟୁଜ): ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା। ଯାଜପୁର ଜିଲ୍ଲା ଧର୍ମଶାଳା ନଦୀ ବନ୍ଧ ରାସ୍ତା ପାର୍ଶ୍ୱରୁ ଆଜି ଏକ ସଦ୍ୟଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବାତ୍ୟା ୟସର ପ୍ରଭାବରେ କେହି ବାହାରକୁ ବାହାରି ନଥିବା ବେଳେ ଏହାର ପ୍ରକୋପ କମିବା ପରେ ଆଜି ଅପରାହ୍ନ ସମୟରେ…

ସବୁ ପାରିବ ଏଇ ମଣିଷ, ଅମଙ୍ଗ ଲୋକଙ୍କୁ ସ୍ଥାନାନ୍ତର କଲେ ଆଉ ଅସହାୟଙ୍କୁ କାନ୍ଧରେ ବୋହିଲେ ଥାନା ଅଧିକାରୀ

ରାଜନଗର (କେନ୍ୟୁଜ୍‌) : ଆସିଲା, ଡରାଇଲା ଆଉ ଚାଲିଗଲା ବାତ୍ୟା ‘ୟସ୍‌’ । ହେଲେ ତାରି ଭିତରେ ଅନେକ କଥା ଦେଖିବାକୁ ମିଳିଲା । ବାତ୍ୟାର ତାଣ୍ଡବ, ବିପର୍ଯ୍ୟୟ ଆଉ ମାନବିକତା । ପ୍ରକୃତିର କୋପକୁ ସିନା ରୋକି ହେବ ନାହିଁ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଲେ ଅନ୍ତତଃ ବିପର୍ଯ୍ୟୟ ଓ ବିପଦକୁ…

ୟସ୍‌ ବାତ୍ୟାର ଭୟାବହତା ଭିତରେ ଖୁସିର ଖବର, ଜନ୍ମ ନେଲା ଶିଶୁକନ୍ୟା ‘ୟଶ୍‌’

ରାଜନଗର (କେନ୍ୟୁଜ୍‌) : ଚାଲିଯାଇଛି ବାତ୍ୟା ୟସ। ତେବେ ତାରି କଷ୍ଟ ଆଉ ଯନ୍ତ୍ରଣା ଭିତରେ ଆସିଛି ଏକ ଖୁସି ଖବର । ବାତ୍ୟା ସମୟରେ କେନ୍ଦ୍ରାପଡ଼ା ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଇଛି ଏକ ଶିଶୁ ସନ୍ତାନ । ୟସର ମୁକବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆସନ୍ନ…

ବାତ୍ୟା ‘ୟସ’ର ତାଣ୍ଡବ: ଚାନ୍ଦବାଲି ଏନ୍.ଏ.ସିର ବିଭିନ୍ନ ୱାର୍ଡ଼ରେ ବର୍ଷାଜଳ ନିଷ୍କାସିତ ହୋଇପାରୁନି, ଜଳବନ୍ଦୀରେ…

ଚାନ୍ଦବାଲି(କେନ୍ୟୁଜ୍):  ବାତ୍ୟା ‘ୟସ’ର ପ୍ରଭାବ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ। ତିନିଦିନ ହେଲା ଚାନ୍ଦବାଲିରେ ତୁହାକୁ ତୁହା ବର୍ଷା ସହ ତୀବ୍ର ବେଗରେ ପବନ ବହି ଚାଲିଥିଲା। ତେବେ ଗତକାଲି ବିଳମ୍ବିତ ରାତିଠାରୁ ବର୍ଷା ବଢିବା ସହ ପବନ ମଧ୍ୟ ବଢିଥିଲା। ବାତ୍ୟା ୟସ୍ ତାଣ୍ଡବ…

‘ୟସ’ ତାଣ୍ଡବ ଲିଳା ରଚି ଦେଇଗଲା, ଏବେ ପୁନରୁଦ୍ଧାର କାମ ଚାଲିଛି ଜୋରଦାର

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତ ଜିଲ୍ଲା ଗୁଡିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟସ୍‌ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ, ବାଲେଶ୍ୱର ଜିଲ୍ଲା । ବିଭିନ୍ନ…

ଶେଷ ହୋଇଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା,ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌…

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ବାହାନାଗା, ବାଲେଶ୍ୱର ସଦର ଓ ରେମୁଣା ଦେଇ ବାତ୍ୟା ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ୧୪୦ରୁ ୧୪୫ କିଲୋମିଟର ରହିଥିଲା। ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌…

ବାତ୍ୟା ‘ୟସ୍‌’ର ଲ୍ୟାଣ୍ଡଫଲ୍‌ ଶେଷ : ପୂର୍ବାନୁମାନ ଅନୁଯାୟୀ ପ୍ରଭାବ ନାହିଁ, ସରକାରଙ୍କ ପ୍ରସ୍ତୁତି କାମ ଦେଲା

ଭୁବନେଶ୍ୱର (କେନ୍ୟୁଜ୍‌) : ଗତ କିଛି ଦିନ ହେବ ଓଡ଼ିଶାର ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ସାଜିଥିବା ବାତ୍ୟା ‘ୟସ୍‌’ର ଲ୍ୟାଣ୍ଡଫଲ୍‌ ଶେଷ ହୋଇଛି । ଏହା ସହିତ ବାତ୍ୟାର ପ୍ରଭାବ ମଧ୍ୟ କମିଛି । ତେବେ ଭୀଷଣ ବାତ୍ୟାର ରୂପ ନେବ ବୋଲି କୁହାଯାଉଥିବା ‘ୟସ୍‌’ ରାଜ୍ୟରେ ସେଭଳି ବଡ଼…

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି…

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ପ୍ରଭାବ ଥିବାରୁ ଏହାକୁ ଆଉ ଏକ ଘଣ୍ଟା ଅର୍ଥାତ ଦିନ…

ବିପଦ ଭିତରେ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଞ୍ଚଳ, ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ

ଆଳି: ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ ପଞ୍ଚାୟତ ସମେତ ନଦୀ ତଟବର୍ତ୍ତୀ ଗ୍ରାମମାନଙ୍କରେ ଆତଙ୍କିତ ଅବସ୍ଥା ଲାଗିରହିଛି। ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ ତୁହାକୁତୁହା ପବନ ଲାଗିରହିଛି। ଅପରପକ୍ଷରେ ତଳିଆ ଅଞ୍ଚଳ ମାନଙ୍କରେ…