Browsing Category

ରାଜ୍ୟ

ରାଜଧାନୀରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି, ଅଭିଯୁକ୍ତ ଚାରି ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ…

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି । ସୂଚନାରୁ ଜଣାଯାଇଛିଯେ କଲିକତାରୁ ଡୁପ୍ଲିକେଟ ଟିଭି ଆଣି ଅଧା ଦରରେ ବିକ୍ରି କରୁଥିଲେ ସୋରୁମ ମାଲିକ। ଏହି ମାମଲାରେ ଅଭିଯୁକ୍ତ ୪ ଜଣ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ ।…

ଭାଲୁ ଆକ୍ରମଣରେ ୭୦ ବର୍ଷୀୟା ବୃଦ୍ଧା ଗୁରୁତର ଆହତ, ମୁଣ୍ଡରେ ଲାଗିଛି ଗଭୀର କ୍ଷତ

ମୟୂରଭଞ୍ଜ(କେ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମ ଗାଡ଼ାସାହିରେ ମଙ୍ଗଳବାର ସକାଳେ ଏକ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ…

ମାନସିକ ବିକୃତର ଉନ୍ମତ୍ତ କାଣ୍ଡ : ଘରୁ ଟାଣିନେଇ ବାପା ପୁଅଙ୍କୁ କଲା ଆକ୍ରମଣ, ପୁଅ ମୃତ

ଗଞ୍ଜାମ (କେନ୍ୟୁଜ) : ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ। ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗାଁ ଦାଣ୍ଡରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ଏମିତି ଯେ ଯାହାକୁ ଶୁଣିଲେ ଆପଣଙ୍କ ଛାତି ଭୟରେ ଥରିଯିବ। କାହିଁକିନା ଘର ଭିତରୁ ଟେକି ନେଇ ମାରିଛି ଉନ୍ମତ୍ତ ବ୍ୟକ୍ତି।…

ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ସାରାଦେଶରେ ଚଳିତବର୍ଷ ମୌସୁମୀ ବୃଷ୍ଟିପାତ ସ୍ୱାଭାବିକ ରହିବ । ମୋଟାମୋଟି ଭାବେ ସାରାଦେଶରେ ୧୦୧ ପ୍ରତିଶତ ମୌସୁମୀ ବର୍ଷା ହେବ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଓ ଭୂବିଜ୍ଞାନ ମନ୍ତ୍ରାଳୟ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୬ରୁ ୧୦୪…

ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ :DMET

ଭୁବନେଶ୍ବର: ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ । ବର୍ତ୍ତମାନ ଆମ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି। ଆମ ରାଜ୍ୟରେ ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହିଯାଇଛି। କରୋନା ପଜିଟିଭ ଡବଲିଙ୍ଗ୍‌ ହେଉନି ଏବେ ଡାଉନ୍‌ ଟ୍ରେଣ୍ଡ ଦେଖାଯାଉଛି। ଦିଲ୍ଲୀ ଓ…

ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା, ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ କରୁଥିଲେ ସେକ୍ସ

ରାଇରଙ୍ଗପୁର : ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା। କଲେଜ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ। ସ୍ତ୍ରୀ ଥାଉ ଥାଉ କଲେଜର ଯୁବତୀଙ୍କୁ ଘରକୁ ଆଣି ସ୍ତ୍ରୀ ସାମନାରେ କରୁଥିଲେ ସେକ୍ସ । ବିରୋଧ କରିବାରୁ ସ୍ତ୍ରୀଙ୍କୁ ମିଳୁଥିଲା ଧମକ। ସ୍ତ୍ରୀଙ୍କୁ ମଧ୍ୟ ତାଙ୍କ…

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ଭୁବନେଶ୍ୱର କଳ୍ପନା ଛକ ନିକଟ ଏକ ଜିମ୍‌ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜିମ୍‌ ଭିତରେ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ଜିମ୍‌ ଭିତରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ରଣଜିତ ନାୟକ । ରଣଜିତଙ୍କ ଘର ୬ ନମ୍ବର ଅଞ୍ଚଳରେ । ରଣଜିତ୍‌ ଜିମ୍‌ରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି ।…

ରଜ ସମୟରେ ରାଜ୍ୟରେ ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ, ଆଜି ଦିନ ୧୨ଟାରେ ଆଇଏମ୍‌ଡି ପକ୍ଷରୁ ପ୍ରେସ୍‌ବାର୍ତ୍ତା

ଭୁବନେଶ୍ବର: ଦୁଇ ଦିନ ବିଳମ୍ବରେ କେରଳ ଛୁଇଁବ ମୌସୁମୀ । ଜୁନ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ମେ ୩୧ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ହୋଇଥିଲା । ଏବେ ଧୀରେ ଧୀରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ହଜାର ୭୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ୩୭ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ହଜାର ୭୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ। ଆଉ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୨୨ ନୂଆ କେସ୍‌ ରହିଛି। ଦ୍ୱିତୀୟ ସର୍ବାଧିକ ଭାବେ କଟକ ଜିଲ୍ଲାରୁ ୬୭୩ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୬୨ ହଜାର ୨୯୩ ଟେଷ୍ଟିଂ…

ଯାଜପୁର: ଜଳବନ୍ଦୀ ହୋଇ ରହିଛି ହଜାର ହଜାର ହେକ୍ଟର ଜମି, ତୁରନ୍ତ ପଦକ୍ଷପ ନେବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି

ଯାଜପୁର : ହେକ୍ଟର ହେକ୍ଟର ଜମିରେ ପାଣି । ଯାଜପୁର ବିଂଝାରପୁର ବ୍ଲକ ଜରୀ ପଂଚାୟତ ନାଉବାଙ୍କ କାମଦେବ ମହାରରେ ଗତ ବନ୍ୟାରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ହଜାର ହଜାର ହେକ୍ଟର ଜମି ଜଳବନ୍ଦୀ ହୋଇ ରହିଛି। ଘାଇ ମରାମତିର ବିଳମ୍ବ ଯୋଗୁ ଏଭଳି ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ। ଏହି ଘାଇ…

ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ: ୪୨ଟି ରୁ ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ମାନି ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ଆବଶ୍ୟକ ୪୨ଟି ଚକ ମଧ୍ୟରୁ ପାଖାପାଖି ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଚକ ପାଇଁ…