Below header
Browsing Category

ରାଜ୍ୟ

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଅସୁସ୍ଥ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି। କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ ।  ଗତକାଲି ଶ୍ରୀ ବାହିନୀପତିଙ୍କ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା…

ମଣିଷ ପଣିଆ ଯାଉଛି କୁଆଡେ? କାର ଚଢାଇ ୫ କୁକୁର ଛୁଆଙ୍କ ଜୀବନ ନେଇଗଲା ଯୁବକ, ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଇନୋଭା କାରରେ କୁକୁର ଚଢ଼େଇ ଯୁବକ ଗିରଫ । ଘଟଣା ଘଟିଛି ଭୁବନେଶ୍ବରର ଓଲଡଟାଉନ ଅଞ୍ଚଳର ଘୁସାରଶ୍ବେର ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଗତକାଲି  ପ୍ରଫୁଲ ରାଉତ ନାମକ ଜଣେ ବ୍ୟକ୍ତି ନିଜ  କାରରେ ନେଇ ଯାଉଥିବା ବେଳ ୫ ଟି ଛୁଆ କୁକୁରଙ୍କ ଉପରେ ଚଢାଇଦେଇଥିଲେ। ଯାହା…

ସେଇ କାଳ ରାତିର ଛାତିଥରା କାହାଣୀ, ଏମିତି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ପୀତବାସ

ଜଗତସିଂହପୁର: ଆରବସାଗରରେ ତାଣ୍ଡବ ଲୀଳା ମଚାଇଥିଲା ବାତ୍ୟା ତାଉ ତେ। ମୁମ୍ବାଇ ହାଇରେ ବୁଡିଯାଇଥିଲା ଜାହାଜ ବାର୍ଜ P305 । ଲାଇଫ ଜ୍ଯାକେଟ ପିନ୍ଧି ସମୁଦ୍ରକୁ ଲମ୍ଫ ମାରିଥିଲେ ସମସ୍ତ ଯାତ୍ରୀ । ଅନ୍ଧାରିଆ ବର୍ଷା ରାତିକୁ ସମୁଦ୍ରର ବଡ ବଡ ଲହରୀ ତାସାଙ୍ଗକୁ ପବନର ଘୁ ଘୁ ଗର୍ଜନ । ପ୍ରତି…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ହଜାର ୨ ପଜିଟିଭ୍ ଚିହ୍ନଟ, ୪୨ ଜଣଙ୍କ ଜୀବନ ଯାଇଛି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୧୦ ପ୍ରତିଶତକୁ ଖସିଲା ସଂକ୍ରମଣ।  ଆଜି ପଜିଟିଭିଟି ରେଟ୍‌ ରହିଛି ୯.୭୨ ପ୍ରତିଶତ । ଗତ ୧୫ଦିନ ମଧ୍ୟରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ଆଜି ୭୧ ହଜାର ୯୭୩ ଟେଷ୍ଟିଂ ହୋଇଥିବାବେଳେ ୭ ହଜାର ୦୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନରେ ୧୧ ହଜାର ୨୧୪…

୧୧ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ୧୦ରୁ ୧୪ ମଧ୍ୟରେ ହୋଇପାରେ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଏହାର ପ୍ରଭାବରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ୧୦ରୁ ୧୪ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ର ଭୂବିଜ୍ଞାନ ସଚିବ କହିଛନ୍ତି, ମୌସୁମୀରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଆଶଙ୍କା…

ଭୁବନେଶ୍ବର ଖାରବେଳନଗର ସ୍ୱସ୍ତି ଗ୍ରାଣ୍ଡ ହୋଟେଲ ପଛ ପାର୍ଶ୍ବରେ ହତ୍ୟାକାଣ୍ଡ, ଯୁବକକୁ ପଥରରେ ଛେଚି ଛେଚି ହତ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଯୁବକକୁ ପଥରରେ ଛେଚି ଛେଚି ହତ୍ୟା । ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ  ପଛ ପାର୍ଶ୍ବରେ। ମୃତକ ଜଣକ ହେଲେ ଭଦ୍ରକ ପୁରୁଣା ବଜାରର ଶେଖ ଅବଦୁଲ। ସେ ଟ୍ରକରେ ହେଲପର ଭାବେ କାମ କରୁଥିଲା । ତେବେ ଏହି ହତ୍ୟାକଣ୍ଡ ଘଟାଇଥିବା…

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍‌ ଆସିବ । ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଗସ୍ତ କରିବ ଟିମ୍‌ । ସୋମବାର ଓ ମଙ୍ଗଳବାର ଦୁଇ…

ମୟୂରଭଞ୍ଜ: ଗାଡି ସାଇଡମରାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା

ମୟୂରଭଞ୍ଜ (କେନ୍ୟୁଜ୍): ଯୁବକଙ୍କୁ ପିଟିପିଟି ହତ୍ୟା। ଗାଡି ସାଇଡମରାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ପିଟିପିଟି ହତ୍ୟା। କାରରୁ ଟାଣି ଆଣି ପିଟିପିଟି ମାରିଲେ ୪ ଯୁବକ। ମୟୂରଭଞ୍ଜ କପ୍ତିପଦା ଥାନା ନୂଆସାହି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ବିଜେପିର ଜିଲ୍ଲା…

ଖୋର୍ଦ୍ଧା: ଚିଲିକାରେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ, ଆଜି ୫୫ ଏକର ଘେରି ଉଚ୍ଛେଦ

କେନ୍ୟୁଜ୍(ବ୍ୟୁରୋ):  ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ  ଶହ ଶହ  ମତ୍ସ୍ୟଜୀବୀ  ମାଛ  ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର  ସୌନ୍ଦର୍ଯ୍ୟ ହରାଉଛି ।…

ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା । ରାଜ୍ୟ ସରକାର ଦେଇଥିବା ଅର୍ଡରରୁ ଆଜି ୨ଲକ୍ଷ ୨୭ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା ପହଞ୍ଚିଛି । ସ୍ୱତନ୍ତ୍ର ବିମାନ ଯୋଗେ ସେରମ ଇନଷ୍ଟିଚ୍ୟୁଟରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଟିକା । ଏହି ଟିକାକୁ ୧୮-୪୪…

ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି, ୧୦ ଦିନ ଭିତରେ ପ୍ରଦାନ କରିବେ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି ।  ଗଠନ କଲା ସିଏଚ୍‌ଏସ୍‌ଇ । ୧୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବ କମିଟି । ରିପୋର୍ଟ ଆଧାରରେ ମାନଦଣ୍ଡ ନିର୍ଦ୍ଧାରଣ ହେବ । ସେହି ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ । ତେବେ CBSE ଓ…