Browsing Category

ରାଜ୍ୟ

ଖୋର୍ଦ୍ଧାର ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ, ଭର୍ଚୁଆଲ ମାଧ୍ୟମରେ ଦିଆଗଲା ଶିକ୍ଷା

ଖୋର୍ଦ୍ଧା(କେନ୍ଯୁଜ୍): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଯୋଗ ଅଭ୍ୟାସ କରାଯାଉଛି। ପ୍ରତିବର୍ଷ ଆଜି ଦିନରେ ଯୋଗ ଶିବିର କରାଯାଇ ଯୋଗ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା ଆତଙ୍କ ଯୋଗୁ କେହି ଏକାଠି ହୋଇ ପାରୁନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ…

ଅଗ୍ନି ନୁହେଁ ବରଂ ଦୁଇ ମହାପୁରୁଷଙ୍କୁ ସାକ୍ଷୀ ରଖି ସମ୍ପନ୍ନ ହେଲା ବିବାହ, ଏବେ ଛୁଟୁଛି ପ୍ରଶଂସାର ସୁଅ

ସୁବର୍ଣ୍ଣପୁର(କେନ୍ଯୁଜ୍): ବାହାଘର । ଯେଉଁଥିପାଇଁ କେତେ କଣ ପ୍ରସ୍ତୁତି କରିଥାନ୍ତି ବର ଓ କନ୍ଯା ପରିବାର । ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ ହାତ ଧରିଥାନ୍ତି ଦୁଇ ପୁଅ ଓ ଝିଅ । ଏହି ବାହାଘରରେ କେତେ…

କଟକ ଗୋପାଳପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ପ୍ଲାଟୁନ ଫୋର୍ସ ସହ ୩ ଅଫିସର ମୁତୟନ

ନରସିଂପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପାଳପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋପାଳପୁର ସରପଞ୍ଚ ବାଟକୃଷ୍ଟ ଅତବୁଦ୍ଧି ଓ ତାଙ୍କ ଭାଇ ସହ ଗୋପବନ୍ଧୁ କ୍ଲବର ସଦସ୍ୟଙ୍କ ଭିତରେ କିଛିଦିନ ହେବ ବିବାଦ ଲାଗିରହିଥିଲା। ଯାହା…

ଗଜପତି ମହେନ୍ଦ୍ରଗଡ ଗାଁରେ ଅଘଟଣ: କୂଅରେ ପଡି ଶିଶୁ ମୃତ, ୧୪ଘଣ୍ଟା ପରେ କରାଗଲା ଉଦ୍ଧାର

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ପଛପଟେ ଥିବା ଏକ କୁଅ ପାଖରେ ଖେଳୁଥିବା ସମୟରେ ଦୁଇ ବର୍ଷର ଶିଶୁପୁତ୍ର କୁଅ ଭିତରେ ଖସି ପଡି ମୃତ୍ୟୁ ବରଣ କରିଛି । ମୃତକ ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ନିକଟସ୍ଥ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ, ଗଲା ୪୩ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୪ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୪୩ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୬୧ ହଜାର ଟେଷ୍ଟିଂ ହୋଇଥିବାବେଳେ ୪.୯୬ ପ୍ରତିଶତ ପଜିଟିଭିଟି ହାର…

ଗୁଜବ ଯୋଗୁଁ ଟୀକା ନେବାକୁ ଅମଙ୍ଗ! ଘର ବାହାରୁ ତାଲା ପକେଇ ଲୁଚିଯାଉଛନ୍ତି ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ମିଥ୍ଯା ଗୁଜବର ଶିକାର ହୋଇ ଟୀକା ନେବା ପାଇଁ ରାଜି ହେଉନାହାନ୍ତି ଗ୍ରାମାଞ୍ଚଳର ଲୋକେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ଯାହାଫଳରେ ଟୀକା କରଣ ପାଇଁ ଚାଲିଥିବା ପ୍ରଚେଷ୍ଟା ଏବେ ଧିମେଇ ଯାଇଛି। ଉମରକୋଟ ସହରରେ ୧୮ରୁ ୪୫ ବର୍ଷର…

ଆଜିଠୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ, ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ବ୍ୟାହତ ହୋଇଛି ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା । ଯାହାକୁ ଦୃଷ୍ଟିରେ ରଖି ଆଜି ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। କେଉଁ ଦିନ କେଉଁ ବିଷୟର…

ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କ ଦ୍ବାରା ବାଲୁକାକଳା

ପୁରୀ : ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଯୋଗ ଦିବସର ଶୁଭେଛା ଜଣାଇଛନ୍ତି। ସମସ୍ତେ ଯୋଗ କରି ନିଜକୁ ଓ ପରିବାରକୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି। ଏହି ବାଲୁକାକଳା…

ଗଞ୍ଜାମ ମାଣିକପୁର ଗାଁରେ ଅଭାବନୀୟ ଘଟଣା: ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଗଞ୍ଜାମ : ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଗଞ୍ଜାମ ଗିଲ୍ଲା ବୁଗୁଡା ଥାନା ମାଣିକପୁର ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ରୀଜା ସାହୁ । ପାରିବାରିକ କଳହରୁ ଉଭୟ ସ୍ତ୍ରୀ ଓ ସ୍ୱାମୀ ବିଷ ପିଇଥିବା ମୃତକଙ୍କ ବାପଘର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ଆଜି ରାଜ୍ୟରୁ ୫୦୮୨ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ୭୫୪

ଭୁବନେଶ୍ୱର : ଆଜି ରାଜ୍ୟରୁ ୫୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅଛନ୍ତି ୪୭୫ ଜଣ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୦…

ନିଜ ସହକର୍ମୀଙ୍କୁ ବିଶ୍ୱାସ କରି ଫସିଗଲେ ପୋଲିସ୍‌ ଅଧିକାରୀ, ଏଟିଏମ୍‌ କାର୍ଡ଼ରୁ ଉଡ଼ିଗଲା ଲକ୍ଷ ଲକ୍ଷ

ଭୁବନେଶ୍ୱର (କେନ୍ୟୁଜ୍‌) : କଥାରେ ଅଛି ବିଶ୍ୱାସେ ମିଳଇ ହରି । ହେଲେ ଏଠି ନିଜ ସହକର୍ମୀଙ୍କୁ ବିଶ୍ୱାସ କରି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜଣେ ପୋଲିସ୍‌ ଅଧିକାରୀ । ତେବେ ଶେଷରେ ପୋଲିସ୍‌କୁ ବାନ୍ଧିଛି ପୋଲିସ୍‌ I ସିନିୟର ଅଫିସରଙ୍କ ଟଙ୍କା ଚୋରି କରି ସେୟାର ମାର୍କେଟରେ ଉଡାଉ ଥିବା ପୋଲିସ୍‌…

ଏୟାରପୋର୍ଟରୁ କାହିଁକି ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ ? ଜାଣିଲେ ଆପଣ ବି ନିନ୍ଦା କରିବେ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଏୟାରପୋର୍ଟରୁ ଫେରିଲା ଓଡ଼ିଆ ଯୁବକଙ୍କ ଶବ । ଶେଷରେ ଶବ ସତ୍କାର ହେଲା ସାମ୍ବାଦିକ ଏବଂ ସମାଜସେବୀଙ୍କ ସହଯୋଗରେ । ଏ ଘଟଣା ହେଉଛି ବେଙ୍ଗାଲୁରୁର । ରୋଜଗାର ପାଇଁ ଆସିଥିବା ଜଣେ ଓଡ଼ିଆ ଯୁବକଙ୍କର ମୃତ୍ୟୁ ପରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ।…