Browsing Category

ରାଜ୍ୟ

ଆଜି ରାଜ୍ୟରେ ୧୧,୬୧୪ କରୋନା ଆକ୍ରାନ୍ତ ସୁସ୍ଥ, କରୋନା ସୁସ୍ଥ ସଂଖ୍ୟା ପହଞ୍ଚିଲା ୬୦୧୨୨୪ରେ

କେନ୍ୟୁଜ୍(ବ୍ୟୁରୋ): ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୬୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୦୧୨୨୪ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ  ଟ୍ଵିଟ୍ ଯୋଗେ  ସୂଚନା  ଦିଆଯାଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ…

ଭଦ୍ରକ: ଚାନ୍ଦବାଲି ତେନ୍ତୁଳିଡ଼ିହରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୫ବଖରା ଘର

ଚାନ୍ଦାବଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ଦାସ ସାହିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୧୫ବଖରା ଘର। ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗିଥିବା ଲୋକେ କହୁଥିବା ବେଳେ ନିଆଁର ପ୍ରକୋପରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର…

କୋଭିଡ଼ ଆକ୍ରାନ୍ତଙ୍କ ପାଇଁ କୁଆଖିଆରେ ଉଦଘାଟିତ ହେଲା ଯାଜପୁର ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା କୁଆଖିଆ ଠାରେ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ ଆଜି ସଂଧ୍ୟାରେଉଦଘାଟିତ ହୋଇଯାଇଛି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାକୁଆନୁଷ୍ଠାନିକ ଭାବେ ଲୋକର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତାରୟ, କୋରେଇ…

ବାତ୍ୟା ପୁର୍ବରୁ ଅଘଟଣ, ବାଲେଶ୍ବରରେ ଗଛ ପଡି ୩ ବାଇକ ଆରୋହୀ ଆହତ

ବାଲେଶ୍ବର(କେନ୍ୟୁଜ୍):  ବାତ୍ୟା ପୁର୍ବରୁ ଅଘଟଣ। ଗଛପଡ଼ି ତିନି ଜଣ ଆହତ ହୋଇଛନ୍ତି। ବାଲେଶ୍ବରରେ ଅପରାହ୍ନରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ସହିତ ଘଡଘଡି ଆରମ୍ଭ ହୋଇଛି ।  ଏହାର ପ୍ରଭାବରେ  ସଦର ଥାନା ଅନ୍ତର୍ଗତ ଜ୍ୟୋତି ହସ୍ପିଟାଲ ରୋଡରେ ଗଛ ପଡି  ଅନେକ ଆହତ ହୋଇଛନ୍ତି। ଗଛ …

ମଦୁଆ ଟ୍ରକ୍‌ ଡ୍ରାଇଭରକୁ ଧରିଲେ ଗାଁ ଲୋକେ, ଘଟାଇଥାନ୍ତା ଦୁର୍ଘଟଣା

ରେଢ଼ାଖୋଲ (କେ ନ୍ୟୁଜ୍) : ମଦୁଆ ଟ୍ରକ୍ ଡ୍ରାଇଭରକୁ ଅଟକାଇଲେ ଗାଁ ଲୋକେ । ନଚେତ ଅଳ୍ପକେ ଦୁର୍ଘଟଣା ଘଟାଇଥାନ୍ତା । ତାକୁ ଧରି ପୋଲିସ୍ର ଜିମା ଦେଇଛନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ରେଢ଼ାଖୋଲ ଠାରେ । ଗତକାଲି ରାତି ପ୍ରାୟ ୮ଟା ବେଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଏହି…

କୋଭିଡ୍‌ ମୁକାବିଲା ପାଇଁ ଆଜିଠୁ ରାଜ୍ୟରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ, ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି…

କେନ୍ୟୁଜ୍(ବ୍ୟୁରୋ): କୋଭିଡ୍‌ ମୁକାବିଲା ପାଇଁ ଆଜିଠୁ ରାଜ୍ୟରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଛି । ଘରକୁ ଘର ଯାଇ ଆଶାକର୍ମୀ ଓ ଏଏନଏମ୍‌ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଗାଇଡଲାଇନ୍‌ ଅନୁଯାୟୀ ଆଇଏଲଆଇ ସର୍ଭେକୁ ପ୍ରାଧାନ୍ୟ ଦିଆଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଲେ ବାତ୍ୟା ୟସ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାତ୍ୟା ୟସ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକ । ୩ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି । ତଳିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ…

ମୟୁରଭଞ୍ଜ: ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ, ପୋଚ ଓ ମଦ ସହ ଜଣେ ମହିଳା ଗିରଫ

କରଞ୍ଜିଆ(କେନ୍ୟୁଜ୍): ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ। ୯ ଲିଟର ମହୁଲି ମଦ ଜବତ ସହ ମହିଳା ଗିରଫ। ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ଅବକାରୀ ବିଭାଗ ସୋମବାର ଦିନ କୌଣସି ସୂତ୍ରରୁ ଖବର ପାଇ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।…

ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ: SRC

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ ମିଟ୍ । ଏସଆରସି କହିଛନ୍ତି  ବାତ୍ୟା ୟସ୍  ବାଲେଶ୍ବର ଚାନ୍ଦିପୁରରେ  ଲାଣ୍ଡଫଲ କରିପାରେ। ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ । ବାତ୍ୟା…

ଡ୍ୟୁଟି ସରିଗଲା ଘରକୁ ଚାଲ ଟୋପିକୁ ପଚାରେ କିଏ ?,ଜଗତସିଂହପୁରରେ ପୋଲିସର ଟୋପି ଜଗିଛି ଥାନା ଛକ

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲାରେ ପୋଲିସର ଟୋପି ଜଗିଛି ଥାନା ଛକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରଥାନା ସମୁଖରେ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ସମୟରେ ଅମାନିଆ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା  ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସହରର ବିଭିନ୍ନ ଛକ…

ସାମନ୍ୟ ହେଳା କଲେ ବଡ ବିପଦ ସୃଷ୍ଟି ହୋଇପାରେ, ୟସ୍ ମୁକାବିଲା ପାଇଁ ରାଜ୍ୟବାସୀ ସହଯୋଗ କରନ୍ତୁ: ନବୀନ

କେନ୍ୟୁଜ୍(ବ୍ୟୁରୋ):  ସାଢେ ଚାରି କୋଟି  ଓଡିଆ ମୋ ପରିବାର, ତେଣୁ ମୋ ପରିବାର  ନିରାପତ୍ତା ମୋ ପ୍ରାଥମିକତା। ବାତ୍ୟା ୟସ୍ ମୁକାବିଲା ନେଇ  ଆଜି ରାଜ୍ୟବାସୀଙ୍କୁ ଉଦବୋଧନ କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଇକ୍ଲୋନ ଓଡିଶା ପାଇଁ…

ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ : SRC

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସ୍‌ ପାଇଁ ଓଡିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ ଦେଇଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ମୁକାବିଲା ପାଇଁ ୨୨ଟି NDRF, ୫୦ରୁ ଅଧିକ ଓଡ୍ରାଫ୍‌ ଓ ୧୫୦ ଫାୟାର ଟିମ୍‌ ମୁତୟନ ଅଛନ୍ତି।…