Browsing Category

ରାଜ୍ୟ

ଗୁଣି ଗାରଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତ ଗିରଫ

କଳାହାଣ୍ଡି: ଗୁଣି ଗାରଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା, ୩ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ, କଳାହାଣ୍ଡି ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି ହତ୍ୟା ଘଟଣାର ପର୍ଦାଫାଶ । ଘଟଣା ଘଟିବା ପାଞ୍ଚ ଦିନ…

ସ୍ବାବଲମ୍ବୀ ବୀଣାପାଣି, ଆଜିକୁ ୧୦ ବର୍ଷ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରି କରିଚାଲିଛନ୍ତି ରୋଜଗାର

ସାଲେପୁର: ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ।  ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍‌ ପୁର୍ବକଛ…

ଖୁବ୍ ଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟା ଜଳ, ପ୍ରକ୍ରିୟା ଆରମ୍ଭ କଲେ ବନ୍ଧ କର୍ତ୍ତୃପକ୍ଷ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ । ଆସନ୍ତା ଜୁନ ଏକ ତାରିଖ ପରେ ଯେକୌଣସି ସମୟରେ ସ୍ଥିତିକୁ ଦେଖି ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯିବ । ବନ୍ୟା ଜଳ ନିଷ୍କାସନ ସମୟରେ ମହାନଦୀ ଅବବାହିକାକୁ ଯେପରି ସମ୍ପୂର୍ଣ୍ଣ…

ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ: ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର। ସରକାରଙ୍କ ଜିରୋ କାଜୁଆଲଟିକୁ ମୁକାବିଲାରେ ପ୍ରାଧାନ୍ୟ ଦିଆଯିବ। ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା…

ବାତ୍ୟା ୟସ୍‌ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌, ପିଲା ଛୁଆ ଧରି ରେଲୱେ ଷ୍ଟେସନ ବାହାରେ ବସି ରହିଛନ୍ତି ଯାତ୍ରୀ

ଭୁବନେଶ୍ବର: ବାତ୍ୟା ୟସ୍‌ ପାଇଁ ଟ୍ରେନ୍‌ ବାତିଲ୍‌। ପ୍ରବଳ ବର୍ଷା ଓ ପବନ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପିଲା ଛୁଆ ଧରି ରେଲୱେ ଷ୍ଟେସନ ବାହାରେ ବସି ରହିଛନ୍ତି। ଏପଟେ ଲକ୍‌ଡାଉନ୍‌ ପାଇଁ ସମସ୍ତ ବସ୍‌ ଓ ଅଟୋ ବନ୍ଦ ରହିଛି। ଏପଟେ…

ମାଲକାନଗିରିରେ ଅଘଟଣ: ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି: ମାଲକାନଗିରିରେ ହୃଦୟ ବିଦାରକ ଘଟଣା । ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ । ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡଙ୍ଗାରେ ମୋଟ ୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି…

ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ ପଜିଟିଭ୍‌ ଚିହ୍ନଟ, ୩୩ ଜଣଙ୍କ ମୁଣ୍ଡ ନେଲା କରୋନା 

ରାଜ୍ୟରେ ସମାନ୍ୟ କମିଛି ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୯୩୯ ପଜିଟିଭ୍‌ ଚିହ୍ନଟ । ଦିନକର ହ୍ରାସ ପରେ ଖୋର୍ଦ୍ଧାରୁ ପୁଣି ୧୨ଶହ ୯୮ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧ ହଜାର ୧୦ । କଟକରେ ଗତକାଲି ତୁଳନାରେ କମିଛି ସଂକ୍ରମଣ। ଆଜି ୯୨୨ ସଂକ୍ରମିତ ହୋଇଥିବାବେଳେ ଗତକାଲି…

ବାତ୍ୟା ୟସ୍ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକା କଳାରେ ନିବେଦନ

ପୁରୀ : ବାତ୍ୟା ୟସ ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ସଚେତନତା। ୟସ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକାକଳାରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ର୍ନିମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସମସ୍ତେ…

ଆରମ୍ଭ ହୋଇ ସାରିଛି ପ୍ରାକ୍‌ ବାତ୍ୟା ମୁକାବିଲା କାମ, ଆଜି ଅପରାହ୍ନ ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା

ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ପ୍ରାକ୍‌ ବାତ୍ୟା ମୁକାବିଲା କାମ । ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଂଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ…

ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ…

କରୋନାରେ ପ୍ରଖ୍ୟାତ ପ୍ରବଚକ ଚାରଣ ରାମଦାସଙ୍କ ମୃତ୍ୟୁ

ଭୁବନେଶ୍ୱର(କେ.ନ୍ୟୁଜ): ପୁଣି ଜଣେ ପ୍ରସିଦ୍ଧ ପ୍ରବଚକଙ୍କୁ ନେଇଗଲା କରୋନା। ପ୍ରଖ୍ୟାତ ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ହେବା କୋଭିଡ଼ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୁରୀରେ ଆଜି ତାଙ୍କ ପରଲୋକ ହୋଇଛି।

୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ହିଟ୍‌ କରିବ ୟସ୍‌, ଧାମରାରୁ ଚାନ୍ଦିପୁର ଭିତରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ବାତ୍ୟା । ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଯେତେ ଆଗକୁ ବଢୁଛି ଗତି କମି କମି ଯାଉଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଳ ଗୋଟାଉଛି । ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା । କାଲି…