Below header
Browsing Category

ରାଜ୍ୟ

କଳାହାଣ୍ଡି: ମେସିନରେ ଧାନ ଅମଳ ବେଳେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନ ଫସଲ ପୋଡ଼ି ପାଉଁଶ

ଧର୍ମଗଡ(କେନ୍ୟୁଜ୍): ନିମିଷକ ମଧ୍ୟରେ ବର୍ଷକର ପାରିଶ୍ରମିକ ପୋଡି ପାଉଁଶ କରିଦେଲା ନିଆଁ l କଲମପୁର ବ୍ଲକ ମିନଗୁର୍ ଗାଁ ଖମନପଡାର ବିଶ୍ଵନାଥ ମାଝୀଙ୍କ ଖଳାରେ ଟ୍ରାକ୍ଟର ଥ୍ରେଶରେ ଧାନ ଅମଳ କରୁଥିବା ବେଳେ ଟ୍ରାକ୍ଟରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଛିl…

ଜେଲରେ ଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ, ଅଧିକ ପଚରାଉଚରା କରାଯିବ ବୋଲି କହିଲେ ସିପି

କେନ୍ୟୁଜ୍(ବ୍ୟୁରୋ): ଜେଲରେ ଥାଇ  ବି ଅପରାଧିକ  ନେଟୱାର୍କ ବଢାଉଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ନେବ କମିଶନରେଟ ପୋଲିସ  । ଏନେଇ ସୂଚନା ଦେଇଛନ୍ତି  ପୋଲିସ କମିଶନର ସୁଧାଂଶୂ ଷଡଙ୍ଗୀ। ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ଆଣି ଅଧିକ ପଚରାଉଚରା କରାଯିବ ବୋଲି ସିପି କହିଛନ୍ତି।  ଗତକାଲି…

୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ,ଜି. ଉଦୟଗିରି ଦାରିଙ୍ଗିବାଡ଼ି ବ୍ଲକରେ ବଭିନ୍ନ କାର୍ଯ୍ୟକ୍ରମର…

କେନ୍ୟୁଜ୍(ବ୍ୟୁରୋ): ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ୪ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତର ଶେଷ ଦିନରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଦାସିଙ୍ଗବାଡ଼ିଠାରେ ଡ. ସାମନ୍ତଙ୍କ ଦ୍ଵାରା ଏକ ମାର୍କେଟ କମ୍ପ୍ଲେକ୍ସ ଓ ଆଞ୍ଚଳିକ ବିକାଶ ପରିଷଦର ନୂତନ…

ଭିଜିଲାନ୍ସକୁ ଗଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା, ଭିଜିଲାନ୍ସ ନିର୍ଦ୍ଦେଶକକୁ…

କେନ୍ୟୁଜ୍(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ପ୍ରାଥମିକ ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।…

ପ୍ରକଳ୍ପକୁ ବିରୋଧ କରି ୨୦ କିଲୋମିଟର ବ୍ଯାପୀ ମାନବ ଶୃଙ୍ଖଳ କଲେ ସ୍ଥାନୀୟ ବାସିନ୍ଦା, ଭିଟାମାଟି ଛାଡିବେ ନାହିଁ ବୋଲି…

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ଯାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ ଏବଂ ସୁବର୍ଣ୍ଣରେଖା ବନ୍ଦର ,ପ୍ରକଳ୍ପ ପାଇଁ ଗ୍ରୀନ…

ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣା: ଭାଇଜାଗରୁ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣାରେ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ। ଭାଇଜାଗରୁ ୨ ଜଣଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣୁଛି କମିଶନରେଟ୍‌ ପୋଲିସ। ଏଟିଏମ୍‌ ଲୁଟ୍‌ ଘଟଣାରେ ଅଧିକ ଖୋଲତାଡ ନେଇ ପଚରା ଉଚରା କରାଯିବ। ଗତ ଅକ୍‌ଟୋବର…

ଭଗ୍ନ ଅବସ୍ଥାରେ ପଡିରହିଛି ନୂଆନଈ ଉପରେ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍: ହଇରାଣ ହେଉଛନ୍ତି ୧୦ଟି ପଂଚାୟତର ଶହ ଶହ…

ଚାନ୍ଦବାଲି : ଚାଷୀଙ୍କ କାମରେ ଆସୁନି ସ୍ଲୁଇସ ଗେଟ୍ । ଦୀର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ସୁଇସଗେଟ ଭାଙ୍ଗିରୁଜି ଗଲାଣି । ହେଲେ ବିଭାଗୀୟ ଅ‌ଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଫଳରେ ହଇରାଣ ହେଉଛନ୍ତି ଶହଶହ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ମନ୍ତେଇ…

ଚାନ୍ଦବାଲି: ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଶ୍ମଶାନ ଜମି ହଡପ ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅନ୍ତର୍ଗତ ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଏକ ଶ୍ମଶାନ ଜମିକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଚଂଚକତା କରି ନିଜ ନାଁରେ କରିନେଇଥିବା ଅଭି‌ଯୋଗ କରିଛନ୍ତି ଗାନ୍ଧିନଗରବାସୀ । ତେବେ ଏ ନେଇ ଗାନ୍ଧିନଗରଠାରେ ଏକ…

ବରଯାତ୍ରୀ ହୋଇ ଆସିଥିଲେ ହେଲେ ଶବ ହୋଇ ଫେରିଲେ, ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଟାଙ୍ଗୀ : ନିଖୋଜ ହେବାର ୨ ଦିନ ପରେ କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିିଆ ଥାନା ରମ୍ଭାବିଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ମିଳିଛି ମୃତଦେହ। ମୃତ ଯୁବକ ହେଉଛନ୍ତି ନିରାକାରପୁରର ବିକାଶ ସାହୁ। ମିଳିଥିବା ସୂଚନା ଅନୁଯାୟୀ, ବିକାଶ ଗତ ୯ ତାରିଖରେ ରମ୍ଭାବିଲା…

କୋର୍ଟରେ ହଜାର ହେଲେ ପାଠକ ବାପା,ପୁଅ : ଉଭୟଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା

ଭୁବନେଶ୍ବର: ଆକାଶ ପାଠକକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ । ଗତକାଲି ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ଖୋଳତାଡ କରିବ କ୍ରାଇମ୍‌ବ୍ରାଞ୍ଚ। ପୂର୍ବରୁ ଆକାଶଙ୍କ ନାଁରେ ଟାଟା ମୋଟର୍ସ ତରଫରୁ କ୍ରାଇମବ୍ରାଞ୍ଚ…

ରାଜ୍ଯରେ ଆଜି ୩୮୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ୪ଜଣଙ୍କ ପ୍ରାଣ

ଭୁବନେଶ୍ବର: ରାଜ୍ଯରେ ଆଜି ୩୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୨୦, ଏବଂ ଲୋକାଲ୍ କେସରୁ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୦୨୯କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ…

ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ…