Browsing Category

ରାଜ୍ୟ

ବିବାହ ଉତ୍ସବରେ ରକ୍ତଦାନ କଲେ ନବଦମ୍ପତି, ସଂଗ୍ରହ ହେଲା ୪୦ ୟୁନିଟ୍‌ ରକ୍ତ

ବ୍ରହ୍ମପୁର(କେନ୍ୟୁଜ୍): ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତ୍ତି । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧରେ । ଗୁଣ୍ଠବନ୍ଧର ଧର୍ମରାଜ ପାତ୍ରଙ୍କ ବିବାହ ଉତ୍ସବର ପବିତ୍ର ଦିନରେ ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ…

ଯାତ୍ରୀବାହୀ ବସ୍‌କୁ ଗୁଳିମାଡ ଘଟଣା: ସାହସିକତାର ପରିଚୟ ଦେଲେ ଏସ୍‌ଏସ୍‌ବି ଯବାନ, ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତଙ୍କ…

ଢେଙ୍କାନାଳ: ସାହସିକତା ଦେଖାଇଲେ, ପ୍ରଶଂସା ପାଇଲେ । କେନ୍ଦୁଝର ଦ୍ୱିତୀୟ ଏସ୍‌ଏସ୍‌ବି ବାଟାଲିଅନ୍‌ର ଯବାନ ହିମାଂଶୁ ଶେଖର ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ଆଇଜି ଅପରେସନ୍‌ ଅମିତାଭ ଠାକୁର । ଗୁଳିମାଡ ବେଳେ ଦୁର୍ବୃତ୍ତଙ୍କ ନିକଟରୁ ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଛଡାଇ ଆଣିଥିଲେ ହିମାଂଶୁ ।…

ବିଧାନସଭା ଆଗରେ ଦେହରେ କରାସିନି ଢାଳି ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର : ବିଧାନସଭା ଆଗରେ ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ । ଆଇଜି ପାର୍କ ସମ୍ମୁଖରେ ଦେହରେ କରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଅନ୍ୟ ଏକ ପୁଅଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା’ ପୁଅ । ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଉଭୟ…

ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା, ବିଶ୍ୱାସ ରହିଛି ମାନସିକ କଲେ ଏଠାରେ ନିଃସନ୍ତାନ ମହିଳାଙ୍କର ହୋଇଥାଏ ସନ୍ତାନ…

ମାଲକାନଗିରି: ଆଦିବାସୀ ପରମ୍ପରା ଆଉ ରୀତି ନୀତି କେଉଁ ଆବହମାନ କାଳରୁ ଚାଲି ଆସୁଛି। ଆଉ ସେହି ସବୁ ପରମ୍ପରାକୁ ଏବେବି ଆଜିର ଆଧୁନିକ ମଣିଷ ମାନିବାକୁ ବାଧ୍ୟ ହେଉଛି। ମଣିଷ ଯେତେ ବିଜ୍ଞାନ କୁ ଆଗେଇ ନେଇଯାଉ ନା କାହିଁକି, ସେହି ଭଗବାନଙ୍କ ଆଶିର୍ବାଦ ବିନା କିଛିବି ସମ୍ଭବ ନୁହେଁ ସେକଥାକୁ…

ଚାଉଳ ଭିତରୁ ୪ ଲକ୍ଷ ଟଙ୍କା ଜବତ, ବେଙ୍ଗାଲୁରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି କରିଥିବା ଯୁବକକୁ ଖଇରାରୁ…

ସୋର: ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି ଅଭିଯୋଗରେ ବାଲେଶ୍ୱର ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଗିରଫ । ସିମୁଳିଆ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ସିମୁଳିଆର ବିଶ୍ୱମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରୁରେ ରହି ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ…

ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଡିଜି ସିପିଙ୍ଗକୁ ଅନୁମୋଦନ ଦାବି

ଚାନ୍ଦବାଲି: ଐତିହାସିକ ପ୍ରାଚୀନ ବନ୍ଦର ନଗରୀ ସହର ଚାନ୍ଦବାଲିର ନୌବାଣିଜ୍ଯ ପରମ୍ପରା ବହୁ ପୂରାତନ । ତାହାସହ ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରକୁ ପୁରିସାରିଲାଣି ୪୧ବର୍ଷ । ହେଲେ ସରକାରଙ୍କ ତରଫରୁ ଡିଜି ସିପିଙ୍ଗ୍କୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିପାରିନାହିଁ । ତେଣୁ ଆମ…

ରାଜ୍ଯରେ ଆଜି ୫୫୦ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୨ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୩୧୭, ଏବଂ ଲୋକାଲ୍ କେସରୁ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୭ ହଜାର ୭୮୯କୁ ବୃଦ୍ଧି ପାଇଛି। ସେହିପରି…

ଆକ୍ସନ୍ ମୁଡରେ ଭଦ୍ରକ ପୋଲିସ୍: ରାଜଘାଟ ଛକ ନିକଟରେ ଓଭରଲୋଡ଼ିଂ ଯୋଗୁଁ ବସକୁ ଲାଗିଲା ମୋଟା ଅଙ୍କର ଜୋରିମାନା

ଭଦ୍ରକ : ଓଭରଲୋଡ଼ିଂ ଯୋଗୁଁ ବସକୁ ଲାଗିଲା ଜୋରିମାନା । ଭଦ୍ରକ ରାଜଘାଟ ଛକ ନିକଟରେ ବସଟି ଯାଉଥିବା ସମୟରେ ଟାଉନ ପୋଲିସ୍ ବସଟିକୁ ଅଟକାଇଥିଲା । ଆରଟିଓ ବିଭାଗ ଏହି ବସ ଉପରେ ଦଶ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳରୁ ବସଟି ଭଦ୍ରକ ଆସୁଥିଲା ।…

ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତ ଲାଲାର ୨ ସହଯୋଗୀ ଗିରଫ, ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ ଧରିସାରିଲାଣି…

କଟକ : କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲାର ଦୁଇ ସହଯୋଗୀ ଗିରଫ । ସୁନା ବ୍ୟବସାୟୀ ସରୋଜ କୁମାର ପୃଷ୍ଟି ଓ ଲଳିତ କୁମା ସୋନିକୁ ଗିରଫ ପରେ କୋର୍ଟ ଚାଲାଣ କରାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ମାମଲରେ ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ…

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା କଟକ ତ୍ରିଶୂଳିଆ ଛକରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ବ୍ରାଉନସୁଗର ଜବତ। କଟକ ତ୍ରିଶୂଳିଆ ଛକରୁ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତ ରାମଚନ୍ଦ୍ର ପାତ୍ରକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଟିଆରୁ କଟକ ନେଇ ଆସୁଥିବା ବେଳେ କାବୁ…

ଭଦ୍ରକ ଡାହାଣୀ ଗଡିଆ ନିକଟରେ ଜଳିଗଲା ଫ୍ଲିପକାର୍ଟ ସାମଗ୍ରୀ ନେଇ ଯାଉଥିବା କଣ୍ଟେନର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଜଳିଗଲା କଣ୍ଟେନର । ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା କଣ୍ଟେନର । ଏହା ପରେ ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର । ଫ୍ଲିପକାର୍ଟ ସାମଗ୍ରୀ ନେଇ କଣ୍ଟେନରଟି ଯାଉଥିଲା। କଣ୍ଟେନରଟି ମୁମ୍ବାଇରୁ କୋଲକତା…

ପରୀ ହତ୍ୟା ମାମଲାର ହେବ ପୁଙ୍ଖାନୁପୁଙ୍ଖ ତଦନ୍ତ, ଖସି ଯାଇ ପାରିବେ ନାହିଁ ଦୋଷୀ : ଯଶଓ୍ଵନ୍ତ ଜେଠ୍‌ଓ୍ଵା

ନୟାଗଡ: ପରୀ ହତ୍ୟା ମାମଲାରେ ବିଭିନ୍ନ ଦିଗରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । କୌଣସି ଦୋଷୀ ଖସିଯାଇପାରିବେ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢୁଥିବା ବେଳେ ଏଡିଜି ଯଶଓ୍ଵନ୍ତ ଜେଠ୍‌ଓ୍ଵା ସରଜମିନ ଅନୁଧ୍ୟାନ ପରେ ଏହା କହିଛନ୍ତି । ପୀଡ଼ିତାଙ୍କ ବାପା ମାଆ ଓ ଏସ୍‌ପି ଅଫିସରେ…