Below header
Browsing Category

ଟେକ୍

Chat Historyକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର, ଜାଣନ୍ତୁ

ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ବହୁତ ଶୀଘ୍ର ଆପଣ ନିଜ ହ୍ୱାଟସଆପ ଆକାଉଣ୍ଟକୁ ଅନ୍ୟ ନମ୍ବରରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଫୋନ ନମ୍ବର ବଦଳିଯାଇଛି । ତେବେ ଆପଣ ନିଜ ଚାଟ ଲିଷ୍ଟ ହିଷ୍ଟ୍ରିକୁ ନୂଆ ନମ୍ବରରେ ଟ୍ରାନ୍ସଫର କରିପାରିବେ । ଏହି ସମ୍ପର୍କରେ WABetaInfo ନିଜ…

ମାର୍କେଟକୁ ଆସିଲା ୭୯୯ ଟଙ୍କାର ପଲ୍ସ ଅକ୍ସିମିଟର, detel pro କମ୍ପାନୀ କଲା ଲଞ୍ଚ୍‌

କରୋନାର ଏହି ସଂକଟରେ ଏବେ ପଲ୍ସ ଅକ୍ସିମିଟରର ଡିମାଣ୍ଡ ବହୁତ ବଢ଼ିଯାଇଛି। ଅକ୍ସିଜେନ୍‌ ଏବଂ ହାର୍ଟରେଟ୍‌ ମାପିବା ପାଇଁ ଏହା ବହୁତ କାରିଗରୀ ପ୍ରମାଣିତ ହେଉଛି। ତେବେ ପଲ୍ସ ଅକ୍ସିମିଟରର ଏହି ଆବଶ୍ୟକକୁ ଧ୍ୟାନରେ ରଖି ଡିଟେଲ ହେଲ୍ଥ ଏବଂ ହାଇଜିନ୍‌ ଭର୍ଟିକାଲ ଡିଟଲପ୍ରୋ ଆଜି ନିଜର ୭୯୯ ଟଙ୍କାର…

Microsoft ୟୁଜର୍ସଙ୍କୁ ଝଟକା, ଆସନ୍ତାବର୍ଷରୁ ବନ୍ଦ ହେବ ୨୬ ବର୍ଷ ପୁରୁଣା Internet Explorer, ଜାଣନ୍ତୁ କାହିଁକି

ୱିଣ୍ଡୋର ଡିଫଲ୍ଟ ୱେବ ବ୍ରାଉଜର Internet Explorer ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ରହିଥିଲା। ଯାହାକୁ ପରେ Microsoft Edge ରିପ୍ଲେସ କରିଥିଲା। କିନ୍ତୁ ଏବେ Internet Explorer ମଧ୍ୟ ବନ୍ଦ ହେବାକୁ ଯାଉଛି। କମ୍ପାନୀର ଘୋଷଣା ମୁତାବକ, ୨୦୨୨ରେ Internet Explorer ଅଧିକାରିକ…

ଲଞ୍ଚ ହେଲା Samsung Galaxy F52 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ସାମସଙ୍ଗ ଆଜି ବଜାରେ ନିଜର ନୂଆ ୫ଜି ସ୍ମାର୍ଟଫୋନ Samsung Galaxy F52 5G ଲଞ୍ଚ କରିଛି। ୧୨୦ Hz ରିଫ୍ରେସ ରେଟ୍ ଡିସପ୍ଲେ ସହିତ ଏହି ସ୍ମାର୍ଟଫୋନରେ ଶାନଦାର ବ୍ଯାଟେରୀ କ୍ଷମତା ରହିଥିବା ବେଳେ କ୍ଯାମେରା କ୍ବାଲିଟ ମଧ୍ୟ ଦମଦାର ରହିଛି। ଏହାକୁ ନିକଟରେ ଚୀନରେ ଲଞ୍ଚ କରାଯାଇଛି।…

Sony ଲଞ୍ଚ କଲା ଶସ୍ତା ବଜେଟ୍ ଫୋନ୍ Xperia Ace 2, ଜାଣନ୍ତୁ ଏହି ସ୍ମାର୍ଟଫୋନର ଫିଚର ଓ ଦାମ୍

ଲୋକପ୍ରିୟ ଟେକ୍ କମ୍ପାନୀ Sony ନିଜ Xperia Series ର ନୂଆ ମୋବାଇଲ ଫୋନ Sony Xperia Ace 2କୁ ଜାପାନରେ ଲଞ୍ଚ କରିଛି। ଫୋନର ଉଭୟ ଲୁକ ଓ ଫିଚର ବେଶ୍ ଦମଦାର ରହିଛି। ଏହା ପୂର୍ବରୁ କମ୍ପାନୀ ୨୦୧୯ରେ Sony Xperia Ace ଲଞ୍ଚ କରିଥିଲା। ଏହି ଫୋନ୍ ଉକ୍ତ ଫୋନର ସକସେସର ବୋଲି କୁହାଯାଉଛି।…

Honor କମ୍ପାନୀ ତରଫରୁ ଲଞ୍ଚ ହେବାକୁ ଯାଉଛି ନୂଆ ସ୍ମାର୍ଟଫୋନ Honor Play 5, ରହିଛି ଜବରଦସ୍ତ ଫିଚର୍ସ

Honor କମ୍ପାନୀ ତରଫରୁ ନୂଆ ଫୋନ Honor Play 5 ଲଞ୍ଚ ହୋଇଛି । ଏହି ଫୋନର ଡିଜାଇନ ଭଲ ରହିଥିବା ବେଳେ ଫୋନର ସ୍ପେଶିଫିକେସନ ମଧ୍ୟ ଭଲ ରହିଛି । ଏହି ଫୋନରେ Huawei Nova 8 SE ଡାଇମେନସନ 800U  ଚିପସେଟ୍ ଭର୍ଜନ ରହିଛି । ଏହାର ଘୋଷଣା ଗତବର୍ଷ ନଭେମ୍ବରରେ କରାଯାଇଥିଲା । ତେବେ ଚାଲନ୍ତୁ…

VI: ୧ ଟଙ୍କାରେ ୨୪ ଜିବି ଡାଟା ସହ ଅନଲିମିଟେଡ କଲ୍ ଅଫର

ଭୋଡାଫୋନ - ଆଇଡିଆ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କ ପାଇଁ ଜବରଦସ୍ତ ପ୍ରିପେଡ ପ୍ଲାନ କରାଯାଇଛି । ଏବେର ଲାଟେଷ୍ଟ ପ୍ଲାନ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହାଦ୍ୱାରା ଗ୍ରାହକ ନିଜ ଆବଶ୍ୟକ ଅନୁଯାୟୀ ବେଷ୍ଟ ପ୍ଲାନ ଚୟନ କରିପାରିବେ । ଆଜି ଆମେ ଆପଣଙ୍କୁ ଏହି…

Battlegrounds Mobile Indiaର ପ୍ରି-ରେଜିଷ୍ଟ୍ରେସନ ପାଇଁ ଜାଣନ୍ତୁ ପଦ୍ଧତି

ବ୍ୟାଟେଲ ଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ (ଦେଶୀ ପବଜି)ର ପ୍ରି-ରେଜିଷ୍ଟ୍ରେସନ ଗୁଗୁଲ ପ୍ଳେ ଷ୍ଟୋରରେ ଆରମ୍ଭ ହୋଇସାରିଛି । ଏହି ଗେମ୍ କ୍ରାଫଟନ ଦ୍ୱାରା ଡେଭଲପ ହୋଇଛି । ଏହା ପବଜି ଗେମର ବକଳ୍ପ ରୂପେ ବଜାରକୁ ପ୍ରବେଶ କରିଛି । ତେବେ କ୍ରାଫଟନ ତରଫରୁ ଏହି ଗେମର ରିଲିଜ ସଂପର୍କରେ କିଛି ସୂଚନା…

ହ୍ବାଟସଆପ୍ ଏବଂ ଟେଲିଗ୍ରାମକୁ ଟକ୍କର ଦେବା ଆସିଲା Gmail, ଆଣିଲା ନୂଆ ଚାଟିଂ ଆପ୍

ଚାଟିଂ ପାଇଁ ଦୁନିଆରେ ସବୁଠାରୁ ଅଧିକ ବ୍ଯବହାର କରାଯାଉଛି Whatsapp। ହ୍ବାଟସଆପକୁ ଟକ୍କର ଦେବା ପାଇଁ ନିକଟରେ ଟେଲିଗ୍ରାମ ଚାଟିଂ ଫିଚର ଲଞ୍ଚ କରିଥିଲା। ଗୁଗଲ ପକ୍ଷରୁ ହ୍ବାଟସଆପ୍ ଏବଂ ଟେଲିଗ୍ରାମକୁ ଟକ୍କର ଦେବା ପାଇଁ ଜିମେଲ ଆପରେ ଶାନଦାର ଚାଟିଂ ଫିଚର ଆସିଛି। ଅର୍ଥାତ୍ ଜିମିଲେ ୟୁଜର…

ଆସିଲା ଜିଓର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ, ଦୈନିକ ୨ ଜିବି ଡାଟା ସହ ଅନଲିମିଟିଡେ କଲ ଅଫର

ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ ନିଜ ୟୁଜର୍ସଙ୍କୁ ନଜରରେ ରଖି ଅନେକ ପ୍ଲାନ ଅଫର କରିଥାଏ । ଯାହା ଗ୍ରାହକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ । ଏବେ ଜିଓ କମ୍ପାନୀ ତରଫରୁ ମାସିକିଆ ଜିଓ ପ୍ଲାନ ଆସିଛି । ଯେଉଁଥିରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ଡାଟା ମିଳିବ । ଏହା ଜିଓର…

Whatsappକୁ ଟକ୍କର ଦେବାକୁ ପ୍ରସ୍ତୁତ Telegram, ନୂଆ ଫିଚର୍ସ ଆଣିଲା ଟେଲିଗ୍ରାମ

ହ୍ବାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ କୌଣସି ପ୍ରକାର ଚେଷ୍ଟା ମଧ୍ୟ ଛାଡୁନି। ପୁଣି ହ୍ବାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ ନୂଆ ଅପଡେଟ୍ ନେଇ ଆସିଛି। ଯାହା ପୂର୍ବରୁ ହ୍ବାଟସଆପରେ ମିଳୁଥିଲା, ଏବେ ଟେଲିଗ୍ରାମରେ ମଧ୍ୟ ମିଳିବ। ଟେଲିଗ୍ରାମ ନିଜର ଆପକୁ ଅପଡେଟ କରି ନୂଆ ଆଡ ଅନ ଫିଚର…

ଭାରତରେ ମାସିକିଆ ପ୍ରାଇମ ସବସ୍କ୍ରିପସନ ବନ୍ଦ କଲା Amazon, ଫ୍ରି ଟ୍ରାଏଲ ମଧ୍ୟ ବନ୍ଦ

ଅନଲାଇନ କମର୍ସ ଫ୍ଲିପକାର୍ଟ ଆମାଜନ ଭାରତରେ ନିଜର ମାସିକିଆ ପ୍ରାଇମ ମେମ୍ବରସିପ ସବସ୍କ୍ରିପସନକୁ ବନ୍ଦ କରିଦେଇଛି। କମ୍ପାନୀ କେବଳ ତିନି ମାସିଆ ଏବଂ ବର୍ଷିକିଆ ପ୍ଲାନ ଅଫର କରୁଛି। ଆମାଜନ ପ୍ରାଇମ ସବସ୍କ୍ରିପସନର ଆରମ୍ଭ ୧୨୯ ଟଙ୍କାରେ ଆରମ୍ଭ ହୋଇଥିଲା। କମ୍ପାନୀ ରିଜର୍ଭ ବ୍ଯାଙ୍କ ଅଫ…