Below header
Browsing Category

ଟେକ୍

ସାଓମୀ ଖୁବଶୀଘ୍ର ଭାରତରେ ଲଞ୍ଚ କରିବ Mi TV 4A Horizon Edition, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ସାଓମୀ ଭାରତରେ ପୁଣି ଏକ ନୂଆ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। କମ୍ପାନୀ Mi TV 4A Horizon Edition କୁ ଇଣ୍ଡିଆରେ ଲଞ୍ଚ ପାଇଁ ଟିଜର ଜାରି କରିଛି। ଏହା ନୂଆ ଟିଭି ସେଟ୍ ଭାରତରେ ୨୦୧୯ରେ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା। ଏବେ ଏଥିରେ ଅପଗ୍ରେଡ କରାଯାଇଛି। ହରାଇଜନ ଏଡିସନ ମଡେଲ ସହିତ…

ଭାରତୀୟ ବଜାରରେ Ubon ଲଞ୍ଚ କଲା ନୂଆ ୱେୟାରଲେସ ସ୍ପିକର୍, ନେଇପାରିବେ FM ର ମଜା

ଇଲେକ୍ଟ୍ରୋନି ବ୍ରାଣ୍ଡ Ubon ଏପର୍ଯ୍ୟନ୍ତ ବଜାରରେ ଅନେକ ସ୍ପିକର ଏବଂ ହେଡ ଫୋନ ଲଂଚ କରିସାରିଛି। ଏବେ କମ୍ପାନୀ ନିଜ ପୋର୍ଟଫୋଲିଓରେ ନୂଆ ଡିଭାଇସ୍ ସାମିଲ କରିଛି। କମ୍ପାନୀ bass boy ପୋର୍ଟବେଲ ୱେରଲେସ ସ୍ପିକରକୁ ଭାରତୀୟ ବଜାରରେ ଲଂଚ କରିଛି। ଏଥିରେ ଏଫଏମର ସପୋର୍ଟ ରହିଛି। ଫଳରେ ୟୁଜର…

ପୁରା ଚାର୍ଜ କଲେ ଚାଲିବ ୧୦୦ କିଲୋମିଟର, ଦେଖନ୍ତୁ ଭାରତରେ ଲଞ୍ଚ୍‌ କରିବ ଏପରି ଇଲେକ୍‌ଟ୍ରିକ୍‌ ସାଇକେଲ୍‌

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ ଯେଭଳି ଆକାଶ ଛୁଆଁ ହୋଇଛି ଏଥିପାଇଁ ଇଲେକ୍‌ଟ୍ରିକ୍‌ ସାଇକେଲର ଚାହିଦା ବଢ଼ିଛି । ଏହି ସାଇକେଲ୍‌ ଆପଣଙ୍କୁ ବିନା ଖର୍ଚ୍ଚରେ ଭଲ ରେଞ୍ଜ ମଧ୍ୟ ଦେବ । ଖାଲି ସେତିକି ନୁହେଁ ଏହି ସାଇକେଲ୍‌ ଆପଣଙ୍କ ପକେଟ ସହ ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଖିଆଲ ରଖିବ ।…

Triumph ତରଫରୁ ଭାରତରେ ଲଞ୍ଚ ହେଲା Bonneville Bobber ବାଇକ, ରହିଛି ଦମଦାର ଫିଚର୍ସ

ବ୍ରିଟିଶ କମ୍ପାନୀ Triumphର ନୂଆ ବାଇକ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ତରଫରୁ Bonneville Bobber ବାଇକ ଭାରତୀୟ ବଜାରରେ ପ୍ରବେଶ କରିଛି । ଆକର୍ଷକ ଲୁକ ସହ ଦମଦାର ଫିଚର୍ସ ନେଇ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି । ତେବେ ଚାଲନ୍ତୁ ଜାଣିବା ଏହାର ଦାମ ଏବଂ…

Vivo ଏବଂ Jio ମିଶି ଏହି ସ୍ମାର୍ଟଫୋନରେ ଦେଉଛନ୍ତି ଦମଦାର ଅଫର, ୪,୫୫୦ ଟଙ୍କା ପର୍ଯ୍ଯନ୍ତ ମିଳିବ ଲାଭ

Vivo ର ସ୍ମାର୍ଟଫୋନ ଲାଇନଅପ୍ ଭାରତରେ ବେଶ୍ ଲମ୍ବା। କିନ୍ତୁ କମ୍ପାନୀ ଏବେ ନୂଆ ବଜେଟ ସ୍ମାର୍ଟଫୋନ ପାଇଁ ଜିଓ ସହିତ ମିଶି ନୂଆ ଅଫର ଘୋଷଣା କରିଛି। କମ୍ପାନୀ Vivo Y1s ପାଇଁ JioExclusive ଅଫର ଅଧିନରେ ନୂଆ କଷ୍ଟମର୍ସ ବେନିଫିଟ ପ୍ରୋଗ୍ରାମ ଘୋଷଣା କରିଛି। Vivo Y1s ଭାରତରେ ଗତ…

ବନ୍ଦ ହୋଇଯିବ ଫେସବୁକ ଓ ଟ୍ୱିଟର? ଆଜି ସରୁଛି ସରକାର ଦେଇଥିବା ସମୟସୀମା

ବନ୍ଦ ହୋଇଯିବ ଫେସବୁକ ଓ ଟ୍ୱିଟର। ସରକାରଙ୍କ ନିୟମ ମାନି ନଥିବାରୁ ଏସବୁ ସୋସିଆଲ ମିଡିଆ ବନ୍ଦ ହୋଇଯିବ। ଫେସବୁକ ଓ ଟ୍ୱିଟର ଭଳି ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାର ୟୁଜରବେସ୍ ୫୦ ଲକ୍ଷରୁ ଅଧିକ ସେମାନେ ଏବେ ଯାଏଁ ସରକାରଙ୍କ ନୂଆ ନିୟମ ପାଳନ କରିନାହାନ୍ତି। ନୂଆ ନିୟମ ପାଇଁ…

Jioର ରିଚାର୍ଜ ପ୍ଲାନରେ ହେଲା ବଡ଼ ପରିବର୍ତ୍ତନ, ଏଥର ୟୁଜର୍ସଙ୍କ ମିଳିବ ୨ ଗୁଣ ଫାଇଦା

ଦେଶରେ କରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ Jio ନିଜ ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଛି । ନିଜ ୟୁଜର୍ସଙ୍କ ପାଇଁ କମ୍ପାନୀ ତରଫରୁ Buy 1 Get 1 ଅଫର ଆରମ୍ଭ କରାଯାଇଛି । ଏହାଦ୍ୱାରା Jioର ୬ଟି ରିଚାର୍ଜ ପ୍ଲାନ ଉପରେ ୨ ଗୁଣ ଭାଲିିଡିଟି ରହିବ। ଆସନ୍ତୁ ଜାଣିବା ଏହି…

ଫୋନ Password ମନେପଡୁନି? ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ଫୋନକୁ କରିପାରିବେ ଅନଲକ୍‌

ସ୍ମାର୍ଟଫୋନ ଏବେ ସମସ୍ତଙ୍କ ପସନ୍ଦ । ଏହା ଆମ ଜୀବନର ସବୁଠୁ ବଡ ଅଂଶ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଫୋନ ପାଖରେ ଥିଲେ ଲାଗେ ଯେମିତି ସବୁ ସମସ୍ୟାର ସମାଧାନ ହୋଇଯିବ । ବାର୍ତ୍ତା ପ୍ରେରଣ କରିବାର ଏହା ଏକ ବଡ ମାଧ୍ୟମ । ଏବେର ସ୍ମାର୍ଟଫୋନରେ ପାସୱାର୍ଡର…

ଦମଦାର ଫିଚର୍ସ ସହ ଆସୁଛି ମହିନ୍ଦ୍ରାର ନୂଆ ମଡେଲ Mahindra Scorpio, ଦେଖନ୍ତୁ

ଦେଶର ପ୍ରମୁଖ ଗାଡ଼ି କମ୍ପାନୀ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଖୁବ ଶୀଘ୍ର ଘରୋଇ ବଜାରରେ ନିଜର ଫେମସ ଏସୟୁବି ମହିନ୍ଦ୍ରା ସ୍କର୍ପିୟୋର ଲାଟେଷ୍ଟ ମଡେଲ ଲଞ୍ଚ କରିବାକୁ ଯାଉଛି । ଏହାର ମଡେଲକୁ କିଛିଦିନ ପୂର୍ବରୁ ରାଜସ୍ଥାନରେ ଟ୍ରେସିଙ୍ଗ କରିବା ସମୟରେ ଦେଖିବାକୁ ମିଳିଥିଲା । ଏହି…

ପୁଣିଥରେ Twitter ଆରମ୍ଭ କଲା ଭେରିଫିକେସନ ପ୍ରୋସେସ୍, ଏହି ଉପାୟରେ ଆପଣ ବି ପାଇପାରିବ ବ୍ଲୁ ଟିକ୍

ପୁଣିଥରେ ଭେରିଫିକେସନ ପ୍ରୋସେସ ଆରମ୍ଭ କରିଛି ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର। ଏହା ମାଧ୍ୟମରେ ଏବେ ୟୁଜର ପୁଣିଥରେ ବ୍ଲୁ ଟିକ୍ ପାଇଁ ଆପ୍ଲାଏ କରିପାରିବେ। ଟ୍ୱିଟର ଏହି ପ୍ରକ୍ରିୟାକୁ ଗତ ୩ ବର୍ଷ ହେଲା ବନ୍ଦ କରି ରଖିଥିଲା। ୨୦୧୭ରୁ ଏହି ପ୍ରୋସେସ ଉପରେ ସାଧାରଣ ଲୋକଙ୍କ ପାଇଁ ସେହି ସମୟରେ…

Oximeter ଝିନ୍‌ଝଟ୍‌ରୁ ମିଳିବ ମୁକ୍ତି, ଏବେ ସ୍ମାର୍ଟଫୋନରେ ମଧ୍ୟ ଚେକ୍ କରିପାରିବେ ଅକ୍ସିଜେନ୍ ଲେବଲ

ଦେଶର କରୋନା ଆତଙ୍କ ଯୋଗୁଁ ସମସ୍ତେ ଭୟଭୀତ। ଏମିତିରେ ଲୋକ ଅନେକ ପ୍ରକାର ସମସ୍ଯାର ସାମ୍ନା କରୁଛନ୍ତି। ଲକଡାଉନ ଯୋଗୁଁ ଅନେକ ଲୋକ ଘରୁ ବାହାରୁନାହାନ୍ତି। ଏମିତିରେ ଅନେକ ମେଡିକାଲ ସାମଗ୍ରୀ ଲୋକେ ଘରେ ରଖୁଛନ୍ତି। ଏମାନଙ୍କ ମଧ୍ୟରେ pulse Oximeters ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।…