Browsing Category

ଟେକ୍

Amazon ସେଲ ଅଫର: iPhone 12ରେ ୯ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ, ଲିଷ୍ଟରେ ରହିଛି ଅନ୍ୟ ଦମଦାର ଫୋନ

Amazon India ସ୍ମାର୍ଟଫୋନ ଅପଗ୍ରେଡକୁ ସେଲ କରିବାର ନିଷ୍ପତ୍ତି ନେଇଛି । ଏହି ସେଲରେ ଗ୍ରାହକଙ୍କ ପାଇଁ ଦମଦାର ଫୋନ ଅଫର ରଖାଯାଇଛି । ଇ-କମର୍ସ କମ୍ପାନୀ OnePlus, Xiaomi, Samsung, Apple, Vivo  ଓ Oppo ଭଳି ସ୍ମାର୍ଟଫୋନ ବ୍ରାଣ୍ଡରେ ଅଫର ଦିଆଯାଉଛି। ଏହା ଉପରେ ବ୍ୟାଙ୍କର ଅଫର ମଧ୍ୟ…

ନକଲି ମେସେଜ୍‌-କଲ୍‌ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ, ଏଥର ଲାଗିବ ୧୦ ହଜାର ଟଙ୍କାର ଜରିମାନା

ନକଲି ମେସେଜ୍‌ ପଠାଇ ୟୁଜର୍ସଙ୍କୁ ଭୂଆଁ ବୁଲାଉଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ। DoT ଅର୍ଥାତ୍‌ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ୍‌ ଏବେ ନକଲି ତଥା ଫ୍ରଡ୍‌ ମେସେଜ୍‌ କିମ୍ବା କଲ୍‌ କରୁଥିବା ଲୋକଙ୍କ ଉପରେ ପ୍ରତି କଲ୍‌ ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଲଗାଇବ। ଏଥିସହ ଏବେ…

ଶସ୍ତାରେ ମିଳୁଛି Realmeର ଏହି ଫୋନ୍, ଜାଣନ୍ତୁ ଏହାର ଫିଚର୍ ଓ ଦାମ ବିଷୟରେ

Realmeର ନୂଆ ସବ୍ ବ୍ରାଣ୍ଡ Dizo ଦୁଇଟି ନୂଆ ଫିଚର ଫୋନ୍ ଲଞ୍ଚ କରିଛି । Dizo Star 300 ଏବଂ Dizo Star 500 ହେଉଛି ଦୁଇଟି ନୂତନ ଫିଚର୍ସ ଫୋନ । ଏଗୁଡ଼ିକର ମୂଲ୍ୟ ୨୦୦୦ ଟଙ୍କାରୁ କମ୍ ଅଛି। କିଛି ଦିନ ପୂର୍ବରୁ, Dizo ଅଧୀନରେ ଦୁଇଟି ନୂତନ ଉତ୍ପାଦ Dizo GoPods D ଏବଂ Dizo Wireless…

Jioର ଦମଦାର ଅଫର: ବିନା ଟଙ୍କାରେ କରନ୍ତୁ ୫ ଥର Recharge, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା ବିଷୟରେ 

ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କୁ ସରପ୍ରାଇଜ ଦେବାକୁ ବହୁତ ଶାନଦାର ପ୍ଲାନର ଆରମ୍ଭ କରିଛି । ଏହି କ୍ରମରେ ଗ୍ରାହକ ଏବେ ବିନା ଟଙ୍କାରେ ୫ ଥର ନିଜ ଫୋନକୁ ରିଚାର୍ଜ କରିପାରିବେ । ଏହା ଏକ ଏମର୍ଜେନ୍ସି ଡାଟା ଲୋନ ସର୍ଭିସ ହେବ । ଯେଉଁଥିରେ ୟୁଜର୍ସ ଡେଲି ଡାଟା ଲିମିଟ ସରିବା ପରେ…

ଜଲ୍‌ଦି ହିଁ ଆଉ ଏକ ଅପ୍‌ଡେଟ ଆଣୁଛି ହ୍ଵାଟସ୍‌ଆପ, ହାଇ କ୍ୱାଲିଟି ଫଟୋ ପଠାଇଲେ ହେବନି ଖରାପ

ହ୍ଵାଟସ୍‌ଆପ ନିଜ ୟୁଜରମାନଙ୍କ ପାଇଁ ଏବେ ଏକ ନୂଆ ଫିଚର ନେଇକି ଆସୁଛି, ଯାହା ଅଧୀନରେ ୟୁଜରମାନେ ହାଇ ରିଜୋଲ୍ୟୁଶନ ଫଟୋ ପଠାଇ ପାରିବେ ଏବଂ ତାହା କୌଣସି ବି ପ୍ରକାର ଖରାପ ହେବ ନାହିଁ। ଏହି ଫିଚରରୁ ୟୁଜରମାନଙ୍କୁ ଫଟୋକୁ ନେଇ ବେଶ୍‌ ସହାୟତା ମିଳିପାରିବ। ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ।…

ଏହି କମ୍ପାନୀ ଲଞ୍ଚ୍‌ କରିବାକୁ ଯାଉଛି ଡ୍ରୋନ୍‌ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍‌, ଉଡ଼ି ଉଡ଼ି ଉଠାଇବ ଫଟୋ ଓ ଭିଡିଓ

ସମୟ ସହ ଟେକ୍ନୋଲୋଜି ବି ଦିନକୁ ଦିନ ଆଡଭାନ୍ସ ହୋଇ ହୋଇ ଯାଉଛି। ପ୍ରଥମେ କ୍ୟାମେରାକୁ ଫୋନ୍‌ରେ ଏକ ଗୁୁରୁତ୍ୱପୂର୍ଣ୍ଣ ଜିନିଷ ବୋଲି କୁହାଯାଉଥିଲା। କିନ୍ତୁ ପରେ ଆସିଲା ସେଲ୍‌ଫି କ୍ୟାମେରା। ମାତ୍ର ଏବେ ଟେକ୍ନୋଲୋଜି ତା’ଠୁ ବି ବହୁତ ଆଗକୁ ଯାଇସାରିଲାଣି। ଏବେ ସ୍ମାର୍ଟ ଫୋନ୍‌ରେ ଆସୁଛି…

ସ୍କ୍ରିନଗାର୍ଡ଼ରେ ଟିକେ ଅସାବଧାନତା ଆପଣଙ୍କ ଫୋନକୁ କରିଦେବ ଖରାପ, ଜାଣନ୍ତୁ କାରଣ

ଆମେ ସମସ୍ତେ ଯେବେ ନୂଆ ଫୋନ କିଣିଥାଉ ତେବେ ସେହି ସମୟରେ ସ୍କ୍ରିନକୁ ପ୍ରୋଟେକ୍ଟ ବା ସୁରକ୍ଷା ଦେବା ପାଇଁ ସ୍କ୍ରିନଗାର୍ଡ଼ ଲଗାଇଥାଉ । ତେବେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ପାଇଁ ଏହି ଖବର ଖୁବ ଗରୁତ୍ୱପୂର୍ଣ୍ଣ । ଯଦି ଆପଣ ସ୍କ୍ରିନ ଗାର୍ଡ଼ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ…

Jioରେ ବର୍ଷେ ପର୍ଯ୍ୟନ୍ତ ପାଇବେ ଦୈନିକ ୩ ଜିବି ଡାଟା ସହ ଅନଲିମିଟେଡ କଲ ଅଫର, ରହିଛି ଶସ୍ତା ଦାମ

ରିଲାଏନ୍ସ ଜିଓ ପକ୍ଷରୁୁ ନିକଟ ଅତୀତରେ ଏକ ପ୍ରି-ପେଡ ପ୍ଲାନ ଆରମ୍ଭ ହୋଇଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ 3 ଜିବି ଡାଟା ମିଳିବ । ଏହାସହ ଅନଲିମିଟେଡ କଲ ଅଫର ମଧ୍ୟ ରହିଛି । ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ । ଏହାର ଦାମ ୩,୪୯୯ ଟଙ୍କ ରହିଛି । ଜିିଓର ଏହି ପ୍ଲାନ…

5000mAh ବ୍ୟାଟେରୀ ଏବଂ ତିନୋଟି କ୍ୟାମେରା ସହିତ ଲଞ୍ଚ୍‌ ହେଲା ରିୟଲମିର ବଜେଟ୍‌ ସ୍ମାର୍ଟଫୋନ୍‌

ରିୟଲମି ନିଜର C-ସିରିଜର ଆଉ ଏକ ସ୍ମାର୍ଟଫୋନ ରିୟଲମି C21Y (Realme C21T) କୁ ଲଞ୍ଚ୍‌ କରିଛି। ଏହି ଫୋନ ଏକ ଏଣ୍ଟ୍ରି ଲେବଲ ଫୋନ ଅଟେ। ଏହି ପ୍ରୋସେସର ସହିତ ଆସିଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଣ୍ଟ୍ରି ଲେବଲ ହେବା ସତ୍ତ୍ୱେ ଏଥିରେ HD+ଡିସପ୍ଲେ, ଓ୍ଵାଟରଡ୍ରପ ଏବଂ ଟ୍ରିପର…

Apple iPhone 12 ଦେଖାଇଲା ଜଲବା,୧୦ କୋଟିରୁ ଅଧିକ ମଡେଲ ହେଲା ସେଲ

Apple iPhone ସିରିଜ ସାରା ଦୁନିଆରେ ଖୁବ ଭଲ ବ୍ୟବସାୟ କରିଛି । ନୂଆ ମଡେଲ ଲଞ୍ଚ କରିଲା ପରେ ବିକ୍ରୀରେ ଶାନାଦର ରେକର୍ଡ ବନେଇଛି । କାଉଣ୍ଟର ରିସର୍ଚ୍ଚ ମୁତାବକ ଏହା Apple iPhone ଫୋନର ସବୁଠୁ ବଡ ସଫଳତା । ଯାହାର ଗ୍ଲୋବାଲ ସେଲ ୧୦ କୋଟି ୟୁନିଟରୁ ଉର୍ଦ୍ଧ୍ୱ ରହିଛି । ଏହାର ଲଗାତାର…

ଟିକ୍‌ଟକ୍‌ ବନ୍ଦ ହେବା ପରେ ସର୍ଟ ଭିଡିଓ ଆପ୍‌ ମୋଜ୍‌ କଲା ଧମାକା, ବର୍ଷକରେ କୋଟିଏରୁ ଅଧିକ ସକ୍ରିୟ ୟୁଜର୍ସ

ନୂଆଦିଲ୍ଲୀ : ଭାରତୀୟ ସୋସିଆଲ୍‌ ମିଡ଼ିଆ କମ୍ପାନୀ ସେୟାର ଚାର୍ଟ ଗତ ବର୍ଷ ଜୁଲାଇ ୧ରେ ଦେଶୀ ସର୍ଟ ଭିଡିଓ ମୌଜ୍‌ ଲଞ୍ଚ୍‌ କରିଥିଲା । ବର୍ଷକ ଭିତରେ ଏହି ଆପ୍‌ ଭଲ ଲୋକପ୍ରିୟତା ହାସଲ୍‌ କରିଛି । ୧୨ କୋଟିରୁ ଉର୍ଦ୍ଧ୍ୱ ୟୁଜର୍ସ ଏବେ ଏହି ଆପ୍‌ ବ୍ୟବହାର କରୁଛନ୍ତି । ସେଲିବ୍ରେଟି ବି…

ଲାପଟପ ଓ ଡେସ୍କଟପରେ କାମ କରୁନି ଟ୍ୱିଟର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି ଯେମିତି । ନୂଆ ଆଇଟି ନିୟମ ନମାନିବାକୁ ନେଇ କେନ୍ଦ୍ର ସରକାର ଏହି ମାଇକ୍ରୋବ୍ଲଗିଂଗ ସାଇଟ ଉପରେ ଲଗାତାର ଚାପ ପକାଉଛି । ସେପଟେ ଟ୍ୱିଟର ନିଜ ୟୁଜର୍ସ ମାନଙ୍କୁ ହଇରାଣ କରିବାରେ ଲାଗିଛି । ଲାପଟପ ଓ ଡେସ୍କଟପରେ…