Below header
Browsing Category

ଟେକ୍

Flipkartରେ ବମ୍ପର ଅଫର୍, ୫ହଜାର ଟଙ୍କା ଶସ୍ତାରେ ମିଳୁଛି Honor ର ଏହି ୪ ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ସୁପର ସେଲ୍ । ୧୮ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର ଯାଏଁ ଚାଲୁଥିବା ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି ଦମଦାର ଅଫର୍ । ଏହି ଅଫରରେ ଲୋକପ୍ରିୟ ସ୍ମାର୍ଟଫୋନ୍ ଅନରର ୪ଟି ମଡେଲ୍ ମିଳିବ ଖୁବ୍ ଶସ୍ତାରେ । Honor 9 Lite, Honor 10, Honor 9N ଏବଂ Honor 9i …

ୱାନପ୍ଲସ୍ ସ୍ମାର୍ଟଫୋନ ପରେ ବଜାରରେ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟଟିଭି

ନୂଆଦିଲ୍ଲୀ : ନିଜର ପ୍ଳାଗସିପ୍ ସ୍ମାର୍ଟଫୋନ ପାଇଁ ଦୁନିଆରେ ନିଜର ଭିନ୍ନ ପରିଚୟ ପ୍ରସ୍ତୁତ କରିଥିବା ୱାନପ୍ଲସ କମ୍ପାନି ଏବେ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। କମ୍ପାନି ଏହା ବିଷୟରେ ବ୍ଲଗ ଜରିଆରେ ଘୋଷଣା କରିଛି। ୱାନପ୍ଲସର ଫାଉଣ୍ଡର ଏବଂ ସିଇଓ ପିଟ ଲାଓ କମ୍ପାନିର ଏହି ବିଭାଗର…

LED TV କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଦେଖନ୍ତୁ ଶସ୍ତା, ସୁନ୍ଦର ଏବଂ ମଜବୁତ ଏଲଇଡି ତାଲିକା

ନୂଆଦିଲ୍ଳୀ : ଆଜି ଆମେ ଆପଣଙ୍କ ପାଇଁ ଏପରି ଏଲଇଡ଼ି ଟେଲିଭିଜନ ଆଣିଛୁ ଯାହାର ମୂଲ୍ଯ ୮ହାଜରରୁ କମ ରହିଥିବା ବେଳେ ଏହାର ଡ଼ିସପ୍ଲେ ୨୨ ଇଞ୍ଚ ପର୍ଯ୍ଯନ୍ତ ରହିଛି। ଏହା ଛଡ଼ା ଏଥିରେ ଲାଗିଥିବା ସ୍ପିକର୍ସ ଆପଣଙ୍କୁ ଡ଼ଲବି ସାଉଣ୍ଡର ଅନୁଭବ ଦେବା। ଆସନ୍ତୁ ଜାଣିବା ଏହି ଶସ୍ତା ସୁନ୍ଦର ଟେଲିଭିଜନର କଣ…

ଯଦି ବାଇକ କିଣିବା ପାଇଁ ଭାବୁଛନ୍ତି କି,ତେବେ ହୋଇଯାଆନ୍ତୁ ପ୍ରସ୍ତୁତ, ଲଞ୍ଚ ହେବାକୁ ଯାଉଛି ହିରୋର ନୂଆ ବାଇକ୍

ନୂଆଦିଲ୍ଲୀ : ହିରୋ ମଟୋରକପ୍ ଆସନ୍ତା ୧୮ ମାସ ମଧ୍ୟରେ ଚାରୋଟି ନୂଅ ବାଇକ୍ ଲଞ୍ଚ କରିବାକୁ ଯାଉଛି। ପ୍ରିମିୟମ ସେଗମେଣ୍ଟର ଏହି ବାଇକ୍ ଗୁଡ଼ିକୁ କମ୍ପାନି ପ୍ରିମିୟମ ସେଲ୍ସ ଆଉଟଲେଟ ମାଧ୍ୟମରେ ବିକ୍ରି କରିବ। ୨୦୦-୩୦୦ ସିସି ଇଞ୍ଜିନର ବାଇକ୍ ବଢ଼ୁଥିବା ଚାହିଦା ଦେଖି କମ୍ପାନି ଏହି ବାଇକ…

ସିମ୍ ନେବା ବେଳେ ଏଜେଂଟ୍ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଛନ୍ତି କି ? ସାବଧାନ୍, ହୋଇପାରନ୍ତି ବଡ଼ ଠକାମୀର ଶିକାର

ସିମ୍ କାର୍ଡ ନେବା ସମୟରେ ଏଜେଣ୍ଟ ଯଦି ବାରମ୍ବାର ଆପଣଙ୍କ ଅଙ୍ଗୁଠି ସ୍କାନ୍ କରାଉଛି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଉତ୍ତରପ୍ରଦେଶରେ ଏକ ନକଲି ସିମ୍ କାର୍ଡ ଗ୍ୟାଙ୍ଗ୍ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସିମ୍ ଦେବା ବେଳେ ଥମ୍ବ ଇମ୍ପ୍ରେସନ୍ ନେବା…

ସାବଧାନ ! ମୋବାଇଲ ବ୍ଯାଟେରୀ ଫାଟିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଆଜିର ଡ଼ିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ଅଂଶବିଶେଷ ପାଲଟିଛି। ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ ହୋଇଯାଇଛି। ଯେମିତି ସମସ୍ତ ଜିନିଷର କିଛି ଭଲ ଗୁଣ ରହିଥିବା ବେଳେ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଠିକ୍ ସେହିପରି ମୋବାଇଲର ମଧ୍ୟ ଭଲ ଗୁଣ ସହ ରହିଛି ଅନେକ ଖରାପ ଗୁଣ। ଅନେକ ସମୟରେ…

ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବ୍ୟତୀତ ଯଦି ଆଉ କେହି ଚର୍ଚ୍ଚାରେ ରହିଛି ସେ ହେଉଛି ଜିଓ । ନିଜର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ପରେ ଗୋଟିଏ ଧମାକାଦାର ଅଫର୍ ଆଣୁଛି ଜିଓ । ପ୍ରଥମେ ୫ଟଙ୍କିଆ ଡାଏରୀ ମିଲ୍କ ଚକଲେଟ୍ ସହ ୧ ଜିବି ଡାଟା ମାଗଣା ଦେଉଥିଲା । ଏହା ପରେ ସେଲିବ୍ରେସନ୍ ଅଫରରେ…

ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ହ୍ବାଟ୍ସଆପର ଅପେକ୍ଷା ଥିଲା ତେବେ ଆପଣଙ୍କ ପାଇଁ ଖୁସିଖବର । କାରଣ ଆପଣଙ୍କ ଅପେକ୍ଷାର ହେଲା ଅନ୍ତ । ଜିଓ ଫୋନରେ ଆସିଲା ହ୍ବାଟ୍ସଆପ୍ । ଏବେ ଆପଣ ୧୫୦୦ ଟଙ୍କିଆ ଜିଓ ଫୋନ୍ ଏବଂ ନୂଆ ଜିଓ ଫୋନ ୨ରେ ହ୍ବାଟ୍ସଆପ୍…

ଓଃ !! ଏଥିପାଇଁ ତାହାଲେ ମିଳିନଥାଏ ଚୋରି ସ୍ମାର୍ଟଫୋନ୍ ….

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍…

ଅନ୍ଯ ସର୍ଚ୍ଚ ଇଞ୍ଜିନକୁ ମାତ୍ ଦେଇ ଗୁଗଲ୍ କେମିତି ହେଲା ପୁରା ବିଶ୍ବର ରାଜା ? ଜାଣନ୍ତୁ ଏହାର ରୋଚକ କାହାଣୀ

ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଯଦି ଜଣାନଥିବ ଅଥବା କୌଣସି ବିଷୟ ଉପରେ ଯଦି କିଛି ସନ୍ଦେହ କିମ୍ବା ଅଧିକ ଖବର ଜାଣିବାକୁ ହୁଏ, ତେବେ ଆପଣ କଣ କରିବେ ? ଆପଣ ନିଶ୍ଚିତ ଭାବରେ ଗୁଗୁଲରେ ସର୍ଚ୍ଚ କରିବେ । ଗୁଗଲ୍ ବର୍ତ୍ତମାନ ଆମର ନିତିଦିନିଆ ଜୀବନର ଏକ ଅଂଶ ହୋଇଯାଇଛି । ଇଣ୍ଟରନେଟ ଦୁନିଆର…

ଘରୋଇ ମାର୍କେଟରେ ଲଞ୍ଚ ହେଲା ୮ଜିବି ରାମ ବିଶିଷ୍ଟ ଭିଭୋ ଏକ୍ସ ୨୩

ନୂଆଦିଲ୍ଲୀ : ଚାଇନା କମ୍ପାନୀ ଭିଭୋ ନିଜର ଘରୋଇ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଭିଭୋ ଏକ୍ସ୨୩ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ଖାସିୟତ ହେଉଛି ଏହା ୱାଟରଡ଼୍ରପ୍ ନଞ୍ଚ ଡ଼ିସପ୍ଲେ, ଫିଙ୍ଗରପ୍ରିଂଣ୍ଟ ସେନ୍ସର ଏବଂ ୩ଡ଼ି ଗ୍ଲାସ ବଡ଼ି ଏବଂ ଫେସ ଅନଲକ ରହିଛି। କମ୍ପାନି ଏହି ମୋବାଇଲକୁ ଫ୍ଯାସନ…

ଅସଲି ନାଁରେ ବିକ୍ରି ହେଉଛି ନକଲି ଚାର୍ଜର, ଯଦି ଧୋକା ଖାଇବା ପାଇଁ ଚାହୁଁ ନାହାନ୍ତି ତ ପଢ଼ନ୍ତୁ ଏହି ଖବର

ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ଯେକ ବ୍ଯକ୍ତିଙ୍କ ଦୈନନ୍ଦିନ ଅବଶ୍ଯକତାରେ ପରିବର୍ତ୍ତନ ହୋଇଯାଇଛି। ଦେଖିବାକୁ ଗଲେ ମୋବାଇଲକୁ ଲୋକଙ୍କ  ଲାଇଫ ଲାଇନ୍ ଭାବେ ଗଣାଯାଉଛି। ଏବେ ଛୁଆ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ଯନ୍ତ ସମସ୍ତେ ମୋବାଇଲ ବ୍ଯବହାର କରୁଛନ୍ତି। ମୋବାଇଲ ବ୍ଯବହାର ସହ ବଢ଼ୁଛି ମୋବାଇଲ…