Below header
Browsing Category

ଟେକ୍

TVS ଲଞ୍ଚ କରିବାକୁ ଯାଉଛି Jupiter Grande 5G, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

ନୂଆଦିଲ୍ଲୀ : ଭାରତର ଦୁଇଚକିଆ ବାହାନ ନିର୍ମାତା କମ୍ପାନି ଟିଭିଏସ୍ ବଜାରରେ Jupiter ସ୍କୁଟରର ନୂଆ ମଡ଼େଲ ଲଞ୍ଚ କରିବାକୁ ଯାଉଛି। ସୂଚନା ଅନୁଯାୟୀ ଏହି ନୂଆ ସ୍କୁଟରର ନାମ Jupiter Grande 5G ରହିଥିବା ବେଳେ ଏଥିରେ କିଛିଟା ନୂଆ  ଫିଚର ସାମିଲ କରାଯାଇଛି। ତେବେ ଏହାର ଅଫିସିଆଲ ଲଞ୍ଚ ପରେ…

ବିଏସଏନଏଲର ଧମାକାଦାର ଅଫର, ଶସ୍ତା ପ୍ଲାନ ସହ ମିଳିବ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍

ନୂଆଦିଲ୍ଲୀ : ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ବା ବିଏସଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ  ପ୍ରିପେଡ ଇଣ୍ଟରନାସନାଲ ରୋମିଙ୍ଗ ପ୍ଲାନ୍‌, ପ୍ରମୋସନାଲ ବିଏସଏନଏଲ ଡେ ସ୍ପେଶାଲ ତାରିଫ ଭାଉଚର୍‌ ଓ ଆମାଜନ୍‌ ଅଫର୍‌ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସାଟେଲାଇଟ୍‌  ଫୋନର ମଧ୍ୟ…

ପଲସର ୨୨୦ଏଫରେ ହେବାକୁ ଯାଉଛି ଏହି ପରିବର୍ତ୍ତନ, ଜାଣନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ : ପ୍ରସିଦ୍ଧ ଦୁଇଚକିଆ ବାହାନ ର୍ନିମାତା କମ୍ପାନି ବଜାଜ ଭାରତରେ ଖୁବ ଶୀଘ୍ର ୨୨୦ଏଫ ବାଇକ କୁ ଏବିଏସ ସଂଯୋଗ କରି ଲଞ୍ଚ କରିବାକୁ ଯାଉଛି। ସୂଚନା ମୂତାବକ, କମ୍ପାନି ଏହି ବାଇକରେ ସିଙ୍ଗଲ ଚ୍ଯାନେଲ ଏବିଏସ୍ ୟୁନିଟ ସାମିଲ କରିବ ଯାହା ଦ୍ବାରା ବାଇକ୍ ପୂର୍ବ ଅପେକ୍ଷା ଅଧିକ…

ବିଏସଏନଏଲ୍ ଗ୍ରାହକଙ୍କୁ ଦେଲା ଦମଦାର ୧୮ଟଙ୍କାର ପ୍ଯାକ୍, ମିଳିବ ଡ଼ାଟା ଏବଂ ମଗଣା କଲର ସୁବିଧା

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ତାହାର ୧୮ ବର୍ଷ ପୂରିବା ସହ ଜିଓକୁ ଟକ୍କର ଦେବା ପାଇଁ ଲଞ୍ଚ କରିଛି ଦମଦାର ଅଫର। ଏହାର ମୂଲ୍ଯ ୧୮ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରହାକଙ୍କୁ ମାଗଣା ଭଏସ କଲିଂ, ଅନଲିମିଡ଼େଟ୍ ଭିଡ଼ିଓ କଲ ସହ ଅନଲିମିଟେଡ଼୍ ଡ଼ାଟାର ସୁବିଧା ମିଳିବ।  ତେବେ…

ଏପରି ଲଞ୍ଚ ପୂର୍ବରୁ ମାଗଣାରେ ପାଇପାରିବେ oneplus 6T, ଜାଣନ୍ତୁ କିପରି

ନୂଆଦିଲ୍ଳୀ : Oneplusର ଲେଟେଷ୍ଟ ସ୍ମାର୍ଟଫୋନ୍ oneplus 6T ଅକ୍ଟୋବର ମାସରେ ଲଞ୍ଚ ହେବାକୁ ଯାଇଛି। ଯଦି ଆପଣ ଏହି ସ୍ମାର୍ଟଫୋନକୁ ଲଞ୍ଚ ପୂର୍ବରୁ ହାସିଲ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ । ଏଥିପାଇଁ କମ୍ପାନି ଦ୍ବାରା କରାଯାଉଥିବା  ରିଭ୍ଯୁ ପ୍ରତିଯୋଗିତାରେ…

ହ୍ବାଟ୍ସ ଆପରେ ଏବେ ସମସ୍ତ ଅସୁବିଧାର ଚୁଟକିରେ ମିଳିବ ସମାଧାନ, ଜାଣନ୍ତୁ କିଏ ଏବଂ କିପରି ଦେବେ ଜ୍ଞାନ

ନୂଆଦିଲ୍ଳୀ : ମେସେଜିଂ ଆପ୍ ହ୍ବାଟ୍ସଆପରେ ଦ୍ବାରା ସମସ୍ତ ବ୍ଯକ୍ତି ବହୁ ସହଜ ଉପାୟରେ ନିଜ ଭାବର ଆଦାନପ୍ରଦାନ କରିଥାନ୍ତି। ତେବେ ଏଥିରେ ବ୍ଯାପୁଥିବା ମିଛ ଖବର ଏବଂ ତାହା ସହ ବଢ଼ୁଥିବା ହିଂସାକୁ ନେଇ ସରକାରଙ୍କ ସହ ଚିନ୍ତିତ ଅଛନ୍ତି ସାଧାରଣ ଜନତା। ଏବେ ଏହାର ସମାଧାନ ବାହାର କରିଛନ୍ତି…

ସାଓମି ଭାରତରେ ଲଞ୍ଚ କଲା ତିନିଟି ଦମଦାର ଟିଭି, ଜାଣନ୍ତୁ କେତେ ରହିଛି ମୂଲ୍ଯ

ନୂଆଦିଲ୍ଲୀ : ସାଓମି ସ୍ମାର୍ଟଫୋନ ବଜାରରେ ନିଜର ଅଧିତ୍ବ ବିସ୍ତାର କରିବା ପରେ ଏବେ ଟେଲିଭିଜନ ଦୁନିଆରେ ପାଦ ରଖିଛି। ତେବେ ସ୍ମାର୍ଟଫୋନ ଭଳି ସାଓମିର ଟିଭିକୁ ମଧ୍ୟ ଲୋକ ବହୁଳ ଭାବେ ପସନ୍ଦ କରୁଛନ୍ତି। ତେବେ ଏବେ ସାଓମି ତିନିଟି ନୂତନ ଟେଲିଭିଜନ ଭାରତ ବଜାରରେ ଲଞ୍ଚ କରିଛି। ଏଥିରେ ରହିଛି…

୫ କୋଟି ଆକାଉଣ୍ଟଧାରୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ(କେନ୍ଯୁଜ୍) : ହ୍ୟାକର୍‌ଙ୍କ କବ୍‌ଜାରେ ଫେସବୁକ୍‌ । ୫ କୋଟି ଆକାଉଣ୍ଟଧାରୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ । ଏହି ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀର ଡିଜିଟାଲ୍‌ ଲଗିନ୍‌ କୋର୍ଡ ଚୋରି କରି ୫ କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ହ୍ୟାକର୍‌ ନିଜ କବ୍‌ଜାକୁ…

ଆପଣ କିଣିଥିବା ଫୋନ୍ ଚୋରା ନୁହେଁ ତ ? କେମିତି ଜାଣିବେ ପଢନ୍ତୁ

ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି । କିନ୍ତୁ ବଜେଟ୍ ଆପଣଙ୍କୁ ଅନୁମତି ଦେଉନି । ଏମିତିରେ କଣ କରିବେ ? ନିହାତି ସେକେଣ୍ଡ ହାଣ୍ଡ ଫୋନ୍ କିଣିବାକୁ ଚାହିଁବେ । ଆବଶ୍ଯକତାକୁ ଆଖି ଆଗରେ ରଖି ଯେତେ ଶୀଘ୍ର ମିଳେ ଫୋନ୍ କିଣିଆଣୁ । ହେଲେ ଏହି ନିଷ୍ପତ୍ତି ଅନେକ ସମୟରେ ଭୁଲ୍ ପ୍ରମାଣିତ…

ଗୁଗୁଲକୁ ହେଲା ୨୦ ବର୍ଷ, ଆସନ୍ତୁ ଜାଣିବା କିପରି ହେଲା ସେଲିବ୍ରେସନ

ଗୁଗୁଲ ନିଜର ୨୦ତମ ଜନ୍ମଦିନ ପାଳିତ କରି ଏକ ଖାସ ଡୁଡୁଲ ପ୍ରସ୍ତୁତ କରିଛି। ଏହି ଡୁଡୁଲରେ କ୍ଲିକ କରିବା ପରେ ଗୁଗୁଲ ଆପଣଙ୍କୁ ଗୋଟିଏ ମିନିଟ ୩୭ ସେକେଣ୍ଡର ଭିଡିଓ ଦେଖେଇବ। ସେଥିରେ ଆପଣଙ୍କୁ ଗୁଗୁଲର ବିଗତ ୨୦ ବର୍ଷର ଯାତ୍ରା ଦେଖିବାକୁ ମିଳିବ। ଏଥିରେ ଆପଣଙ୍କର ସବୁ ପୁରୁଣା ସ୍ମ୍ରୁତି ମନେ…

ଆପଣଙ୍କ ସ୍ମାର୍ଟଫୋନ୍ ଗରମ ହୋଇଯାଉଛି ? ଆପଣାନ୍ତୁ ଏହି ୫ ଟିପ୍ସ, ସର୍ବଦା ରହିବ କୁଲ୍

ସାଧାରଣତଃ ସ୍ମାର୍ଟଫୋନରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଯେଉଁଥରେ ସବୁଠାରୁ ବଡ ସମସ୍ୟା ହେଉଛି ଫୋନ ବାରମ୍ବାର ଗରମ ହୋଇଯିବା । ଅବଶ୍ୟ ଅଳ୍ପ ଗରମ ହେବା ସାମାନ୍ୟ କଥା । କିନ୍ତୁ ଯଦି ଆପଣଙ୍କ ସ୍ମାର୍ଟଫୋନ୍ ଆବଶ୍ୟକତାଠାରୁ ଅଧିକ ଗରମ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।…

ଏବେ ଗୁଗୁଲ ଦେବ ବନ୍ଯାର ପୂର୍ବସୂଚନା, ଆରମ୍ଭ ହେଲା ବନ୍ଯା ଅଲର୍ଟ ମ୍ଯାପ୍

ନୂଆଦିଲ୍ଲୀ : ଦେଶରେ କେରଳ ରାଜ୍ଯରେ ଐତିହାସିକ ବନ୍ଯା ହୋଇଥିବା ବେଳେ ଏବେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛୁ ଅଭାବନୀୟ ପରିସ୍ଥିତ। ଏନେଇ ଜନସାଧାରଣଙ୍କ ସାହାଯ୍ଯ କରିବା ପାଇଁ ଗୁଗୁଲ ଆରମ୍ଭ କରିଛି ଏକ ଅଭିନବ ଉପାୟ। ଗୁଗୁଲ ଭାରତରେ ବନ୍ଯାର ପୂର୍ବାନୁମାନ ଲଗାଇବା ପାଇଁ…