Youtubeର ଆନଡ଼୍ରୋଏଡ଼୍ ଆପରେ ଏପରି ରଖନ୍ତୁ ନିଜ ସର୍ଚ୍ଚକୁ ସୁରକ୍ଷା
ନୂଆଦିଲ୍ଲୀ : ଭିଡ଼ିଓ ଷ୍ଟ୍ରିମିଂ ଆପ ମଧ୍ୟରେ Youtube ସବୁଠାରୁ ଲୋକପ୍ରିୟ ଆପ। କିଛି ନୂଆ ଗୀତ ହେଖିବା ହେଉବା ପିଲ୍ମର ଟ୍ରେଲର ପ୍ରଥମେ ଆମେ Youtubeକୁ ଯାଇଥାଉ। ଏପରିକି ଆପଣଙ୍କ ସର୍ଚ୍ଚ ରେଜଲ୍ଟ ହିସାବରେ ସେ ଆପଣଙ୍କୁ ଭିଡ଼ିଓର ଅପସନ ମଧ୍ୟ ଦେଖାଇଥାଏ। ଏହା ଅର୍ଥ Youtube ଆପଣଙ୍କ…