Below header
Browsing Category

ଟେକ୍

ଏବେ ଏହି ସବୁ ମୋବାଇଲରେ ଆଉ ଚାଲିବନି ହ୍ବାଟ୍ସଆପ୍, ଦେଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍ ନାହିଁ ତ ତାଲିକାରେ

ହ୍ବାଟ୍ସଆପ୍ ୟୁଜର୍ସଙ୍କୁ ଝଟକା । କିଛି ମୋବାଇଲରେ ଚାଲିବନି ଆଉ ହ୍ବାଟ୍ସଆପ୍ । ଆଇଫୋନର ସଫ୍ଟୱେୟାର୍ ସିଷ୍ଟମ୍ IOS 7 ଏବଂ ଏହାଠାରୁ ପୁରୁଣା IOS ସଫ୍ଟୱେୟାରରେ ଆଉ କାମ କରିବନି ହ୍ବାଟ୍ସଆପ୍ । କମ୍ପାନୀ ଘୋଷଣା କରିଛି ୧ ଫେବୃଆରୀ ୨୦୨୦ ପରେ IOS 7 ଏବଂ ଏହାଠାରୁ ପୁରୁଣା ସଫ୍ଟୱେୟାର…

ସୋସିଆଲ୍ ମିଡିଆରେ କେମିତି ବଢାଇବେ ଫଲୋଅର୍ସ ? ଆପଣାନ୍ତୁ ଏହି ମ୍ୟାଜିକାଲ୍ ଟିପ୍ସ

ସୋସିଆଲ୍ ମିଡିଆରେ ନୂଆ କରି ପାଦ ଦେଲେ ନିଜ ଫଟୋ ଏବଂ ପୋଷ୍ଟରେ ମିଳୁଥିବା ଲାଇକ୍ ଏବଂ କମେଣ୍ଟ୍ ଖୁବ୍ ମୂଲ୍ୟବାନ ହୋଇଥାଏ ଆମ ପାଇଁ । ଏଥିପାଇଁ ଆବଶ୍ୟକ ଆକାଉଂଟରେ ଭଲ ଫଲୋଅର୍ସ ଅଧିକରୁ ଅଧିକ ହୁଅନ୍ତୁ । ଯାହା ଫଳରେ ଆକାଉଂଟରେ ସେୟାର୍ କରାଯାଇଥିବା କୌଣସି ପୋଷ୍ଟ କିମ୍ବା ଫଟୋ ଅଧିକ ସେୟାର୍…

ପ୍ଯାଜିଓ ଲଞ୍ଚ କଲା ୨୦୧୯ ଭେସ୍ପାର ନୂଆ ରେଞ୍ଜ, ସ୍ମାର୍ଟଫୋନ୍ ସହ ହୋଇପାରିବ କନେକ୍ଟ

ନୂଆଦିଲ୍ଳୀ : ପ୍ଯାଜିଓ ଭେସ୍ପା ସ୍କୁଟରର ନୂତନ ୨୦୧୯ ମଡ଼େଲ ଭାରତରେ ଲଞ୍ଚ କରିଛି। ଏହାକୁ ଅନେକ ଖାସ ଫିଚର ସହ ଲଞ୍ଚ କରାଯାଇଛି। ଫିଚର ସହ ଏଥିରେ ରହିଛି ଅନେକ ନୂତନ ପ୍ରକାରର କଲର ଅପସନ୍। ମୂଲ୍ଯ ବିଷୟରେ କହିବାକୁ ଗଲେ ଏହାର SXL ୧୫୦ ମଡ଼େଲର ଏକ୍ସଶୋରୁମ୍ ମୂଲ୍ଯ ୯୧,୧୪୦ ଟଙ୍କା , VXL ୧୫୦ର…

ଆପଣ ଜାଣିଛନ୍ତି କି, କାହିଁକି ଭାରତରେ ଶସ୍ତାରେ ମିଳେ ସାଓମି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଏହି କିଛି ବର୍ଷ ହେବ ଦେଶରେ ସାଓମି କମ୍ପାନିର ସ୍ମାର୍ଟଫୋନ ବିକ୍ରି ବହୁ ମାତ୍ରାରେ ବଢ଼ିଯାଇଛି। କମ୍ପାନି ସମୟ ବ୍ଯବଧାନରେ କମ ମୂଲ୍ଯରେ ଅଧିକ ଫିଚର ବିଶିଷ୍ଟ ସ୍ମାର୍ଟଫୋନ ବଜାରରେ ଲଞ୍ଚ କରୁଛି। ଏଣୁ ଦେଖିବାକୁ ଗଲେ ଦେଶରେ ପ୍ରାୟ ସମସ୍ତ ଘରେ ଗୋଟିଏ ଲେଖାଁ ସାଓମି ସ୍ମାର୍ଟଫୋନ…

Flipkartରେ ବମ୍ପର ଅଫର୍, ୫ହଜାର ଟଙ୍କା ଶସ୍ତାରେ ମିଳୁଛି Honor ର ଏହି ୪ ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ସୁପର ସେଲ୍ । ୧୮ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର ଯାଏଁ ଚାଲୁଥିବା ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି ଦମଦାର ଅଫର୍ । ଏହି ଅଫରରେ ଲୋକପ୍ରିୟ ସ୍ମାର୍ଟଫୋନ୍ ଅନରର ୪ଟି ମଡେଲ୍ ମିଳିବ ଖୁବ୍ ଶସ୍ତାରେ । Honor 9 Lite, Honor 10, Honor 9N ଏବଂ Honor 9i …

ୱାନପ୍ଲସ୍ ସ୍ମାର୍ଟଫୋନ ପରେ ବଜାରରେ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟଟିଭି

ନୂଆଦିଲ୍ଲୀ : ନିଜର ପ୍ଳାଗସିପ୍ ସ୍ମାର୍ଟଫୋନ ପାଇଁ ଦୁନିଆରେ ନିଜର ଭିନ୍ନ ପରିଚୟ ପ୍ରସ୍ତୁତ କରିଥିବା ୱାନପ୍ଲସ କମ୍ପାନି ଏବେ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। କମ୍ପାନି ଏହା ବିଷୟରେ ବ୍ଲଗ ଜରିଆରେ ଘୋଷଣା କରିଛି। ୱାନପ୍ଲସର ଫାଉଣ୍ଡର ଏବଂ ସିଇଓ ପିଟ ଲାଓ କମ୍ପାନିର ଏହି ବିଭାଗର…

LED TV କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଦେଖନ୍ତୁ ଶସ୍ତା, ସୁନ୍ଦର ଏବଂ ମଜବୁତ ଏଲଇଡି ତାଲିକା

ନୂଆଦିଲ୍ଳୀ : ଆଜି ଆମେ ଆପଣଙ୍କ ପାଇଁ ଏପରି ଏଲଇଡ଼ି ଟେଲିଭିଜନ ଆଣିଛୁ ଯାହାର ମୂଲ୍ଯ ୮ହାଜରରୁ କମ ରହିଥିବା ବେଳେ ଏହାର ଡ଼ିସପ୍ଲେ ୨୨ ଇଞ୍ଚ ପର୍ଯ୍ଯନ୍ତ ରହିଛି। ଏହା ଛଡ଼ା ଏଥିରେ ଲାଗିଥିବା ସ୍ପିକର୍ସ ଆପଣଙ୍କୁ ଡ଼ଲବି ସାଉଣ୍ଡର ଅନୁଭବ ଦେବା। ଆସନ୍ତୁ ଜାଣିବା ଏହି ଶସ୍ତା ସୁନ୍ଦର ଟେଲିଭିଜନର କଣ…

ଯଦି ବାଇକ କିଣିବା ପାଇଁ ଭାବୁଛନ୍ତି କି,ତେବେ ହୋଇଯାଆନ୍ତୁ ପ୍ରସ୍ତୁତ, ଲଞ୍ଚ ହେବାକୁ ଯାଉଛି ହିରୋର ନୂଆ ବାଇକ୍

ନୂଆଦିଲ୍ଲୀ : ହିରୋ ମଟୋରକପ୍ ଆସନ୍ତା ୧୮ ମାସ ମଧ୍ୟରେ ଚାରୋଟି ନୂଅ ବାଇକ୍ ଲଞ୍ଚ କରିବାକୁ ଯାଉଛି। ପ୍ରିମିୟମ ସେଗମେଣ୍ଟର ଏହି ବାଇକ୍ ଗୁଡ଼ିକୁ କମ୍ପାନି ପ୍ରିମିୟମ ସେଲ୍ସ ଆଉଟଲେଟ ମାଧ୍ୟମରେ ବିକ୍ରି କରିବ। ୨୦୦-୩୦୦ ସିସି ଇଞ୍ଜିନର ବାଇକ୍ ବଢ଼ୁଥିବା ଚାହିଦା ଦେଖି କମ୍ପାନି ଏହି ବାଇକ…

ସିମ୍ ନେବା ବେଳେ ଏଜେଂଟ୍ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଛନ୍ତି କି ? ସାବଧାନ୍, ହୋଇପାରନ୍ତି ବଡ଼ ଠକାମୀର ଶିକାର

ସିମ୍ କାର୍ଡ ନେବା ସମୟରେ ଏଜେଣ୍ଟ ଯଦି ବାରମ୍ବାର ଆପଣଙ୍କ ଅଙ୍ଗୁଠି ସ୍କାନ୍ କରାଉଛି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଉତ୍ତରପ୍ରଦେଶରେ ଏକ ନକଲି ସିମ୍ କାର୍ଡ ଗ୍ୟାଙ୍ଗ୍ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସିମ୍ ଦେବା ବେଳେ ଥମ୍ବ ଇମ୍ପ୍ରେସନ୍ ନେବା…

ସାବଧାନ ! ମୋବାଇଲ ବ୍ଯାଟେରୀ ଫାଟିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଆଜିର ଡ଼ିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ଅଂଶବିଶେଷ ପାଲଟିଛି। ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ ହୋଇଯାଇଛି। ଯେମିତି ସମସ୍ତ ଜିନିଷର କିଛି ଭଲ ଗୁଣ ରହିଥିବା ବେଳେ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଠିକ୍ ସେହିପରି ମୋବାଇଲର ମଧ୍ୟ ଭଲ ଗୁଣ ସହ ରହିଛି ଅନେକ ଖରାପ ଗୁଣ। ଅନେକ ସମୟରେ…

ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବ୍ୟତୀତ ଯଦି ଆଉ କେହି ଚର୍ଚ୍ଚାରେ ରହିଛି ସେ ହେଉଛି ଜିଓ । ନିଜର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ପରେ ଗୋଟିଏ ଧମାକାଦାର ଅଫର୍ ଆଣୁଛି ଜିଓ । ପ୍ରଥମେ ୫ଟଙ୍କିଆ ଡାଏରୀ ମିଲ୍କ ଚକଲେଟ୍ ସହ ୧ ଜିବି ଡାଟା ମାଗଣା ଦେଉଥିଲା । ଏହା ପରେ ସେଲିବ୍ରେସନ୍ ଅଫରରେ…

ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ହ୍ବାଟ୍ସଆପର ଅପେକ୍ଷା ଥିଲା ତେବେ ଆପଣଙ୍କ ପାଇଁ ଖୁସିଖବର । କାରଣ ଆପଣଙ୍କ ଅପେକ୍ଷାର ହେଲା ଅନ୍ତ । ଜିଓ ଫୋନରେ ଆସିଲା ହ୍ବାଟ୍ସଆପ୍ । ଏବେ ଆପଣ ୧୫୦୦ ଟଙ୍କିଆ ଜିଓ ଫୋନ୍ ଏବଂ ନୂଆ ଜିଓ ଫୋନ ୨ରେ ହ୍ବାଟ୍ସଆପ୍…