Browsing Category

ଟେକ୍

ପାଣିରେ ପଡିଯାଇଛି କି ଫୋନ୍ ? ତେବେ ଭୁଲରେ କରନ୍ତୁ ନାହିଁ ଏହି ୫ ଭୁଲ୍ , ନଚେତ୍ ସବୁଦିନ ପାଇଁ ହୋଇଯିବ ଖରାପ

ଆଜିକାଲି ମାର୍କେଟକୁ ଅନେକ ୱାଟର ପ୍ରୁଫ୍ ଫୋନ୍ ଆସିଗଲାଣି । ପାଣିରେ ପଡିଗଲେ ଏହି ଫୋନର କିଛି ସମସ୍ୟା ହୋଇନଥାଏ । କିନ୍ତୁ ସମସ୍ତେ ଏହି ୱାଟରପ୍ରୁଫ୍ ଫୋନ୍ ବ୍ୟବହାର କରିନଥାନ୍ତି । ତେବେ ଯେଉଁମାନେ ଏହି ଫୋନ୍ ବ୍ୟବହାର କରୁଛନ୍ତି ତ ଠିକ୍ ଅଛି । କିନ୍ତୁ ଯେଉଁମାନେ ବ୍ୟବହାର କରୁନାହାଁନ୍ତି…

Youtubeର ଆନଡ଼୍ରୋଏଡ଼୍ ଆପରେ ଏପରି ରଖନ୍ତୁ ନିଜ ସର୍ଚ୍ଚକୁ ସୁରକ୍ଷା

ନୂଆଦିଲ୍ଲୀ  : ଭିଡ଼ିଓ ଷ୍ଟ୍ରିମିଂ ଆପ ମଧ୍ୟରେ Youtube ସବୁଠାରୁ ଲୋକପ୍ରିୟ ଆପ। କିଛି ନୂଆ ଗୀତ ହେଖିବା ହେଉବା ପିଲ୍ମର ଟ୍ରେଲର ପ୍ରଥମେ ଆମେ Youtubeକୁ ଯାଇଥାଉ। ଏପରିକି ଆପଣଙ୍କ ସର୍ଚ୍ଚ ରେଜଲ୍ଟ ହିସାବରେ ସେ ଆପଣଙ୍କୁ ଭିଡ଼ିଓର ଅପସନ ମଧ୍ୟ ଦେଖାଇଥାଏ। ଏହା ଅର୍ଥ Youtube ଆପଣଙ୍କ…

ଭାରତରେ ଲଞ୍ଚ ହେଲା Galaxy A7 (2018), ଟ୍ରିପଲ ରିୟର କ୍ଯାମେରା ସହ ରହିଛି ଅନେକ ଫିଚର

ନୂଆଦିଲ୍ଲୀ : ଗତସପ୍ତାହରେ ୱାଲ୍ହୱାଇଡ଼ ଲଞ୍ଚ ହୋଇଥିବା Galaxy A7 (2018) ସ୍ମାର୍ଟଫୋନ ଆଜି ଭାରତରେ ଲଞ୍ଚ ହୋଇଛି। ତେବେ କମ୍ପାନି ଏହାର ଏକ ଟିଜର ଫ୍ଳିପକାର୍ଟ ସପିଂ ସାଇଟରେ ଲଞ୍ଚ କରିଥିଲା। Galaxy A7 (2017) ର ସଫଳ ଅଭିଯାନ ପରେ କମ୍ପାନି ଏହାର ୨୦୧୮ ମଡ଼େଲ ଲଞ୍ଚ କରିବାର ନିର୍ଣ୍ଣୟ…

ଗୁଗଲରେ ସର୍ଚ୍ଚ କରୁଛନ୍ତି ଏହି ୫ ଜିନିଷ ତ ହୋଇଯାଆନ୍ତୁ ସାବଧାନ୍, ଘରୁ ଉଠାଇନେବ ପୋଲିସ୍

ଏବେ ପ୍ରାୟ ସମସ୍ତଙ୍କ ପକେଟରେ ଅଛି ସ୍ମାର୍ଟଫୋନ୍ । ଆଉ ଯାହା ନିକଟରେ ସ୍ମାର୍ଟଫୋନ୍ ନାହିଁ ସେମାନଙ୍କ ନିକଟରେ ଜିଓର ୪ଜି ଫିଚର ଫୋନ୍ ତ ନିଶ୍ଚିତ ଥିବ । ସ୍ମାର୍ଟଫୋନ୍ ଥାଇ ଗୁଗଲ ବାବାଙ୍କୁ ବ୍ୟବହାର ନକରିବା ଏଇଟା କେମିତି ସମ୍ଭବ । କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ପ୍ରଶ୍ନ ଏବଂ…

ଭାରତରେ ସାମସଙ୍ଗ ଲଞ୍ଚ କଲା ଦୁଇଟି ବଜେଟ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛ ଫିଚର ଏବଂ ମୂଲ୍ଯ

ନୂଆଦିଲ୍ଳୀ : ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ ଭାରତରେ ନିଜର ଦୁଇଟି ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି।  ଏହି ଦୁଇ ସ୍ମାର୍ଟଫୋନର ନାମ ରହିଛି ଗାଲାକ୍ସି ଜେ୪+ ଏବଂ ଗାଲାକ୍ସି ଜେ୬+। ଏହି ଦୁଇ ସ୍କାର୍ଟଫୋନର ପ୍ରମୁଖ ଫିଚର ରହିଛି ଏହାର ୬ଇଞ୍ଚ ବିଶିଷ୍ଟ ଇନଫିନିଟି ଡ଼ିସପ୍ଲେ। ଏହି…

ଜିଓକୁ ଭୋଡାଫୋନର ଝଟକା, ଗିଗାଫାଇବର୍ ଲଞ୍ଚ ପୂର୍ବରୁ ଗ୍ରାହକଙ୍କୁ ଦେଲା ୪ ମାସର ମାଗଣା ଇଣ୍ଟରନେଟ୍

ନୂଆଦିଲ୍ଲୀ :ଦେଶରେ ଜିଓ ଗିଗା ଫାଇବରର ଲଞ୍ଚ ନେଇ ଗ୍ରାହକଙ୍କ ମନ ଖୁସି ଥିବା ବେଳେ ଏହାକୁ ଟକ୍କର ଦେବାକୁ ଯାଇ ଭୋଡାଫୋନ ଲଞ୍ଚ କରିଛି ଏକ ଦମଦାର ଅଫର। ଭୋଡାଫୋନ୍ ଇଣ୍ଡିଆ ତାହାର ଗ୍ରାହକଙ୍କ ପାଇଁ ୪ମାସର ମାଗଣା ଭୋଡ଼ାଫୋନ୍ ସବସ୍କ୍ରିପସନର ସୁବିଧା ଯୋଗାଇଛି। କମ୍ପାନି ଅନୁଯାୟୀ, ଏବେ…

Jio ର ମହାଧମାକା : ଏବେ ଟିଭିରେ ୫ ବର୍ଷ ପାଇଁ ମାଗଣା ଦେଖିପାରିବେ କ୍ରିକେଟ୍ ,ଜାଣନ୍ତୁ କେମିତି କରିବେ…

ଟେଲିକମ୍ ସେକ୍ଟରରେ ଧମାଲ୍ ମଚାଇବା ପରେ ଏବେ ଭାରତୀୟ ବ୍ରଡବ୍ଯାଣ୍ଡରେ ଏଣ୍ଟ୍ରି କରିଛି ଜିଓ । ଲଂଚ୍ ହେଲା ଜିଓ ଗିଗା ଫାଇବର୍ ସେବା । ଆଉ ଆସୁ ଆସୁ  ନିଜ ଗ୍ରାହକଙ୍କୁ ଜବରଦସ୍ତ ଉପହାର ଦେଇଛି ଜିଓ । ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଷ୍ଟାର୍ ଇଣ୍ଡିଆ ସହ ପାର୍ଟନରସିପ୍ କରିଛି ଜିଓ ।…

ଏବେ ଏହି ସବୁ ମୋବାଇଲରେ ଆଉ ଚାଲିବନି ହ୍ବାଟ୍ସଆପ୍, ଦେଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍ ନାହିଁ ତ ତାଲିକାରେ

ହ୍ବାଟ୍ସଆପ୍ ୟୁଜର୍ସଙ୍କୁ ଝଟକା । କିଛି ମୋବାଇଲରେ ଚାଲିବନି ଆଉ ହ୍ବାଟ୍ସଆପ୍ । ଆଇଫୋନର ସଫ୍ଟୱେୟାର୍ ସିଷ୍ଟମ୍ IOS 7 ଏବଂ ଏହାଠାରୁ ପୁରୁଣା IOS ସଫ୍ଟୱେୟାରରେ ଆଉ କାମ କରିବନି ହ୍ବାଟ୍ସଆପ୍ । କମ୍ପାନୀ ଘୋଷଣା କରିଛି ୧ ଫେବୃଆରୀ ୨୦୨୦ ପରେ IOS 7 ଏବଂ ଏହାଠାରୁ ପୁରୁଣା ସଫ୍ଟୱେୟାର…

ସୋସିଆଲ୍ ମିଡିଆରେ କେମିତି ବଢାଇବେ ଫଲୋଅର୍ସ ? ଆପଣାନ୍ତୁ ଏହି ମ୍ୟାଜିକାଲ୍ ଟିପ୍ସ

ସୋସିଆଲ୍ ମିଡିଆରେ ନୂଆ କରି ପାଦ ଦେଲେ ନିଜ ଫଟୋ ଏବଂ ପୋଷ୍ଟରେ ମିଳୁଥିବା ଲାଇକ୍ ଏବଂ କମେଣ୍ଟ୍ ଖୁବ୍ ମୂଲ୍ୟବାନ ହୋଇଥାଏ ଆମ ପାଇଁ । ଏଥିପାଇଁ ଆବଶ୍ୟକ ଆକାଉଂଟରେ ଭଲ ଫଲୋଅର୍ସ ଅଧିକରୁ ଅଧିକ ହୁଅନ୍ତୁ । ଯାହା ଫଳରେ ଆକାଉଂଟରେ ସେୟାର୍ କରାଯାଇଥିବା କୌଣସି ପୋଷ୍ଟ କିମ୍ବା ଫଟୋ ଅଧିକ ସେୟାର୍…

ପ୍ଯାଜିଓ ଲଞ୍ଚ କଲା ୨୦୧୯ ଭେସ୍ପାର ନୂଆ ରେଞ୍ଜ, ସ୍ମାର୍ଟଫୋନ୍ ସହ ହୋଇପାରିବ କନେକ୍ଟ

ନୂଆଦିଲ୍ଳୀ : ପ୍ଯାଜିଓ ଭେସ୍ପା ସ୍କୁଟରର ନୂତନ ୨୦୧୯ ମଡ଼େଲ ଭାରତରେ ଲଞ୍ଚ କରିଛି। ଏହାକୁ ଅନେକ ଖାସ ଫିଚର ସହ ଲଞ୍ଚ କରାଯାଇଛି। ଫିଚର ସହ ଏଥିରେ ରହିଛି ଅନେକ ନୂତନ ପ୍ରକାରର କଲର ଅପସନ୍। ମୂଲ୍ଯ ବିଷୟରେ କହିବାକୁ ଗଲେ ଏହାର SXL ୧୫୦ ମଡ଼େଲର ଏକ୍ସଶୋରୁମ୍ ମୂଲ୍ଯ ୯୧,୧୪୦ ଟଙ୍କା , VXL ୧୫୦ର…

ଆପଣ ଜାଣିଛନ୍ତି କି, କାହିଁକି ଭାରତରେ ଶସ୍ତାରେ ମିଳେ ସାଓମି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଏହି କିଛି ବର୍ଷ ହେବ ଦେଶରେ ସାଓମି କମ୍ପାନିର ସ୍ମାର୍ଟଫୋନ ବିକ୍ରି ବହୁ ମାତ୍ରାରେ ବଢ଼ିଯାଇଛି। କମ୍ପାନି ସମୟ ବ୍ଯବଧାନରେ କମ ମୂଲ୍ଯରେ ଅଧିକ ଫିଚର ବିଶିଷ୍ଟ ସ୍ମାର୍ଟଫୋନ ବଜାରରେ ଲଞ୍ଚ କରୁଛି। ଏଣୁ ଦେଖିବାକୁ ଗଲେ ଦେଶରେ ପ୍ରାୟ ସମସ୍ତ ଘରେ ଗୋଟିଏ ଲେଖାଁ ସାଓମି ସ୍ମାର୍ଟଫୋନ…

Flipkartରେ ବମ୍ପର ଅଫର୍, ୫ହଜାର ଟଙ୍କା ଶସ୍ତାରେ ମିଳୁଛି Honor ର ଏହି ୪ ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ସୁପର ସେଲ୍ । ୧୮ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର ଯାଏଁ ଚାଲୁଥିବା ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି ଦମଦାର ଅଫର୍ । ଏହି ଅଫରରେ ଲୋକପ୍ରିୟ ସ୍ମାର୍ଟଫୋନ୍ ଅନରର ୪ଟି ମଡେଲ୍ ମିଳିବ ଖୁବ୍ ଶସ୍ତାରେ । Honor 9 Lite, Honor 10, Honor 9N ଏବଂ Honor 9i …