Browsing Category

ଟେକ୍

ନୂଆ ରୁପରେ ମାତ୍ର ୧୬ହଜାର ଟଙ୍କାରେ ଲଞ୍ଚ କରୁଛି ୟାମାହା ଆରଏକ୍ସ ୧୦୦

ନୂଆଦିଲ୍ଲୀ : ସମୟ କ୍ରମେ ବଦଳିଛି ଗ୍ରାହକଙ୍କ ପସନ୍ଦ। ପୂର୍ବରୁ ବାଇକ କମ୍ପାନି ୟାମାହାର ଖୁବ ଚାହିଦା ରହିଥିବା ବେଳେ ଏବେ ସମୟକ୍ରମେ ତାହା କମ ହୋଇଛି। କିନ୍ତୁ କମ୍ପାନିରୁ ମିଳିଥିବା ସୂଚନା ଅନୁଯାୟୀ ପୁଣି ଥରେ ବଜାରକୁ ଫେରୁଛି ୟାମାହାର ବହୁ ଲୋକପ୍ରିୟ ବାଇକ୍ ୟାମାହା ଆରଏକ୍ସ ୧୦୦।…

ଜିଓକୁ ଟକ୍କର ଦେବାପାଇଁ ମୈଦାନକୁ ଓହ୍ଲାଇଲା ଟାଟା ସ୍କାଏ, ଦମଦାର ଅଫର୍ ସହ ୧୪ ଟି ସହରରେ ଆରମ୍ଭ କଲା ବ୍ରଡବ୍ୟାଣ୍ଡ…

ଟେଲିକମ୍ ସେକ୍ଟରରେ ଅପାର ଅଫଳତା ପରେ ବ୍ରଡବ୍ୟାଣ୍ଡ୍ ସେକ୍ଟରରେ ପାଦ ରଖିସାରିଲାଣି ଜିଓ । ଯାହା ଫଳରେ ଭାରତୀ ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି କମ୍ପାନୀଙ୍କ ବଢିଯାଇଛି ଚ୍ୟାଲେଞ୍ଜ । ଖୁବ୍ ଶୀଘ୍ର ଗିଗା ଫାଇବର୍ ଲଂଚ୍ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏବେ ଶୁଣିବାକୁ ମିଳୁଛି ଜିଓକୁ ଟକ୍କର…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି କୌଣସି ସଂସ୍ଥା ଆପଣଙ୍କୁ ଆଧାର କାର୍ଡ ମାଗିଲେ ଦେବ ୧ କୋଟି ଜରିମାନା

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି କୌଣସି ବ୍ୟାଙ୍କରେ ଆକାଉଂଟ୍ ଖୋଲିବା ହେଉ ବା ସିମ୍ କାର୍ଡ ନେବା ସମୟରେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ଏହା ଆପଣଙ୍କ ଇଛା ଉପରେ ନିର୍ଭର କରେ ଆପଣ ନିଜର ଆଧାର କାର୍ଡ ଦେଖାଇବାକୁ ଚାହୁଁଛନ୍ତି କି ନାହିଁ । ଯଦି କୌଣସି ସଂସ୍ଥା ଆପଣଙ୍କ ପରିଚୟ…

ବଜାରକୁ ଆସିଲା ନୂଆ ବଜାଜ୍ ପ୍ଲାଟିନା ୧୧୦ ସିସି , ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ବଜାଜ୍ ଅଟୋ ୧୧୦ସିସି ଇଞ୍ଜିନ୍ ସହିତ ଲଞ୍ଚ କରିଛି ନୂଆ ବଜାଜ୍ ପ୍ଲାଟିନା। ଏହି ନୂଆ ପ୍ଲାଟିନାର ଦିଲ୍ଲୀରେ ଏକ୍ସ ସୋରୁମ୍ ମୂଲ୍ୟ ୪୯,୧୯୭ ରହିଛି। କମ୍ପାନି ଏହାକୁ ଟ୍ୟୁବଲେସ ଟାୟାର, ଡୁଆଲ ସ୍ପିରଂ ଅନ ସ୍ପିରଂ ଏବଂ ନାଇଟ୍ରୋକ୍ସ ସ୍ପୋକ୍ ଅଜବର୍ସ ଏବଂ ଆଣ୍ଟି-ସ୍କିଡ଼ ବ୍ରେକ୍ ଭଳି…

ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି

ଦିଲ୍ଲୀ(କେନ୍ୟୁଜ୍) : ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ନିଷ୍ପତି ନିଆଯାଇଛି । ଏଥିପାଇଁ ଟେଲିଗ୍ରାଫ୍…

ଅସୁବିଧାରେ ଆପଣଙ୍କ ଡାଟା ! ATM କାର୍ଡ଼ ଜାରି କରିଥିବା କମ୍ପାନି RBIକୁ ଦେଇଛନ୍ତି ଚେତାବନୀ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ କ୍ରେଡ଼ିଟ ଏବଂ ଡ଼େବିଟ କାର୍ଡ଼ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ନିକଟରେ ଗ୍ଲୋବାଲ ପେମେଣ୍ଟ କମ୍ପାନି ମାଷ୍ଟରକାର୍ଡ଼ ଆରବିଆଇକୁ କିଛି ଖାସ ସୂଚନା ପ୍ରଦାନ କରିଛି। ଏହି ସୂଚନା ଅନୁଯାୟୀ, କିଛି ସମୟ ପରେ କମ୍ପାନି ଗ୍ଲୋବାଲ ସର୍ଭରରୁ ଭାରତୀୟ…

ଗ୍ରାହକଙ୍କ ପାଇଁ Paytm ଅଣିଲା ଖୁସି ଖବର , ଏବେ ଜିନିଷ କିଣି ମାସେ ପରେ ଦିଅନ୍ତୁ ଟଙ୍କା

ନୂଆଦିଲ୍ଲୀ : ମୋବାଇଲ ଓ୍ବାଲେଟ ପେଟିଏମ୍ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି। ଏହି ସେବାର ନାମ ରହିଛି Paytm Postpaid। ଏଥିରେ ଗ୍ରାହକ ଯେତେବେଳେ ଇଛା ସେତେବେଳେ ଜିନିଷ କିଣି ପାରିବେ। ସେଥିପାଇଁ କୌଣସି ପ୍ରକାରର ବାଧକ ରହିନାହିଁ। ଏହାପରେ ଗ୍ରାହକ ତାଙ୍କର ସେହି ଜିନିଷର ମୂଲ୍ୟ ଆସନ୍ତା…

ସୂବର୍ଣ୍ଣ ସୁଯୋଗ : ବର୍ଷକ ପାଇଁ ବ୍ୟବହାର କରନ୍ତୁ ନାହିଁ ସ୍ମାର୍ଟଫୋନ , ମିଳିବ ପୁରସ୍କାର ୭୨ ଲକ୍ଷ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ଜୀବନର ଏକ ଅଂଶ ପାଲଟିଛି ସ୍ମାର୍ଟଫୋନ। ଏପରିକି ମୋବାଇଲ ଫୋନ ବା ସ୍ମାର୍ଟଫୋନ ବିନା ଗୋଟିଏ ସେକେଣ୍ଡ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏହିକୁ ନଜରରେ ରଖି ଏକ ଅଭିନବ ଉପାୟ ବାହାର କରିଛି ଅନ୍ତର୍ଜାତୀୟ କମ୍ପାନି। ଆଜ୍ଞା ହଁ, ଅନ୍ତର୍ଜାତୀୟ ପାନୀୟ…

‘ସ୍ମାର୍ଟ ଇ-ବସ୍ତ୍ର’ ଏପରି ଏକ ଜ୍ୟାକେଟ, ସ୍ମାର୍ଟ ଲୁକ୍ ସହିତ କରିବ ମୋବାଇଲ ଚାର୍ଜ

ଯେତେବେଳେ ଆପଣ ଯାତ୍ରା କରୁଥିବା ସମୟରେ ଆପଣଙ୍କ ମୋବାଇଲ ଡିସଚାର୍ଜ ହୋଇଯାଏ, ତେବେ ଆପଣଙ୍କ ଚିନ୍ତା ବହୁତ ଅଧିକ ବଢ଼ିଯାଇଥାଏ ଏବଂ ଅସ୍ତବ୍ୟସ୍ଥ ମଧ୍ୟ ଲାଗିଥାଏ। ଏହାପରେ ଆପଣ ଚାର୍ଜ କରିବା ପାଇଁ ଉପାୟ ଖୋଜନ୍ତି। କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ବୈଜ୍ଞାନିକ ମାନେ…

ଅମିତାଭଙ୍କ ସାମସଙ୍ଗ ମୋବାଇଲ ହେଲା ଖରାପ, ସାଓମି ଦେଲା ଏପରି ଜବାବ୍…

ମୁମ୍ବାଇ : ଭାରତୀୟ ସ୍ମାର୍ଟଫୋନ ବଜାରରେ କମ ମୂଲ୍ୟରେ ଦମଦାର ଫୋନ ଦେବାରେ ସାଓମି ମୋବାଇଲ୍ ବେଶ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ଏଥର କମ୍ପାନି ଅମିତାଭ ବଚ୍ଚନଙ୍କୁ ମୋବାଇଲ ପରିବର୍ତ୍ତନ କରିବାକୁ ଉପଦେଶ ଦେଇ ରହିଛି ଚର୍ଚ୍ଚାରେ। ଆଜ୍ଞା ହଁ, ସାଓମି ଇଣ୍ଡିଆର ଏମଡ଼ି ମନୁ କୁମାର ଜେନ୍…

ଫ୍ଳିପକାର୍ଟ ଅନର ଡ଼େ ସେଲ୍ : ଶସ୍ତା ହେଲା ଅନର ଏହି ଦମଦାର ଫୋନ୍

ନୂଆଦିଲ୍ଲୀ : ଭାରତ ବଜାରରେ ନିଜର ଦମଦାର ସ୍ମାର୍ଟଫୋନ ପାଇଁ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ାଇଥିବା ଅନର ଫୋନ ନେଇ ଆରମ୍ଭ ହୋଇଛି ସେଲ। ଏହି ସେଲ ଆପଣ ଫ୍ଳିପକାର୍ଟରେ ଅନର ଡ଼େ ସେଲ ପାଇପାରିବେ। ଏହି ସେଲରେ ଆପଣ ଖୁବ କମ୍ ମୂଲ୍ୟରେ ଅନରର ଅନେକ ଦମଦାର ସ୍ମାର୍ଟଫୋନ ନିଜର କରିପାରିବେ। ଏହି…

ବିଏସଏନଏଲରେ ନିଯୁକ୍ତି , ୩୦୦ଟି ମ୍ୟାନେଜମେଣ୍ଟ ପଦ ଖାଲି

ନୂଆଦିଲ୍ଲୀ : ଭାରତ ସଂଞ୍ଚାର ନିଗମ ଲିମିଡ଼େଟ (ବିଏସଏନଏଲ)ତରଫରୁ ମେନେଜମେଣ୍ଟ ଟ୍ରେନିଂର ୩୦୦ଟି ପଦ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। କହିବାକୁ ଚାହିଁବୁ ଏହି ୩୦୦ଟି ଖାଲି ପଦରୁ ୧୫୦ଟି ପଦ ପାଇଁ ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ଯେଉଁମାନେ ଏହି ପଦ ପାଇଁ ଆବଶ୍ୟକ ଯୋଗ୍ୟତା ରଖିଛନ୍ତି।…