Browsing Category

ଟେକ୍

ଏଣିକି ସ୍ମାର୍ଟଫୋନ୍ କହିବ ଆପଣ ଆଣୁଥିବା କ୍ଷୀର ଅସଲି ନା ନକଲି , ଜାଣନ୍ତୁ ପ୍ରକ୍ରିୟା

ସନ୍ଦେହ ହେଉଛି ଆପଣଙ୍କ ଘରକୁ ଆସିଥିବା କ୍ଷୀରରେ ଅପମିଶ୍ରଣ ହୋଇଛି । ହେଲେ କେମିତି ଜାଣିବେ ବାଟ ପାଉନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ସ୍ମାର୍ଟଫୋନ ହିଁ ଜଣାଇଦେବ କ୍ଷୀର ଅସଲି କି ନକଲି । ଏଭଳି ଚମତ୍କାର କରି ଦେଖାଇଛନ୍ତି ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ ।…

ପୁଣି ଥରେ ରାସ୍ତାରେ ଜଲୱା ଦେଖାଇବେ ଏହି ଧମାକାଦାର କାର

ନୂଆଦିଲ୍ଲୀ : ରିଷ୍ଟୋରେସନ୍ ମେଡ଼ିଫିକେସନ ଯାହାକୁ ସାଧାରଣ ଭାଷାରେ କୁହାଯାଇଥାଏ ରେଷ୍ଟ୍ରୋମୋଡ୍। ଏଥିରେ ପୁରୁଣା କାର ବା ଗାଡ଼ି ଗୁଡ଼ିକୁ ନୂତନ ରୁପ ଦେବା ସହ କରାଯାଇଥାଏ କିଛି ଫିଚର ଅପଗ୍ରେଡ଼ସନ୍। ଅର୍ଥାତ୍ କାରର ଲୁକ୍ ଆପଣଙ୍କୁ କିଛି ପୁରୁଣା ବା ଭିଣ୍ଟେଜ୍ ଅନୁଭୂତ ଦେଇଥାଏ କିନ୍ତୁ ଏହାର…

ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ମାଗଣା ଇନକମିଙ୍ଗ୍ କଲ୍ ସେବା, ମୋବାଇଲ୍ ୟୁଜରଙ୍କୁ ବଡ଼ ଝଟକା ଦେଲା ଟେଲିକମ୍ କମ୍ପାନୀ

ମୋବାଇଲ୍ ୟୁଜରଙ୍କୁ ବଡ଼ ଝଟକା । ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ମାଗଣା ଇନକମିଙ୍ଗ୍ କଲ୍ । ସମସ୍ତ ଟେଲିକମ୍ କମ୍ପାନୀ ଏନେଇ ଆରମ୍ଭ କରିସାରିଲେଣି ଷ୍ଟ୍ରାଟର୍ଜି । ଜିଓ ବଜାରକୁ ପ୍ରବେଶ କରିବା ପରେ ଅନେକ ଶସ୍ତା ଏବଂ ମନଲୋଭା ଅଫର୍ ଆଣିଥିଲା । ଜିଓର ଏହି ପ୍ରାଇସ୍ ଏବଂ ଡାଟା ୱାରକୁ ଟକ୍କର…

ଆପଣ ବ୍ଯବହାର କରୁଥିବା ସ୍ମାର୍ଟଫୋନ ଚୋରି ନୁହଁ ତ ? ଜାଣିବା ପାଇଁ କରନ୍ତୁ ଏହି ଉପାୟ

ନୂଆଦିଲ୍ଳୀ : ଭାରତରେ ଲଗାତାର ବିଭିନ୍ନ ଫିଚର ବିଶିଷ୍ଟ ଏବଂ କମ୍ପାନିର ସ୍ମାର୍ଟଫୋନ୍ ଲଞ୍ଚ ହେଉଛି। ଖାସ କରି ଭାରତ ବଜାରରେ ରାଜ କରୁଛି ଚାଇନା  ସ୍ମାର୍ଟଫୋନ କମ୍ପାନି। ସାଓମି, ୱାନପ୍ଳସ, ଓପୋ, ଭିଭୋ, ହୁୱାଇ ଏବେ ମାର୍କେଟରେ ରାଜ କରୁଛନ୍ତି, ଯାହାର ବହୁତ ଚାହିଦା ରହିଛି ବୋଲି ଜଣାପଡ଼ିଛି।…

ନଭେମ୍ବରରେ କିଣନ୍ତୁ ଏହି ୬ଟି କାର, ପାଇବେ ରିହାତି ସହ ଅନେକ ଅଫର

ନୂଆଦିଲ୍ଲୀ : ଯଦି ଆପଣ କାର କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ନଭେମ୍ବର ମାସଟି ଏଥିପାଇଁ ରିହାତି ବେଳା। ଆଜି ଆମେ ସେହି କାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମିଳିବ ଆପଣଙ୍କୁ ବହୁ ପରିମାଣର ରିହାତି। ଖାଲି ତାହା ନୁହଁ ଏଥିସହ ଭଲ ଫିଚର ମଧ୍ୟ ମିଳିବ। ଆସନ୍ତୁ ଜାଣିବା କେଉଁ…

ବଗ୍‌ର ଶିକାର ଇନଷ୍ଟାଗ୍ରାମ, ଲିକ୍ ହେଲା ଗ୍ରାହକଙ୍କ ପାସୱାର୍ଡ଼

ନୂଆଦିଲ୍ଲୀ : ଫଟୋ ଏବଂ ଭିଡ଼ିଟ ଶେୟାରିଂ ସୋସିଆଲ ନେଟୱାର୍କିଂ ସର୍ଭିସ ଇନଷ୍ଟାଗ୍ରାମ ଏବେ ବଗ୍‌ର ଶିକାର ହୋଇଛି। ବର୍ତ୍ତମାନ ଗ୍ରାହକଙ୍କ ପାସୱାର୍ଡ଼ ଲିକ ହୋଇଥିବା ଜଣାପଡ଼ିଛି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନିର ଏହି ଭୁଲର ଚିହ୍ନଟ ଏବେ କରାଯାଇଛି। ଏହି ବଗ୍ ଟି ବତ୍ତର୍ମାନ ଏହାର…

ସାଓମିର ଏହି ତିନିଟି ସ୍ମାର୍ଟଫୋନ ହେଲା ଶସ୍ତା, ଜାଣନ୍ତୁ କେତେ ଥିଲା ଏବଂ କେତେ ହେଲା

ନୂଆଦିଲ୍ଲୀ : ଚାଇନା କମ୍ପାନି ସାଓମିର ଇଣ୍ଡିଆ ଡାଇରେକ୍ଟର ମନୁ କୁମାର ଜେନ୍ ଟ୍ବିଟର ଜରିଆରେ ତିନିଟି ସ୍ମାର୍ଟଫୋନର ମୂଲ୍ଯ ହ୍ରାସ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। କମ୍ପାନିର ତିନିଟି ପପୁଲାର ସ୍ମାର୍ଟଫୋନ୍ ରେଡ଼ମି ୱାଇ୨, ରେଡ଼ମି ନୋଟ ପ୍ରୋ ଏବଂ ଏମଆଇ ଏ୨ର ମୂଲ୍ଯରେ ୧୦୦୦ଟଙ୍କା କମ…

ଏଣିକି ଯେ କୌଣସି ସ୍ମାର୍ଟଫୋନର ଖୋଲା ଯାଇପାରିବ ଫିଙ୍ଗରପ୍ରିଣ୍ଟ ଲକ୍, ଆସିଗଲା Master Key

ଏଣିକି ଯେ କୌଣସି ସ୍ମାର୍ଟଫୋନର ଖୋଲାଯାଇପାରିବ ଫିଙ୍ଗରପ୍ରିଣ୍ଟ ଲକ୍ । ଆସିଗଲା Master Key । ନ୍ୟୁୟର୍କ ବିଶ୍ଵବିଦ୍ୟାଳୟର ବିଶେଷଜ୍ଞ କରି ଦେଖାଇଛନ୍ତି ଏହି ଚମତ୍କାର । ବାହାର କରିଛନ୍ତି ସମସ୍ତ ସ୍ମାର୍ଟଫୋନର ଲକ୍ ଖୋଲିବାର ଅଭେଦ ଅସ୍ତ୍ର । ଏହି ମାଷ୍ଟର କି ସାହାଯ୍ୟରେ କୌଣସି ବି…

ସାବଧାନ୍ : ଠକାମୀର ନୂଆ ତରିକା, ଆପଣଙ୍କ ମୋବାଇଲ୍ SIM ମାଧ୍ୟମରେ ହିଁ ଗୋଟିଏ ମିନିଟରେ ଖାଲି ହୋଇଯିବ ଆକାଉଂଟ୍

ଅନେକ ପ୍ରକାର ବ୍ୟାଙ୍କ ଠକାମୀର କଥା ଶୁଣିଥିବେ ଆପଣମାନେ  ।  କେତେବେଳେ  ବ୍ୟାଙ୍କରୁ  ଟଂକା ଗାୟବ ହୋଇଯାଉଛି ତ କେତେବେଳେ ଏଟିଏମ ରୁ ଟଙ୍କା ଉଠାଇଲାବେଳକୁ  ଆକାଉଂଟ ରେ  ଟଙ୍କା  ଶୂନ । କିନ୍ତୁ ଆଜିକାଲି ହ୍ୟାକରମାନେ  ଏକ ନୂଆ  ତରିକା ଆପଣେଇ ବ୍ୟାଙ୍କରୁ ଟଙ୍କା କରୁଛନ୍ତି ଗାୟବ । ଏଣିକି…

ଚଳିତ ବର୍ଷର ୫ଟି ଦମଦାର ସ୍ମାର୍ଟଫୋନ, କିଣିବାକୁ ଭାବୁଥିଲେ ଜାଣନ୍ତୁ ତାଲିକା

ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି। ଏହି କାରଣରୁ ସମସ୍ତ ମୋବାଇଲ ନିର୍ମାତା କମ୍ପାନୀମାନେ ନିଜର ଦମଦାର ସ୍ମାର୍ଟଫୋନ ମାର୍କେଟକୁ ଛାଡୁଛନ୍ତି ଏବଂ ନିଜର ପ୍ରଡକ୍ଟ ବିକ୍ରୀ ହେବା ପାଇଁ ଅପଡେଟେଡ ଫିଚର ବିଶିଷ୍ଟ ସ୍ମାର୍ଟଫେୋନକୁ ଲଞ୍ଚ କରୁଛନ୍ତି। ଆଜି ଆମେ ଆଣଙ୍କୁ ଜଣାଇବାକୁ ଯାଉଛୁ ଚଳିତ ବର୍ଷର…

ଗୁଗୁଲ ପାଖରେ ରହିଛି ଆପଣଙ୍କ ସମସ୍ତ ତଥ୍ଯ, ଏପରି କରନ୍ତୁ ଡିଲିଟ ନଚେତ୍ ଭୋଗିପାରନ୍ତି ଅସୁବିଧା

ନୂଆଦିଲ୍ଲୀ : ବର୍ତ୍ତମାନର ଡିଜିଟାଲ ଦୁନିଆରେ ଗୁଗୁଲ ବହୁଅଂଶରେ ସମସ୍ତଙ୍କ ଜୀବନରେ ଭାଗିଦାର ହୋଇଛି। ଲୋକଙ୍କର ଲୋକେସନ, ଅଡ଼ିଓ, ସର୍ଚ୍ଚରୁ ଆରମ୍ଭ କରି ସମସ୍ତ ପ୍ରକାରର ସୂଚନା ଲଗାତାରା ଗୁଗୁଲରେ ଟ୍ରାକ୍ ହେଉଛି। ବାସ୍ତବରେ ଆପଣଙ୍କ ସମସ୍ତ ଡାଟା ନେବା ପାଇଁ ଆପଣ ନିଜ ହିଁ ତାଙ୍କୁ ଅନୁମତି…

TikTok ସହ ସମସ୍ତ ଭିଡ଼ିଓ ଆପକୁ ଟକ୍କର ଦେବ ଫେସବୁକ , ଲଞ୍ଚ ହେଲା ମ୍ଯୁଜିକ୍ ଭିଡ଼ିଓ ଫିଚର

ନୂଆଦିଲ୍ଲୀ : ଭିଡ଼ିଓ ଶେୟାରିଂ ଆପ୍ TikTok କୁ ଟକ୍କର ଦେବା ପାଇଁ ରହିଛି ସୋସିଆଲ ମିଡ଼ିଆ ଆପ୍ ଫେସବୁକ୍ ପ୍ରସ୍ତୁତ କରିଛି ମ୍ଯୁଜିକ୍ ଭିଡ଼ିଓ ଫିଚର। ମ୍ଯୁଜିକ୍ ଭିଡ଼ିଓ ଆପକୁ ଶୁକ୍ରବାର ଲଞ୍ଚ କରିଛି ଫେସବୁକ୍। ରିପୋର୍ଟ ମୁତାବକ, ଫେସବୁକ୍  ଏହାର ନାମ Lasso ରଖିଥିବା ବେଳେ ଏହା TikTok ଏବଂ…