ଭାରତରେ ଲଞ୍ଚ ହେଲା Galaxy A7 (2018), ଟ୍ରିପଲ ରିୟର କ୍ଯାମେରା ସହ ରହିଛି ଅନେକ ଫିଚର
ନୂଆଦିଲ୍ଲୀ : ଗତସପ୍ତାହରେ ୱାଲ୍ହୱାଇଡ଼ ଲଞ୍ଚ ହୋଇଥିବା Galaxy A7 (2018) ସ୍ମାର୍ଟଫୋନ ଆଜି ଭାରତରେ ଲଞ୍ଚ ହୋଇଛି। ତେବେ କମ୍ପାନି ଏହାର ଏକ ଟିଜର ଫ୍ଳିପକାର୍ଟ ସପିଂ ସାଇଟରେ ଲଞ୍ଚ କରିଥିଲା। Galaxy A7 (2017) ର ସଫଳ ଅଭିଯାନ ପରେ କମ୍ପାନି ଏହାର ୨୦୧୮ ମଡ଼େଲ ଲଞ୍ଚ କରିବାର ନିର୍ଣ୍ଣୟ…