Browsing Category

ଟେକ୍

ଯଦି ବାଇକ କିଣିବା ପାଇଁ ଭାବୁଛନ୍ତି କି,ତେବେ ହୋଇଯାଆନ୍ତୁ ପ୍ରସ୍ତୁତ, ଲଞ୍ଚ ହେବାକୁ ଯାଉଛି ହିରୋର ନୂଆ ବାଇକ୍

ନୂଆଦିଲ୍ଲୀ : ହିରୋ ମଟୋରକପ୍ ଆସନ୍ତା ୧୮ ମାସ ମଧ୍ୟରେ ଚାରୋଟି ନୂଅ ବାଇକ୍ ଲଞ୍ଚ କରିବାକୁ ଯାଉଛି। ପ୍ରିମିୟମ ସେଗମେଣ୍ଟର ଏହି ବାଇକ୍ ଗୁଡ଼ିକୁ କମ୍ପାନି ପ୍ରିମିୟମ ସେଲ୍ସ ଆଉଟଲେଟ ମାଧ୍ୟମରେ ବିକ୍ରି କରିବ। ୨୦୦-୩୦୦ ସିସି ଇଞ୍ଜିନର ବାଇକ୍ ବଢ଼ୁଥିବା ଚାହିଦା ଦେଖି କମ୍ପାନି ଏହି ବାଇକ…

ସିମ୍ ନେବା ବେଳେ ଏଜେଂଟ୍ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଛନ୍ତି କି ? ସାବଧାନ୍, ହୋଇପାରନ୍ତି ବଡ଼ ଠକାମୀର ଶିକାର

ସିମ୍ କାର୍ଡ ନେବା ସମୟରେ ଏଜେଣ୍ଟ ଯଦି ବାରମ୍ବାର ଆପଣଙ୍କ ଅଙ୍ଗୁଠି ସ୍କାନ୍ କରାଉଛି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଉତ୍ତରପ୍ରଦେଶରେ ଏକ ନକଲି ସିମ୍ କାର୍ଡ ଗ୍ୟାଙ୍ଗ୍ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସିମ୍ ଦେବା ବେଳେ ଥମ୍ବ ଇମ୍ପ୍ରେସନ୍ ନେବା…

ସାବଧାନ ! ମୋବାଇଲ ବ୍ଯାଟେରୀ ଫାଟିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଆଜିର ଡ଼ିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ଅଂଶବିଶେଷ ପାଲଟିଛି। ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ ହୋଇଯାଇଛି। ଯେମିତି ସମସ୍ତ ଜିନିଷର କିଛି ଭଲ ଗୁଣ ରହିଥିବା ବେଳେ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଠିକ୍ ସେହିପରି ମୋବାଇଲର ମଧ୍ୟ ଭଲ ଗୁଣ ସହ ରହିଛି ଅନେକ ଖରାପ ଗୁଣ। ଅନେକ ସମୟରେ…

ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବ୍ୟତୀତ ଯଦି ଆଉ କେହି ଚର୍ଚ୍ଚାରେ ରହିଛି ସେ ହେଉଛି ଜିଓ । ନିଜର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ପରେ ଗୋଟିଏ ଧମାକାଦାର ଅଫର୍ ଆଣୁଛି ଜିଓ । ପ୍ରଥମେ ୫ଟଙ୍କିଆ ଡାଏରୀ ମିଲ୍କ ଚକଲେଟ୍ ସହ ୧ ଜିବି ଡାଟା ମାଗଣା ଦେଉଥିଲା । ଏହା ପରେ ସେଲିବ୍ରେସନ୍ ଅଫରରେ…

ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ହ୍ବାଟ୍ସଆପର ଅପେକ୍ଷା ଥିଲା ତେବେ ଆପଣଙ୍କ ପାଇଁ ଖୁସିଖବର । କାରଣ ଆପଣଙ୍କ ଅପେକ୍ଷାର ହେଲା ଅନ୍ତ । ଜିଓ ଫୋନରେ ଆସିଲା ହ୍ବାଟ୍ସଆପ୍ । ଏବେ ଆପଣ ୧୫୦୦ ଟଙ୍କିଆ ଜିଓ ଫୋନ୍ ଏବଂ ନୂଆ ଜିଓ ଫୋନ ୨ରେ ହ୍ବାଟ୍ସଆପ୍…

ଓଃ !! ଏଥିପାଇଁ ତାହାଲେ ମିଳିନଥାଏ ଚୋରି ସ୍ମାର୍ଟଫୋନ୍ ….

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍…

ଅନ୍ଯ ସର୍ଚ୍ଚ ଇଞ୍ଜିନକୁ ମାତ୍ ଦେଇ ଗୁଗଲ୍ କେମିତି ହେଲା ପୁରା ବିଶ୍ବର ରାଜା ? ଜାଣନ୍ତୁ ଏହାର ରୋଚକ କାହାଣୀ

ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଯଦି ଜଣାନଥିବ ଅଥବା କୌଣସି ବିଷୟ ଉପରେ ଯଦି କିଛି ସନ୍ଦେହ କିମ୍ବା ଅଧିକ ଖବର ଜାଣିବାକୁ ହୁଏ, ତେବେ ଆପଣ କଣ କରିବେ ? ଆପଣ ନିଶ୍ଚିତ ଭାବରେ ଗୁଗୁଲରେ ସର୍ଚ୍ଚ କରିବେ । ଗୁଗଲ୍ ବର୍ତ୍ତମାନ ଆମର ନିତିଦିନିଆ ଜୀବନର ଏକ ଅଂଶ ହୋଇଯାଇଛି । ଇଣ୍ଟରନେଟ ଦୁନିଆର…

ଘରୋଇ ମାର୍କେଟରେ ଲଞ୍ଚ ହେଲା ୮ଜିବି ରାମ ବିଶିଷ୍ଟ ଭିଭୋ ଏକ୍ସ ୨୩

ନୂଆଦିଲ୍ଲୀ : ଚାଇନା କମ୍ପାନୀ ଭିଭୋ ନିଜର ଘରୋଇ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଭିଭୋ ଏକ୍ସ୨୩ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ଖାସିୟତ ହେଉଛି ଏହା ୱାଟରଡ଼୍ରପ୍ ନଞ୍ଚ ଡ଼ିସପ୍ଲେ, ଫିଙ୍ଗରପ୍ରିଂଣ୍ଟ ସେନ୍ସର ଏବଂ ୩ଡ଼ି ଗ୍ଲାସ ବଡ଼ି ଏବଂ ଫେସ ଅନଲକ ରହିଛି। କମ୍ପାନି ଏହି ମୋବାଇଲକୁ ଫ୍ଯାସନ…

ଅସଲି ନାଁରେ ବିକ୍ରି ହେଉଛି ନକଲି ଚାର୍ଜର, ଯଦି ଧୋକା ଖାଇବା ପାଇଁ ଚାହୁଁ ନାହାନ୍ତି ତ ପଢ଼ନ୍ତୁ ଏହି ଖବର

ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ଯେକ ବ୍ଯକ୍ତିଙ୍କ ଦୈନନ୍ଦିନ ଅବଶ୍ଯକତାରେ ପରିବର୍ତ୍ତନ ହୋଇଯାଇଛି। ଦେଖିବାକୁ ଗଲେ ମୋବାଇଲକୁ ଲୋକଙ୍କ  ଲାଇଫ ଲାଇନ୍ ଭାବେ ଗଣାଯାଉଛି। ଏବେ ଛୁଆ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ଯନ୍ତ ସମସ୍ତେ ମୋବାଇଲ ବ୍ଯବହାର କରୁଛନ୍ତି। ମୋବାଇଲ ବ୍ଯବହାର ସହ ବଢ଼ୁଛି ମୋବାଇଲ…

୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ମାଗଣା ଜିଓ ଡାଟା ପାଆନ୍ତୁ

ପୁଣି ନୂଆ ଅଫର୍ ଆଣିଛି ଜିଓ । ୫ ଟଙ୍କିଆ କ୍ୟାଡବରୀ ଖାଆନ୍ତୁ ଆଉ ୧ଜିବିର ୪ଜି ଡାଟା ପାଆନ୍ତୁ । ନିଜ ଦ୍ବିତୀୟ ବାର୍ଷିକ ଉତ୍ସବରେ ଗ୍ରାହକଙ୍କ ପାଇଁ ଏଭଳି ଦମଦାର ଅଫର୍ ଆଣିଛି ଜିଓ । ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ନିକଟରେ ଅତିକମରେ ୫ଟଙ୍କିଆ ରେଗୁଲାର୍ କ୍ୟାଡବରୀ ଡାଏରୀ ମିଲ୍କ…

ଭିଭୋର ଦମଦାର ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ  

ନୂଆଦିଲ୍ଲୀ : ଅନେକ ଲିକ୍ ହେଲା ପରେ ଶେଷକୁ ଚାଇନିଜ୍ ସ୍ମାର୍ଟଫୋନ୍ ର୍ନିମାତା କମ୍ପାନି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ଭିଭୋ ବି୧୧ ପ୍ରୋ ଲଞ୍ଚ କରିଛି। ଦେଖିବାକୁ ଗଲେ ଭାରତ ବଜାରରେ କମ ମୂଲ୍ଯରେ ମିଳୁଥିବା ଇନ-ଡ଼ିସପ୍ଲେ  ଫିଙ୍ଗରପ୍ରିଂଣ୍ଟ ସେନ୍ସର ସ୍ମାର୍ଟଫୋନ୍ ମଧ୍ୟରେ ଏହାକୁ ଗଣା…

ଭାରତରେ ଲଞ୍ଚ ହେଲା ସାଓମିର ତିନିଟି ଦମଦାର ଫୋନ୍ : ଜାଣନ୍ତୁ ମୂଲ୍ଯ ଏବଂ ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ର୍ନିମାତା କମ୍ପାନୀ ସାଓମି ଭାରତରେ ଲଞ୍ଚ କରିଛି ରେଡ଼ମି ୬ଏ , ରେଡ଼ମି ୬ ଏବଂ ରେଡ଼ମି ୬ ପ୍ରୋ । ଏହି ସ୍ମାର୍ଟଫୋନ୍ ଗୁଡ଼ିକର ମୂଲ୍ଯ ୫,୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର ବିକ୍ରି ଏକ୍ସକ୍ଯୁସିଭ୍ ଆମାଜନ ଏବଂ ଫ୍ଳିପକାର୍ଟରେ ଆରମ୍ଭ କରାଯାଇଛି। କମ୍ପାନୀ…