ବଦଳିଲା ନିୟମ: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ

ଭୁବନେଶ୍ବର(କେନ୍ଯୁଜ୍): ବଦଳିଲା ଓଡ଼ିଶା ଆସିବା ନିୟମ । ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ । RTPCR ନେଗେଟିଭ ରିପୋର୍ଟ ଦରକାର ନାହିଁ । ଆଣ୍ଟିଜେନ୍‌ ରିପୋର୍ଟ ଆବଶ୍ୟକତା ନାହିଁ ।

ଭ୍ୟାକସିନ୍‌ ବା ଟିକାକରଣ ରିପୋର୍ଟ ଆବଶ୍ୟକତା ନାହିଁ । ବିନା ରିପୋର୍ଟରେ ଓଡ଼ିଶା ବାହାର ରାଜ୍ୟରୁ ଆସିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.