ଟିକଟକ୍‌ ରେ ଭାଇରାଲ୍‌ ହେବାରେ ଲାଗିଛି ଏହି ଭିଡିଓ, ଦେଖନ୍ତୁ ଡିଜେର ତାଳେ ତାଳେ କାଦୁଅରେ କିପରି ନାଗିନ୍‌ ଡ୍ୟାନ୍ସ କରୁଛନ୍ତି ଏହି ଯୁବକ

ଟିକଟକରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହାକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଟିକଟକରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିବା ସହିତ ବହୁଳ ମାତ୍ରାରେ ସେୟାର କରୁଛନ୍ତି। ଏହି ଭିଡିଓରେ ଏକ ଯୁବକ କାଦୁଅରେ ନାଗିନ୍‌ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ନାଗିନ୍‌ ଡ୍ୟାନ୍ସର ବହୁତ ମଜାଳିଆ ଭିଡିଓ ଆଗରୁ ଭାଇରାଲ୍‌ ହୋଇଛି, କିନ୍ତୁ ଏହି ଭିଡିଓ ସବୁ ଭିଡିଓ ଠାରୁ ଟିକେ ଅଲଗା ।

ଏହାସହ ପଢନ୍ତୁ:

ରାନୁ ମଣ୍ଡଳଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ବାୟୋପିକ୍, ଏହି ଅଭିନେତ୍ରୀଙ୍କୁ ମିଳିଛି ଅଫର

ଯୁବକ ଜଣଙ୍କ ଭରା କାଦୁକରେ ନାଗିନ୍‌ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେ ଡ୍ୟାନ୍ସ କରିବା ସମୟରେ ଏତେ ଉତ୍ସାହିତ ହୋଇଯାଇଛନ୍ତି ଯେ, କାଦୁଅରେ ଗଡି ନାଗିନ୍‌ ଡ୍ୟାନ୍ସର ଫୁଲ୍‌ ମଜା ଉଠାଇଛନ୍ତି । ତାଙ୍କ ଡ୍ୟାନ୍ସକୁ ଦେଖି ସେଠାରେ ଉପସ୍ଥିତ ଲୋକ ମଧ୍ୟ ଏହାର ଭରପୁର ଫାଇଦା ଉଠାଇଛନ୍ତି । ଯେଉଁ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ଏହି ଭିଡିଓ ଏବେ ଟିକଟକର ଭାଇରାଲ୍‌ ଭିଡିଓ ହୋଇଯାଇଛି ।

ଦେଖନ୍ତୁ ଭିଡ଼ିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.