କେଶ ଝଡ଼ିବା, ଓଜନ ବୃଦ୍ଧି, କ୍ୟାନସର, ଜଣ୍ଡିସ ଭଳି ରୋଗକୁ ଛୁ ମନ୍ତର କରିଦିଏ ତମ୍ବା ପାତ୍ରର ପାଣି, ଜାଣି ରଖନ୍ତୁ ଏହାର ୮ଟି ଫାଇଦା

ମେଡିକାଲ ଷ୍ଟଡିଜରେ ଏହା ପ୍ରମାଣିତ ହୋଇଛି ଯେ ତମ୍ବା ବାସନରେ ରଖାଯାଇଥିବା ପାଣି ପିଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆୟୁର୍ବେଦ ମଧ୍ୟ କହିଥାଏ କି, ତମ୍ବା ବାସନରେ ପାଣି ପିଇବା ଦ୍ୱାରା ଆମେ ଅନେକ ରୋଗକୁ ଦୂରେଇ ଦେଇ ପାରିବା।

୧. ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଏସିଡିଟି ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଡାଇଜେସନକୁ ସୁଧୁରାଇଥାଏ।

copper3

୨. ଏହା କୋଲେଷ୍ଟ୍ରୋଲ ଲେବଲକୁ କମ ଏବଂ ହାର୍ଟକୁ ଶକ୍ତିଶାଳୀ କରିଥାଏ। ହାର୍ଟ ଜନିତ ସମସ୍ୟାଠୁ ଦୂରେଇ ରହିବା ପାଇଁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ।

୩. ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହାକି ବୟସର ପ୍ରଭାବକୁ କମ କରିବା ସହିତ କ୍ୟାନସର ସହ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ।

copper2

୪. ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ।

୫. ତମ୍ବା ପାତ୍ରରେ ପାଣି ରଖି ପିଇଲେ କେଶ ଝଡ଼ିବା କମ ହୋଇଯାଇଥାଏ।

୬. ଏହା ଆପଣଙ୍କ ଶରୀରରେ କପରର ଅଭାବକୁ ପୂରଣ କରିଥାଏ।

hair

୭. ଆର୍ଥରାଇଟିସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ତମ୍ବା ପାତ୍ରର ପାଣି ଅତ୍ୟଧିକ ଫାଇଦାଯୁକ୍ତ ଅଟେ।

୮. ତମ୍ବାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହାକି ପାଣିରେ ମହଜୁଦ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରି ଡାଇରିଆ, ଲୁଜ ମୋଶନ, ଜଣ୍ଡିସ ଭଳି ରୋଗରୁ ବଞ୍ଚାଇଥାଏ। ଏହା ଘା’ ଶୁଖାଇବାରେ ମଧ୍ୟ ସହାୟକ ହୋଇଥାଏ।

Leave A Reply

Your email address will not be published.