ସ୍ବାଧୀନତା ଦିବସରେ ନାଗପଞ୍ଚମୀ : ତ୍ରିରଙ୍ଗା ଉଡାଇବା ବେଳେ ବାହରିଲା ସାପ

ସାରାଦେଶ ପାଳନ କରୁଛି ସ୍ବାଧୀନତା ଦିବସ । କିନ୍ତୁ ଏହି ସମୟରେ ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବୈତୁଲର ଏକ ସ୍ଥାନୀୟ ଏକ ସ୍କୁଲରେ ପତାକା ଉତ୍ତୋଳନ ସମୟରେ ହଠାତ୍ ଏକ ସାପ ବାହାରିଆସିଥିଲା । କଳା ରଙ୍ଗର ଏହି ସାପଟି ତ୍ରିରଙ୍ଗା ଲାଗିଥିବା ପାଇପ ଉପରେ ଥିଲା । କିଛି ସମୟରେ ତଳେ ପଡି ଚାଲିଯାଇଥିଲା । କିନ୍ତୁ ଏହି ଦୃଶ୍ୟ ଦେଖି କିଛି ସମୟ ପାଇଁ ସମସ୍ତେ ଡରିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.