ଲୋକସଭାରେ ବିଜିନେସ୍‌ ଆଡଭାଇଜରୀ କମିଟି ବୈଠକ, ଯୋଗ ଦେଲେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):    ଲୋକସଭା ବାଚସ୍ପତି ଓମ୍‌ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଜି ବିଜିନେସ୍‌ ଆଡଭାଇଜରୀ କମିଟିର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ବିଜେଡି ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦୀୟ ଦଳର ମୁଖ୍ୟ ସଚେତକ ହିସାବରେ ଯୋଗ ଦେଇଥିଲେ। ଓଡ଼ିଶା ବିଧାନ ପରିଷଦ ଗଠନ ବିଲ୍‌କୁ ଖୁବ ଶୀଘ୍ର ଆଣିବାକୁ ବାଚସ୍ପିତଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ଲାଗି କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏହା ଉପରେ ତୁରନ୍ତ ବିଚାର କରିବାକୁ ଅନୁରୋଧ କରିଥିଲେ ଡ. ସାମନ୍ତ।

 

 

 

Leave A Reply

Your email address will not be published.