କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ ଚମତ୍କାରିତା, ୧୦ ମିଟର ଏୟାର ରାଇଫଲରେ ଜିତିଲେ ସ୍ୱର୍ଣ୍ଣ

କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ପୁଣି ଏକ ସଫଳତା । ନୂଆଦିଲ୍ଲୀରେ ସୁଟିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଶ୍ରୀୟଙ୍କା। ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିଅନସିପ୍‌ର ମହିଳା ୧୦ ମିଟର ଏୟାର ରାଇଫଲରେ ଜିତିଲେ ସ୍ୱର୍ଣ୍ଣ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.