Below header

ପଛରୁ ଧକ୍କା ଦେଲା ବାଇକ, ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ : ପୋଲିଂ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ । ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ମୃତକ ହେଲେ ଅଲେଖ ରନ୍ଧାରି । ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟର ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬ କୁ ଆସିଥିଲେ । ମୃତ ଅଲେଖ ରନ୍ଧାରି ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛରୁ ବାଇକ ଧକ୍କା ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଏହି ରାଶିର ଲୋକେ ଆଜି ସମାଜରେ ମାନ ସମ୍ମାନ ପାଇବେ, ଖୁସି ରହିବେ

ମେଷ : ଆଜି ଆପଣଙ୍କୁ ବହୁତ କାମ ମିଳିବ । ଘରେ ସୁଖ, ସମୃଦ୍ଧି ରହିବ । ନୂତନ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ସମାଧାନ ହେବାର ସମ୍ଭାବନା ରହିଛି । ବୃଷ : ଆଜି ଆୟ ପାଇଁ ଦିନଟି ଶୁଭ । ନିରାଶାରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ପାଇଁ ପ୍ରୟାସ କରିବେ । ବ୍ୟବସାୟରେ ଆପଣଙ୍କର କିଛି ବଡ଼ କାରବାର ଚୂଡାନ୍ତ ହୋଇପାରେ ।…
Read More...

କ୍ରୀଡା