ପ୍ରଥମ ଟେଷ୍ଟ : ଆରମ୍ଭରୁ ବାଂଲାଦେଶକୁ ବଡ଼ ଝଟ୍‌କା ଦେଲେ ଭାରତୀୟ ପେସ୍‌ ବାହିନୀ

ବିଦର୍ଭ : ହୋଲକାର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ବାଂଲାଦେଶ ଦଳ ଟିସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି । ହେଲେ ପ୍ରଥମରୁ ଭାରତୀୟ ପେସ୍‌ ବୋଲିର୍‌ମାନେ ଯେଉଁ ଝଟକା ଦେଲେ ସେଥିରେ ମାତ୍ର ୩୧ ରନ୍‌ରେ ଦଳ ପ୍ରଥମ ୩ଟି ଓ୍ଵିକେଟ୍‌ ହରାଇଥିଲା । ଲଞ୍ଚ୍‌ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍‌ ହରାଇ ୬୩ ରନ୍‌ କରିଛି ।
ଇଶନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ସାମି ନିଜ ଭିତରେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ ।

INDIA-1

Leave A Reply

Your email address will not be published.