ଫ୍ୟାନ୍‌ଙ୍କ ଆଇପିଏଲ କେଜ୍ର, ମୁଣ୍ଡରେ ପଗଡି ଏବଂ ଶେରଓ୍ଵାନୀ ପିନ୍ଧି ମ୍ୟାଚ ଦେଖିବାକୁ ଆସିଲେ ଯୁବକ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ବ୍ୟକ୍ତି ବର ହୋଇ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲେ । ଦୀପକ କୁମାର ନାମକ ଜଣେ ୟୁଜର X ରେ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ବ୍ୟକ୍ତି ଜଣକ ଶେରଓ୍ଵାନୀ ପିନ୍ଧି ମୁଣ୍ଡରେ ପଗଡି ବାନ୍ଧି ବେକରେ ମୋତିମାଳା ପକାଇଛନ୍ତି । 

ଆଇପିଏଲ୍‌ ୧୭ ତମ ସିଜିନରେ ୧୦ଟି ମ୍ୟାଚ ଖେଳସରିଛି । ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ୍‌କୁ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫ୍ୟାନ୍ସ ନିଜ ଟିମକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ବ୍ୟକ୍ତି ବର ହୋଇ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲେ । ଯୁବକଙ୍କୁ ବର ବେଶରେ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦୀପକ କୁମାର ନାମକ ଜଣେ ୟୁଜର X ରେ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ବ୍ୟକ୍ତି ଜଣକ ଶେରଓ୍ଵାନୀ ପିନ୍ଧି ମୁଣ୍ଡରେ ପଗଡି ବାନ୍ଧି ବେକରେ ମୋତିମାଳା ପକାଇଛନ୍ତି ।  ଫ୍ୟାନ୍ସ ନିଜ ଟିମକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ବ୍ୟକ୍ତି ବର ହୋଇ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲେ ।ଏହି ଫଟୋରେ କ୍ୟାପସନ ଲେଖାଯାଇଛି, ମୁଁ ବି ଆଇପିଏଲ ମ୍ୟାଚରେ ଶେରଓ୍ଵାନୀ ପିନ୍ଧିବି । ଏହାପରେ ଅନେକ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

ଏହି ମ୍ୟାଚରେ ବିରାଟ କୋହଲି ୮୩ ରନ୍‌ କରିଥିଲେ । ଆରସିବି ଦେଇଥିବା ୧୮୩ ରନକୁ ପିଛା କରି କୋଲକତା ନାଇଟ ରାଇଡର୍ସ ୩ ଓ୍ଵିକେଟ ହରାଇ ୧୯ ଓଭରରେ ୧୮୬ ରନ୍‌ କରି ମ୍ୟାଚ ଜିତିଥିଲା । ଆରସିବିର ଏହା ଆଇପିଏଲ୍‌ ୨୦୨୪ରେ ଦ୍ୱିତୀୟ ପରାଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.