Browsing Tag

rcb vs kkr

ମ୍ୟାଚ ସରିବା ପରେ ନୋ ବଲ୍‌ ବିବାଦକୁ ନେଇ ଅମ୍ପାୟର ସହିତ କଥା ହେଲେ ବିରାଟ, ଭିଡିଓ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରୋମାଞ୍ଚକ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଠାରୁ ୧ ରନରେ ହାରିଯାଇଥିଲା । ଆଇପିଏଲ ସିଜିନ ୨୦୨୪ରେ ଆରସିବିକୁ ପୁଣି ଆଉଥରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ମ୍ୟାଚରେ ବିରାଟ କୋହଲିଙ୍କ ବିବାଦସ୍ପଦ ଆଉଟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କୋଲକତା…

RCB କୁ ଡବଲ ଝଟକା, କୋଲକତା ଠାରୁ ହାରିବା ପରେ ସ୍ଲୋ ଓଭର ପାଇଁ ଲାଗିଲା ଜରିମାନା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ ସିଜିନରେ ୭ଟି ମ୍ୟାଚ ହାରିସାରିଛି । ଆଇପିଏଲର ୩୬ତମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧ ରନରେ ହରାଇଛି । ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡବଲ ଝଟକା ଲାଗିଛି । ଟିମର ଅଧିନାୟକ ଫାଫ…

ଆଉଟ ହେବା ପରେ ପ୍ରଥମେ ଅମ୍ପାୟର ସହିତ ଯୁକ୍ତି ପରେ ଡଷ୍ଟବିନକୁ ଫୋପାଡିଲେ କୋହଲି, ବିସିସିଆଇ କରିପାରେ ଜରିମାନା

କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଗତକାଲି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ଆରସିବି ମାତ୍ର ୧ ରନରେ ହାରିଯାଇଥିଲା । ଏହି ମ୍ୟାଚରେ ବିରାଟ କୋହଲି ୭ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ହେଲେ ବିରାଟଙ୍କୁ ଅମ୍ପାୟର ଆଉଟ ଦେବା ପରେ ସେ ବହୁତ ନାରାଜ ଥିଲେ…

ଫ୍ୟାନ୍‌ଙ୍କ ଆଇପିଏଲ କେଜ୍ର, ମୁଣ୍ଡରେ ପଗଡି ଏବଂ ଶେରଓ୍ଵାନୀ ପିନ୍ଧି ମ୍ୟାଚ ଦେଖିବାକୁ ଆସିଲେ ଯୁବକ

ଆଇପିଏଲ୍‌ ୧୭ ତମ ସିଜିନରେ ୧୦ଟି ମ୍ୟାଚ ଖେଳସରିଛି । ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ୍‌କୁ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫ୍ୟାନ୍ସ ନିଜ ଟିମକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସ…

ମ୍ୟାଚ୍‌ ସରିବା ପରେ ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ, ସଙ୍ଗେ ସଙ୍ଗେ ଉଠାଇ ଆଲିଙ୍ଗନ କଲେ କୋହଲି: ଭିଡିଓ ଭାଇରଲ

କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୨୩ରେ ଳଗାତାର ୪ ଥର ହାରିବା ପରେ ପ୍ରଥମ ବିଜୟହାସଲ କରିଛି । ଆରସିବିକୁ ୨୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି କେକେଆର । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସରିବା ପରେ କେକେଆର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ନୂଆ ରୂପ…

କୋଲକାତାଠୁ ମ୍ୟାଚ ଛଡ଼ାଇନେଲେ କାର୍ତ୍ତିକ; ୭ ଓ୍ଵିକେଟରେ ବିଜୟୀ ହେଲା RCB

ଆଇପିଏଲରେ କୋଲକାତା ବିପକ୍ଷରେ ବେଙ୍ଗାଲୁରୁର କଷ୍ଟସାଧ୍ୟ ବିଜୟ । ଷଷ୍ଠ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବେଶ ରୋମାଞ୍ଚକର ହୋଇଛି । ଅଳ୍ପ ସ୍କୋର ହୋଇଥିଲେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିବା…

ମ୍ଯାଚ ଚାଲିଥିବା ବେଳେ ଅମ୍ପାୟାର ସହିତ ଝଗଡା କଲେ ବିରାଟ, ଭିଡିଓ ଭାଇରଲ

ଗତକାଲି ଏଲିମିନେଟର ମ୍ୟାଚରେ କେକେଆର ବିପକ୍ଷରେ ୪ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି ଆରସିବି । ସୋମବାର ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯାଇଥିଲା ଜବରଦସ୍ତ ମ୍ଯାଚ। ଏହି ସମୟରେ ମ୍ୟାଚ…

ଆଇପିଏଲ ୨୦୨୧: ଆଜି ମ୍ଯାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ

ଆଜି ଆଇପିଏଲ୍‌ର ୩୧ ତମ ଲିଗ ମ୍ଯାଚରେ ମୁହାଁମୁହିଁ ହେବେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ…

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଶାହାରୁଖଙ୍କ କୋଲକାତା ନାଇଟ୍‌ ରାଇଡର୍ସ, ହେବ ଜୋରଦାର ମୁକାବିଲା

ଆଜି କୋଲକାତା ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର। ଶାହାରୁଖଙ୍କ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସୋମବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ବାଙ୍ଗାଲୋରର ବିଜୟହାର ଅଧିକ ଥିବାରୁ ଆଜି ପୁଣିଥରେ ବିରାଟ ବାଜି ମାରି…