ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ୮ ରନରେ ହାରିଗଲା

ଅହମଦାବାଦ : ଆଜି ଖେଳା ଯାଇଥିବା ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ହାରିଗଲା । ଭାରତ ଶେଷ ଓଭରରେ ୮ ରନରେ ଜିତି ଯାଇଛି । ଫଳରେ ସିରିଜ ୨-୨ରେ ପହଂଚିଛି ।
ଇଂଲଣ୍ଡ ପକ୍ଷରୁ ଜାସନ ରୟ ୪୦, ବେନ ଷ୍ଟୋକସ ୪୬ ରନ କରିଥିଲେ । ଶେଷ ଓଭରରେ ଠାକୁର ଓ ଆର୍ଚରଙ୍କ ମଧ୍ୟରେ ଭଲ ଲଢେଇ ହୋଇଥିଲା । ଏହି ଓଭରରେ ଜିତିବାକୁ ଇଂଲଣ୍ଡକୁ ଦରକାର ଥିଲା ୨୩ ରନ । ହେଲେ ୮ ଉଇକେଟରେ କଲା ୧୭୭ ରନ। ପୂର୍ବରୁ ଭାରତ ୮ ଉଇକେଟରେ କଲା ୧୮୫ ରନ କରିଥିଲା ।

today score-1

 

today score-3

 

today score-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.