IPL 2021: ପ୍ରଥମ ମ୍ଯାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ

ଆସନ୍ତାକାଲିରୁ ଆରମ୍ଭ ହେବ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ ମ୍ଯାଚ । ୟୁଏଇରେ ସମସ୍ତ ଦଳର ପ୍ରସ୍ତୁତି ବେଶ୍‌ ଜୋରଦାର । ନେଟ୍ସ ପ୍ରାକ୍ଟିସରେ ଜୋରଦାର ପରିଶ୍ରମ ଜାରି ରଖିଛନ୍ତି ସବୁ ଦଳର ଖେଳାଳି ।

ଆସନ୍ତାକାଲି ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ପର୍ଯ୍ଯାୟ ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ।

ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୩ରେ କ୍ୟାପିଟାଲ୍ସ ଦଳ ପ୍ରଥମଥର ଫାଇନାଲ୍‌ରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ନର୍ଜ ଏହି ସଂସ୍କରଣରେ ୧୬ଟି ମ୍ୟାଚ୍‌ ଖେଳି ୨୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.