ପୁରୀରେ ମାସ୍କଟ ଓଲ୍ଲିର FIH କ୍ୟାମ୍ପେନ

ଆଜି  ଓ କାଲି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଇଣ୍ଟର ନ୍ୟାସନାଲ ହକି ମ୍ୟାଚ ପାଇଁ କ୍ୟାମ୍ପେନ। ପୁରୀ ସମୁଦ୍ର କୂଳରେ ମାସ୍କଟ ଓଲ୍ଲୀ ଏହି କ୍ୟାମ୍ପେନ କରିଥିଲା।  ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଓ ଯବୁପୀଢିଙ୍କୁ ହକି ସମ୍ବନ୍ଧରେ କ୍ୟାମ୍ପେନ ମାଧ୍ୟମରେ ନିମନ୍ତ୍ରଣ  କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.