ଶ୍ରୀମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି, ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀରେ ବଲିଉଡ୍ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମିନାକ୍ଷୀ ଶେଷାଦ୍ରି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ ବଲିଉଡ୍ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମିନାକ୍ଷୀ ଶେଷାଦ୍ରି  । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।  ୩୦ ବର୍ଷ ତଳେ ଶ୍ରୀମନ୍ଦିର ଆସିଥିଲି ।  ସେତେବେଳର ପୁରୀ ଆଉ ଏବେର ପୁରୀ ଭିତରେ ବହୁତ ତଫାତ୍ ବୋଲି କହିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଭୁବନେଶ୍ୱର ,କଟକ ଓ ପୁରୀ ଆସିଛନ୍ତି । ପୁରୀ ତଥା ଓଡ଼ିଶାର ଲୋକେ ବହୁତ ସରଳ ବୋଲି କହିଲେ ମିନାକ୍ଷୀ ଶେଷାଦ୍ରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.