ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଦୀପାଲି ଦାସ, ବିଭିନ୍ନ କାର୍ଯ୍ୟକ୍ରମରେ ଦେଉଛନ୍ତି ଯୋଗ

ଝାରସୁଗୁଡ଼ାର କର୍ମଭୂମିରେ ଦୀପାଳି ଦାସ । ନବ ଦାସଙ୍କ ଅବର୍ତ୍ତମାନରେ ଝିଅ ଦୀପାଳି ଦାସଙ୍କ କର୍ମଭୂମିରେ ଦେଖିବାକୁ ମିଳିଛି । ବିଭିନ୍ନ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଛି । ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଦୀପାଳି ଦାସ । ଝାରସୁଗୁଡ଼ାର ନୂତନ ନିର୍ମାଣ ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଦୀପାଳି। ଝାରସୁଗୁଡ଼ାବାସୀଙ୍କ ଉଦ୍ଦେଶ୍ୟରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।

ଝାରସୁଗୁଡ଼ା(କେନ୍ୟୁଜ୍‌) : ଝାରସୁଗୁଡ଼ାର କର୍ମଭୂମିରେ ଦୀପାଳି ଦାସ । ନବ ଦାସଙ୍କ ଅବର୍ତ୍ତମାନରେ ଝିଅ ଦୀପାଳି ଦାସଙ୍କ କର୍ମଭୂମିରେ ଦେଖିବାକୁ ମିଳିଛି । ବିଭିନ୍ନ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଛି । ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଦୀପାଳି ଦାସ । ଝାରସୁଗୁଡ଼ାର ନୂତନ ନିର୍ମାଣ ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଦୀପାଳି। ଝାରସୁଗୁଡ଼ାବାସୀଙ୍କ ଉଦ୍ଦେଶ୍ୟରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।

ବାପାଙ୍କ ଏହା ସ୍ୱପ୍ନ ଥିଲା ବୋଲି କହିଛନ୍ତି ଦୀପାଳି। ଫେବ୍ରୁଆରୀ ଶେଷ ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ । ନବଙ୍କ ଉତ୍ତରାଧିକାରୀ ଭାବେ ଦୀପାଳି ବାପାଙ୍କ କାମକୁ ଆଗେଇ ନେଉଛନ୍ତି ଝିଅ । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଥିଲା। ଏବେ ନବଙ୍କ ଅବଭର୍ତ୍ତମାନରେ ଝିଅ ସେହି କାମକୁ ଆଗେଇ ନେଉଛନ୍ତି ।

ଅକ୍ଟୋବର ୩ରେ ପଦ୍ମପୁରରେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ନଭେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡିସେମ୍ବର ୫ରେ ଉପନିର୍ବାଚନ ପାଇଁ ଭୋଟ ନିଆଯାଇଥିଲା । ଏବେ ଦୀପାଳିଙ୍କ ନୂଆ ଇନିଂସକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.