ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଆଜିଠାରୁ ଗଡିଲା ମୋ ବସ୍‌

କେନ୍ୟୁଜ୍(ବ୍ୟୁରୋ): ବିଶ୍ବ  ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଆଜିଠାରୁ ଗଡିଲା ମୋ ବସ୍‌। ରୁଟ୍‌ ନମ୍ବର ୫୦ରେ ମାଷ୍ଟରକ୍ୟାଣ୍ଟିନରୁ ବସ୍‌ ବାହାରି ପୁରୀ ଯାଇଛି। ସେହିପରି କୋଣାର୍କକୁ ରୁଟ୍‌ ନମ୍ବର ୭୦ରୁ ବାହାରିଛି ବସ୍‌।

ମୋ ବସ୍‌ରେ ପୁରୀ ପାଇଁ ୭୦ଟଙ୍କା  ଭଡା ରଖାଯାଇଥିବାବେଳେ କୋଣାର୍କ ପାଇଁ ଭଡା ରହିଛି ୬୦ଟଙ୍କା । ବସ୍‌ରେ ଯାତାୟାତ କରୁଥିବାବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଲନ କରିବା ବାଧ୍ୟତାମୂଳକ କରାଯାଛି। ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ମଧ୍ୟ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି। ଏବେ ୨ଟି ଲେଖାଏଁ ନନ୍‌ ଏସି ବସ୍‌ ଚାଲିବ। ଏହାପରେ

You might also like