ସମ୍ବଲପୁରରେ ‘ମୋ ବସ୍’ କର୍ମଚାରୀଙ୍କ ଆନ୍ଦୋଳନ, ବିଭିନ୍ନ ରୁଟ୍ରେ ଗଡ଼ୁନି ଗାଡି
ସମ୍ବଲପୁର: ସମ୍ବଲପୁରରେ ମୋ ବସ୍ ଡ୍ରାଇଭର ତଥା କର୍ମଚାରୀଙ୍କ ଆନ୍ଦୋଳନ । ଆନ୍ଦୋଳନ ଫଳରେ ସମ୍ବଲପୁର ଅଇଁଠାପାଲିରେ ଅଟକି ରହିଛି ବସ୍ । ଆନ୍ଦୋଳନ ଫଳରେ ଆଜି ବସ୍ ସେବା ବ୍ଯାହତ ହୋଇଛି ।
ବିଭିନ୍ନ ଦାବି ନେଇ ଡ୍ରାଇଭର ଓ ବସ୍ କର୍ମଚାରୀ ଆନ୍ଦୋଳନରୁ ଓହ୍ଲାଇଛନ୍ତି । ଜିଏମ କଲେଜ ଛକରେ…