ଭୋଜିରେ ବଚସା ପରେ ଛୁରାମାଡ଼, ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର

ଶଶୁର ଘରକୁ ଆସି ସାଙ୍ଗ ସାଥୀଙ୍କ ସହ ଜ୍ୱାଇଁ ଭୋଜି କରୁଥିବା ବେଳେ କୌଣସି କଥାକୁ ନେଇ ଜଣଙ୍କ ସହ ବଚସା ହୋଇଥିଲା । ଥିରେ ଉତ୍‌କ୍ଷିପ୍ତ ହୋଇ ସାଙ୍ଗ ଜଣକ ତାଙ୍କୁ ଛୁରାମାଡ଼ କରିଥିଲେ ।

ନରସିଂହପୁର(କେନ୍ୟୁଜ୍): ଭୋଜି କରୁଥିବା ବେଳେ ବଚସାରୁ ଛୁରାମାଡ଼ । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଚତରା ପଦା ଗାଁରେ । ଶଶୁର ଘରକୁ ଆସି ସାଙ୍ଗ ସାଥୀଙ୍କ ସହ ଜ୍ୱାଇଁ ଭୋଜି କରୁଥିବା ବେଳେ କୌଣସି କଥାକୁ ନେଇ ଜଣଙ୍କ ସହ ବଚସା ହୋଇଥିଲା । ଥିରେ ଉତ୍‌କ୍ଷିପ୍ତ ହୋଇ ସାଙ୍ଗ ଜଣକ ତାଙ୍କୁ ଛୁରାମାଡ଼ କରିଥିଲେ ।

kniefଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକଙ୍କ ଅଡ଼େଇଗୁଣ୍ଡି ଅଞ୍ଚଳର ଶୁଖିଆ ବେହେରା । ଏନେଇ ଶଶୁର ଘର ତରଫରୁ ଥାନାରେ ଏକ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.