ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ବ୍ୟକ୍ତିଙ୍କର ପ୍ରାଣ ଛାଡିଗଲା
ବଣାଇ: ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପ୍ରାଣ ଚାଲିଗଲା । ଗାଁରେ ରାସ୍ତା ନଥିବାରୁ ଜୀବନ ଗଲା । ପୁଣି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ହୋଇପାରୁ ନଥିବାର ସଂଗୀନ ଅଭିଯୋଗ । ଏ ଦୃଶ୍ୟ ଦେଖିଲେ ଛାତି ଫାଟି ଯାଉଛି । ପ୍ରକୃତିର ତାଣ୍ଡବରେ ଟଳି ପଡ଼ିଥିଲା ମଣିଷ, ଜୀବନ ଜିଇବା ପାଇଁ…