Below header
Browsing Tag

5 killed in accident

ସଡ଼କ ଦୁର୍ଘଟଣାରେ ୫ ମୃତ ଘଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ

ସୁନ୍ଦରଗଡ଼: ରାସ୍ତାଘାଟ ଲୋକାରଣ୍ୟ । କାନ୍ଧରେ ଯାଉଛି ଶବାଧାର । ଶୋକରେ ଡୁବିଛନ୍ତି ସମସ୍ତେ। ରବିବାର ଦିନ ହାଇୱା ନେଇଗଲା ୫ ଜଣଙ୍କ ଜୀବନ। ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ବଗିଚାପଡ଼ା ଅଞ୍ଚଳ। ତିନିଟି ଘରୁ ଉଠିଛି ୫ଟି ଶବ। ମହମ୍ମଦ ସଜ୍ଜାଦ, ମୁନସନ ଖାତୁନ, ମୁସ୍କାନ ଖାତୁନ, ଇଶରତ ବାନୋ,…

ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ଲକ୍ଷ ଅନୁକଂପା ରାଶି ଘୋଷଣା ଓ ରେଡକ୍ରସ…

ମର୍ମନ୍ଜୁଦ ଦୁର୍ଘଟଣା, ଗଲା ୫ ଜଣଙ୍କ ଜୀବନ । ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଅଟୋକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ…

ପାହାଡ ଖାଇରୁ ଖସିଲା କାର୍‌, ୫ ମୃତ

ଉତ୍ତରାଖଣ୍ଡର ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟାବାଗ ଅଞ୍ଚଳରେ ଦେବିପୁରା-ସୌର ରାସ୍ତାରେ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି । ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ…

ଗୋବର୍ଦ୍ଧନ ପରିକ୍ରମାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଟ୍ରାକ୍ଟରକୁ ଧକ୍କା ଦେଲା କାର, ୫ ମୃତ

ମଥୁରାରେ ହୋଇଛି ବଡ଼ ଅଘଟଣ । ଶ୍ରଦ୍ଧାଳୁଙ୍କ ଟ୍ରାକ୍ଟରକୁ ଧକ୍କା ଦେଇଛି ଏକ କାର, ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗ୍ରା- ଦିଲ୍ଲୀ ରାଜପଥର ରାଇପୁରାଜାଟ ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ଏକ ସ୍ୱିଫ୍ଟ ଡିଜାୟର କାର ଶ୍ରଦ୍ଧାଳୁମାନଙ୍କ ଭର୍ତ୍ତିଥିବା…

ନୂଆବର୍ଷରେ ଭୟଙ୍କର ସଡ଼କ ଦୁର୍ଘଟଣା: କାର ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ମୃତ

ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କାର ଓ ଟ୍ରକ ପରସ୍ପର ସହିତ ଧକ୍କା ହେବା ଫଳରେ ୫ ଜଣଙ୍କର ଜୀବନ ଚାଲିଯାଇଛି ଏବଂ ଜଣେ ଗୁରୁତର ରହିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ବିକାନେରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି।…

ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ, ୪ ଗୁରୁତର

ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ । ଏହାସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ଯୋଧପୁରର ପାଲି ଜିଲ୍ଲାର ରୋହଟ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍…

ଟ୍ରାକ୍ଟର ଟ୍ରଲି ଓଲଟିବାରୁ ୫ ଜଣଙ୍କ ଦୁଃଖଦ ମୃତ୍ୟୁ, ୨୦ ଗୁରୁତର

ହରଦା : ମଧ୍ୟପ୍ରଦେଶର ହରଦା ଜିଲ୍ଲା ଖିରାକିଆ ଖଣ୍ଡପା ରାଜପଥର ଘନୋରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଲୋକମାନଙ୍କୁ ଖିରାକିଆ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।…