Browsing Tag

5g smartphone

ଧମାଲ କଲା Jio, ୩୦୦୦ ଟଙ୍କାରୁ ବି କମ୍‌ ଦାମରେ ମିଳୁଛି ଏହି ଫୋନ ଯେଉଁଥିରେ ରହିଛି ହ୍ଵାଟ୍ସଆପ୍‌

Reliance Jio କିଛି ଦିନ ପୂର୍ବରୁ କମ୍‌ ଦାମର JioPhone Prima 4G ଲଞ୍ଚ କରିଛି ଏବଂ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଏହି ଶସ୍ତା ଫୋନର ସେଲ୍‌ ଆରମ୍ଭ ହୋଇଯାଇଛି । ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍‌ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ ।…

ବଜେଟରେ ଆଣି ପାରିବେ ୨୦୦MP ପ୍ରାଇମେରୀ କ୍ୟାମେରାର ଏହି ସ୍ମାର୍ଟଫୋନ, ଜାଣନ୍ତୁ ଲିଷ୍ଟ

ବର୍ତ୍ତମାନ ଅନେକ ଇ-କମର୍ସ ସାଇଟରେ ଫେଷ୍ଟିଭ ସେଲ୍‌ ଚାଲିଛି । ଏନେଇ ବିଭିନ୍ନ ଗ୍ୟାଜେଟ ଉପରେ ମଧ୍ୟ ଭଲ ଡିସକାଉଣ୍ଟ ମିଳୁଛି । ତେବେ ଆମେ ଆପଣଙ୍କୁ ଏପରି କିଛି ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୨୦୦MP ପ୍ରାଇମେରୀ କ୍ୟାମେରା ପାଇବେ । ଏହି ସ୍ମାର୍ଟଫୋନଗୁଡ଼ିକର ଦାମ…

ଲଞ୍ଚ ହେଲା Pocoର ଶସ୍ତା ସ୍ମାର୍ଟଫୋନ, ଫିଚର୍ସ ରହିଛି ଦମଦାର

ପୋକୋ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ Poco C65 ଲଞ୍ଚ କରିଛି । ପୋକୋର ସି ସିରିଜରେ ଲଞ୍ଚ ହୋଇଥିବା ଏହି ନୂଆ Poco ହେଉଛି ମୋବାଇଲ୍ କମ୍ପାନୀର Poco C55ର ଏକ ଅପଗ୍ରେଡ୍ ଭର୍ସନ, ଯାହା ଅପଗ୍ରେଡ୍ ଫିଚର ସହିତ ଅଣାଯାଇଛି । ସିକ୍ୟୁରିଟି ପାଇଁ ଫୋନ ସାଇଡରେ ଥିବା…

କମ ଦାମରେ ଲଞ୍ଚ ହେଲା Lava Blaze 2ର 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

କମ ଦାମରେ ଦମଦାର ଫିଚର ସହିତ, Lava ଏହାର ପାଓ୍ଵାରଫୁଲ 5G ସ୍ମାର୍ଟଫୋନ୍ Blaze 2 5G ମାର୍କେଟରେ ଲଞ୍ଚ କରିଛି । ଯାହାର ଦାମ୍‌ ୯,୯୯୯ ଟଙ୍କା ରହିଛି । ପ୍ରଥମ ଥର ପାଇଁ ଏହି ସ୍ମାର୍ଟଫୋନରେ ପ୍ରିମିୟମ୍ ଗ୍ଲାସ୍ ବ୍ୟାକ୍ ଏବଂ ସେଗମେଣ୍ଟର ପ୍ରଥମ ରିଙ୍ଗ୍ ଲାଇଟ୍ ଦିଆଯାଇଛି । ଏହି…

ନଭେମ୍ବରରେ ଲଞ୍ଚ ହେବ ଏହି ଲାଟେଷ୍ଟ ସ୍ମାର୍ଟଫୋନ, ଜାଣନ୍ତୁ ସମସ୍ତ ଫୋନର ନାମ

ଟେକ୍ ପ୍ରେମୀ ଏବଂ ୟୁଜରମାନଙ୍କ ପାଇଁ ନଭେମ୍ବର ମାସ ଏକ୍ସସାଇଟିଂ ହେବାକୁ ଯାଉଛି । କାରଣ ଟପ୍ ବ୍ରାଣ୍ଡଗୁଡିକର ଅନେକ ଗ୍ୟାଜେଟ୍ ମାର୍କେଟରେ ଲଞ୍ଚ ହେବ। ଟେକ୍‌ ବ୍ରାଣ୍ଡ ନିଜର ନୂଆ ଡିଭାଇସଗୁଡ଼ିକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ନଭେମ୍ବର ମାସରେ କେଉଁ ସବୁ ସ୍ମାର୍ଟଫୋନ ଲଞ୍ଚ…

ମାର୍କେଟକୁ ଆସିଲା ସବୁଠାରୁ ଷ୍ଟ୍ରଙ୍ଗ୍‌ ସ୍ମାର୍ଟଫୋନ, କ୍ୟାମେରା ବି ରହିଛି ଦମଦାର

Rugged Smartphone ପ୍ରସ୍ତୁତ କରିବା ପାଇଁ ପ୍ରସିଦ୍ଧ କମ୍ପାନୀ Doogee ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହା ଦମଦାର ଫିଚର ସହିତ ଆସୁଛି । ଏହି ଫୋନର ନାମ ହେଉଛି Doogee V30 Pro । ଏହି ଫୋନରେ ୨୦୦ MP ପ୍ରାଇମେରୀ କ୍ୟାମେରା, ୫୧୨ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍…

କମ ଦାମରେ କିଣି ପାରିବେ ଏହି 5G ଫୋନ, ମିଳିବ ଦମଦାର ବ୍ୟାଟେରୀ

ଦେଶରେ ଏୟାରଟେଲ ଏବଂ ଜିଓର 5G ସର୍ଭିସ ହେବା ଦିନଠାରୁ ଦେଶରେ ସୀମିତ ବଜେଟରେ 5G ଫୋନର ଚାହିଦା ବୃଦ୍ଧି ପାଇଛି । ତେବେ ଆଜି ଆମେ ଆପଣଙ୍କୁ ୧୫ ହଜାର ଟଙ୍କାରେ ଆସୁଥିବା 5G ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ, ଯେଉଁଥିରେ ଅଇଟେଲ୍‌, ପୋକୋ, ଭିଭୋ ଏବଂ ରିଏଲମିର 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା…

ବହୁତ ଶସ୍ତାରେ ମିଳୁଛି ଏହି ଦମଦାର ସ୍ମାର୍ଟଫୋନ, ଅଫର ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯଦି ଆପଣ ଭଲ ବ୍ୟାଟେରୀ ସହିତ ଦମଦାର କ୍ୟାମେରା ଥିବା ଫୋନ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ Infinix HOT 30 5G ଫୋନକୁ ଆପଣ ଖୁବ୍‌ କମ ମୂଲ୍ୟରେ କିଣିବାର ସୁଯୋଗ ପାଇବେ । ଅନଲାଇନ ଶପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରୁ Infinix HOT 30 5G ଫୋନକୁ ଆପଣ କିଣି…

Itel ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଫିଚର୍ସ

ଆଇଟେଲ ଭାରତର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Itel P55 5G ଲଞ୍ଚ କରିଛି । ଏହି ଫୋନ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମାର୍କେଟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି । Itel P55 5G ରେ ୬.୬ ଇଞ୍ଚ HD + ଡିସପ୍ଲେ ଏବଂ ୯୦Hz ରିଫ୍ରେସ ରେଟ…

ଭାରତରେ ଲଞ୍ଚ ହେବ Nokia G42 5G ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର୍ସ

ଆସନ୍ତା କାଲି ଲଞ୍ଚ ହେବ ନୋକିଆର ନୂଆ ମଡେଲ । ଏନେଇ ୟୁଜରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତାକାଲି ଅର୍ଥାତ ୧୧ ସେପ୍ଟେମ୍ବରରେ Nokia G42 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ ହେବ । ଲଞ୍ଚ ପୂର୍ବରୁ ନୋକିଆ ନୂଆ 5G ସ୍ମାର୍ଟଫୋନ୍ Nokia G42 5Gକୁ ଭାରତୀୟ ୟୁଜରଙ୍କ ପାଇଁ ଏକ ନୂଆ…

ଖୁବଶୀଘ୍ର ଦମଦାର 5G ଫୋନ ଲଞ୍ଚ କରିବ Nokia, ଅପେକ୍ଷାରେ ଗ୍ରାହକ

Nokia ଦମଦାର ଭାବେ ଭାରତରେ ଫେରି ଆସିଛି । ଯେତେବେଳେ ଭାରତୀୟ ବଜାରରେ ମିଡ୍‌ ରେଞ୍ଜ ଏବଂ ହାଇ ଏଣ୍ଡ ସ୍ମାର୍ଟଫୋନ ଆସୁଛି ସେହି ସମୟରେ ନୋକିଆ ବଜେଟ ଏବଂ ଫିଚର ଫୋନ ଆଣୁଛି । ମିଡ୍‌ ରେଞ୍ଜରେ ମଧ୍ୟ ନୋକିଆ ଫୋନ ଆଣି ସାରିଛି, କିନ୍ତୁ ବର୍ତ୍ତମାନ ଏକ ନୂଆ ଟିଜର ଆସିଛି ଯେଉଁଥିରେ କୁହାଯାଇଛି…

ଜୁଲାଇ ୧୧ରୁ ଭାରତ ତଥା ବିଶ୍ବ ବଜାରରେ ଲଞ୍ଚ କରିବ Nothing Phone2, ରହିଛି Nothing Phone1 ଫିଚର

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୧୧ରୁ ଭାରତ ତଥା ବିଶ୍ବ  ବଜାରରେ ଲଞ୍ଚ କରିବ Nothing Phone2 । କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖକୁ ସ୍ପଷ୍ଟ କରାଯାଇଛି । ଯାହାକୁ Nothing ଗ୍ରାହକ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହିଫୋନରେ କଣ ସବୁ ଫିଚର ରହିଛି । ଏହାର…