Browsing Tag

accident death

ଅଧା ରହିଗଲା ଜଗା ଦର୍ଶନ: ଟ୍ରକକୁ ପଛରୁ ପିଟିଲା କାର୍‌, ୪ମୃତ

ଟାଙ୍ଗୀ(କେନ୍ୟୁଜ୍):ଅଧା ରହିଗଲା ଜଗା ଦର୍ଶନ । ବାଟରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୪ ଜଣଙ୍କର ଜୀବନ । ଟ୍ରକକୁ ପଛରୁ ପିଟିଲା କାର୍‌ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ସୁନେଇ ରୁପେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

ମାର୍ବଲ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ, ୬ ଆହତ

ନୟାଗଡ଼(କେନ୍ୟୁଜ୍): ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ବସ୍‌ । ଜଣେ ମୃତ, ୬ ଆହତ । ନୟାଗଡ଼ ଇଟାମାଟି ପେଟ୍ରୋଲ ପମ୍ପ ସମ୍ମୁଖରେ ମାର୍ବଲ ବୋଝେଇ ଟ୍ରକ ଛିଡା ହୋଇଥିବାବେଳେ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ଘରୋଇ ବସ୍‌ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।…

ରାସ୍ତା କଡ଼ରେ ଠିଆ ହୋଇଥିବା ରୋଲରକୁ ଧକ୍କା ଦେଲା ବାଇକ୍: ଜଣେ ମୃତ, ୨ଗୁରୁତର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ରୋଲରକୁ ଧକ୍କା ଦେଲା ବାଇକ୍। ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ଖିଲର। ଆହତ ପୂର୍ବ ଖିଲର ଓ  ଶୁକ୍ରା ଖିଲରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

କନ୍ଧମାଳ ନିଲୁଙ୍ଗିଆ ଠାରେ ସ୍କୁଟି ଏବଂ ପଲସର ବାଇକ୍ ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଲିଙ୍ଗାଗଡ଼ ସ୍କୁଲର ଜଣେ…

ରାଇକିଆ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅନ୍ତର୍ଗତ ନିଲୁଙ୍ଗିଆ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟି ଏବଂ ପଲସର ବାଇକ୍ ମୁହାଁମୁହିଁ ଧକ୍କାରେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ଜଣେ କ୍ଳର୍କଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀ…

ଆନନ୍ଦପୁର ଥାନା ଚାରିନାଳିଆ ନିକଟରେ ବାଇକ ଦୁର୍ଘଟଣା, ଚାଲିଗଲା ମନ୍ଦିର ପୂଜକ ଜୀବନ

ଆନନ୍ଦପୁର(କେନ୍ୟୁଜ୍): ବାଇକ ଦୁର୍ଘଟଣାରେ ମନ୍ଦିର ପୂଜକ ମୃତ। ଆନନ୍ଦପୁର ଥାନା ଚାରିନାଳିଆ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ। ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକିରପୁର ଗାଁର ସତ୍ୟାନନ୍ଦ ପତି ନିଜ ଶ୍ବଶୁର ଘର ବସନ୍ତିଆରୁ ଅନ୍ୟ ଜଣକ ବାଇକରେ ଆସୁଥିବା ସମୟରେ ଚାରିନାଳିଆ ନିକଟରେ…

ସ୍କୁଲ୍ ଯାଉଥିବାବେଳେ ଧକ୍କା ଦେଲା ହାଇୱା, ଆଖି ବୁଜିଲେ ନବମ ଶ୍ରେଣୀ ଛାତ୍ରୀ

ସମ୍ବଲପୁର(କେନ୍ୟୁଜ୍): ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତଳି ଛକ ଠାରେ। ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ଆଜି ସକାଳ ୯.୩୦ ମିନିଟରେ ସ୍କୁଲ୍ ଯିବା ପାଇଁ ତଳି ଛକ…

କେନ୍ଦୁଝର ଝାଡକୁଣ୍ଡି ନିକଟରେ ବାଇକକୁ ଧକ୍କା ଦେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍): ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଝାଡକୁଣ୍ଡି ନିକଟରେ । ଘଷିପୁରା ଥାନା ଅନ୍ତର୍ଗତ ଖଡିବିଲ ଗ୍ରାମର ଉଗ୍ରସେନ ଜେନା ତାଙ୍କ ବନ୍ଧୁଙ୍କ ସହ ବାଇକରେ ଯାଉଥିବାବେଳେ ଝାଡକୁଣ୍ଡି ନିକଟରେ ତାଙ୍କୁ ଏକ ଅଜଣା…

ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଅଖାପଲାଣ ପୋଲ ନିକଟରେ ଦୁର୍ଘଟଣା: ବାଇକ୍ ଧକ୍କାରେ ବାଳକର ମୃତ୍ୟୁ

କରଞ୍ଜିଆ(କେନ୍ୟୁଜ୍): ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ଅଖାପଲାଣ ପୋଲ ନିକଟରେ ସଡକ ଦୁର୍ଘଟଣା। ଗତକାଲି ରାତିରେ ବାଇକ ଧକ୍କାରେ ସାଇକେଲ ଚାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମପଞ୍ଚୟତ ଚାଇଁବାଇଁଶି ଗ୍ରାମର ଲାଲମୋହନ ନାଏକଙ୍କ…

ପୃଥକ ପୃଥକ ସଡକ ଦୁର୍ଘଟଣା: କେଉଁଠି ୫୦ଫୁଟ୍ ଦୂରକୁ ଛିଟିକି ପଡିଲା କାର୍ ତ କେଉଁଠି ଟ୍ରକ୍ ଓ ଆମ୍ବୁଲାନ୍ସ ମୁଁହାମୁହିଁ…

ବାରିପଦା(କେନ୍ୟୁଜ୍): ପୃଥକ ପୃଥକ ସଡକ ଦୁର୍ଘଟଣାରେ ୬ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ସାଂକଚା ସ୍ଥିତ ୧୮ ନମ୍ବର ଜାତୀୟ ରାଜପଥରେ ପୋଲିସ ପକ୍ଷରୁ ଲଗାଯାଇଥିବା ଟ୍ରାଫିକ ବ୍ୟାରିକେଡ଼କୁ ଏକ କାର୍ ଧକ୍କା ଦେଇ ପାଖାପାଖି ୫୦ଫୁଟ ଦୂରକୁ ଛିଟିକି ପଡିବା ଫଳରେ ୪ ଜଣ…

ବୋଲଗଡ ପଞ୍ଚୁକୋଟ ନିକଟରେ କାର୍‌-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର

ବେଗୁନିଆ(କେନ୍ୟୁଜ୍): କାର୍‌-ମିନିଟ୍ରକ୍ ମୁହାଁମୁହିଁ ଧକ୍କା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୩ମୃତ, ଜଣେ ଗୁରୁତର । ଭୋର ୪ଟାରେ କାରଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଜଣଙ୍କୁ ଉଦ୍ଧାର…

ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ, ମାଡିଗଲା ଟ୍ରକ୍! ଆଖି ବୁଜିଲେ ୨ସାଙ୍ଗ

ବ୍ରହ୍ମପୁର(କେନ୍ୟୁଜ୍): ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ , ମାଡିଗଲା ଟ୍ରକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ସାନଘାଟି ଠାରେ ମର୍ମନ୍ତୁଦ ଦୁର୍ଘଟଣା । ୨ଟି ବାଇକରେ ରାତି ୧୨ଟାରେ ଯାତ୍ରା ସ୍ଥଳ ଅଭିମୁଖେ ବାହାରିଥିଲେ ୫ ଯୁବକ । ଏକ ଟ୍ରକ୍‌…

କାଲିମେଳା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଯୁବକଙ୍କ ମୃତ୍ୟୁ

କାଲିମେଳା(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମାନ୍ଯମକୋଣ୍ଡା ମୁଖ୍ଯ ରାସ୍ତାର ଏମପିଭି ୩୬ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ। ଦୁଇଟି ବାଇକ୍ ମୁହାଁମୁଁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍…