Browsing Tag

america

ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ

ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହେବା ପରେ ନୂଆ…

ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ୧୮ ବର୍ଷୀୟା ଝିଅର ମୃତଦେହ ଉଦ୍ଧାର, ଘରୋଇ ହିଂସା ସନ୍ଦେହ

ଆମେରିକାର ମାସାଚୁସେଟ୍ସ୍ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ମାମଲା ଘରୋଇ ହିଂସା ସହିତ ଜଡିତ ବୋଲି ଅନୁମାନ କରାଯାଉଛି । ମାସାଚୁସେଟ୍ସ ସ୍ଥିତ ୫ ନିୟୁତ ଡଲାର୍ ମୂଲ୍ୟର ବିଲିଡିଂରୁ ଏମାନଙ୍କ ମୃତଦେହ ଜବତ କରାଯାଇଛି ।…

ଜାଣନ୍ତୁ କାହିଁକି ସମଗ୍ର ସହର ଗୋଟିଏ କୋଠାରେ ସ୍ଥାପିତ ହେଲା, ସେଠାରେ ଲୋକମାନେ କିପରି ଜୀବନଯାପନ କରନ୍ତି ?

ଆପଣମାନେ ତ ଜାଣିଥିବେ ଯେ ଆମ ଦୁନିଆ ଆଶ୍ଚର୍ଯ୍ୟଜନକ ଜିନିଷରେ ପରିପୂର୍ଣ୍ଣ ହୋଇଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ସହର ଆମେରିକାର ଆଲାସ୍କା ରାଜ୍ୟରେ ଅବସ୍ଥିତ ଅଛି, ଯାହା ୱିଟିୟର ସିଟି ନାମରେ ପ୍ରସିଦ୍ଧ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ସମଗ୍ର ରାଜ୍ୟର ଜନସଂଖ୍ୟା…

Teslaର ବୈଦ୍ୟୁତିକ କାର୍‌ରେ ଲାଗିଲା ନିଆଁ, ଆୟତ୍ତ କରିବାରେ ଖର୍ଚ୍ଚ ହେଲା ୧.୩୬ ଲକ୍ଷ ଲିଟର ପାଣି

ବିଶ୍ୱରେ ଯେତେବେଳେ ବି ବୈଦ୍ୟୁତିକ କାର୍‌ କଥା ଉଠେ, ‘Tesla’ର ନାମ ପ୍ରଥମେ ଆସିଥାଏ। ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ବିଶ୍ୱର ବିଭିନ୍ନ ଦେଶରେ ନିଜର ବୈଦ୍ୟୁତିକ କାର୍‌ ବିକ୍ରି କରୁଛି। ଟେସ୍‌ଲାର କାର୍‌ଗୁଡ଼ିକ ଯେଉଁଠି ନିଜର ଆଡ୍‌ଭାନ୍ସ ଟେକ୍ନୋଲୋଜି ପାଇଁ ଚର୍ଚ୍ଚାରେ ଥାଏ, ସେଠି କେବେ…

ରାଫେଲ୍‌କୁ ଟକ୍କର ଦେଉଥିବା ଆମେରିକାର ଏଫ୍‌୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆକାଶରେ ଲାଗିଲା ନିଆଁ

ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌୧୬ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଶ୍ଚର୍ଯ୍ୟର କଥା, ରାଫେଲ୍‌ ଭଳି ଏହାକୁ ଆଡ୍‌ଭାନ୍ସଡ ବୋଲି ବିବେଚନା କରାଯାଏ। ଆମେରିକାର ନେତୃତ୍ୱାଧୀନ ନାଟୋର ଅନେକ ଦେଶ ଏହି ବିମାନକୁ ବ୍ୟବହାର କରନ୍ତି। ଦକ୍ଷିଣ କୋରିଆରେ ଏହି ଯୁଦ୍ଧ ବିମାନ କ୍ରାସ୍‌ ହୋଇଥିବା…

ଆମେରିକାରେ ପ୍ରବଳ ଝଡ ତୋଫାନ: ୬ ମୃତ, ୨୦ରୁ ଅଧିକ ଆହତ

ଆମେରିକାର ମଧ୍ୟ ଟେନେସିରେ ଭୟଙ୍କର ଝଡ ତୋଫାନ । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ତୋଫାନ କାରଣରୁ ଅନେକ ସହରରେ ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଯାତାୟତରେ ବାଧା ଉପୁଜିଛି । ମଣ୍ଟଗୋମେରୀ କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ, କାଉଣ୍ଟିରେ ଝଡ…

ଆମେରିକାର ନେଭାଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସହ ୩ ମୃତ

ଆମେରିକାର ଲସ୍ ଭେଗସ୍‌ସ୍ଥିତ ନେଭାଡା ବିଶ୍ୱବିଦ୍ୟାଳୟରେ ଗୁରୁବାର ଗୁଳିକାଣ୍ଡ ଘଟିଛି। ଏଠାରେ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ରେ ଘଟିଥିବା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣ ପରେ ସନ୍ଦିଗ୍ଧ…

H-1B ଭିସାକୁ ନେଇ USର ବଡ ନିଷ୍ପତ୍ତି, ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ସୁବିଧା

ଆମେରିକାରେ ସୀମିତ ସଂଖ୍ୟାକ H-1B ବିଶେଷ ବ୍ୟାବସାୟ କରୁଥିବା କର୍ମଚାରୀଙ୍କୁ ଜାନୁଆରୀ ମାସରେ ନିଜ ଭିସା ରିନ୍ୟୁ କରିବା ପାଇଁ ଅନୁମତି ଦିଆଯିବ । ବିଦେଶ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, H-1B ଡୋମେଷ୍ଟିକ୍‌ ଭିସା ରିନ୍ୟୁଆଲ ପାଇଲଟଙ୍କ ରୋଲ୍‌ ଆଉଟ୍‌ର ଆରମ୍ଭ କେବଳ ୨୦,୦୦୦ ଲୋକଙ୍କ…

ଆମେରିକା: କେଣ୍ଟୁକି ସହରରେ ରେଳଧାରଣାରୁ ଓଲଟିଲା ଟ୍ରେନ୍‌, କେମିକାଲ୍‌ ଲିକ୍‌…; ରାଜ୍ୟରେ ଜରୁରୀ ପରିସ୍ଥିତି…

ଆମେରିକାର କେଣ୍ଟୁକି ସହରରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇ ଓଲଟି ପଡ଼ିବାରୁ ମାରାତ୍ମକ ରାସାୟନିକ ପଦାର୍ଥ ଲିକ୍ ହୋଇଛି। ସହରର ଗଭର୍ଣ୍ଣର ଆଣ୍ଡି ବେଶିୟର୍‌ ବୁଧବାର ଘଟିଥିବା ଏହି ଦୁର୍ଘଟଣା ପାଇଁ ସହରରେ ଜରୁରୀକାଳୀନ ପରିସ୍ଥିତି…

ନୂଆଦଲ୍ଲୀରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ପ୍ରସଙ୍ଗରେ ଆଲୋଚନା

ଭାରତ ଗସ୍ତରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ନୂଆଦିଲ୍ଲୀର ପହଞ୍ଚିବା ପର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ ସ୍ବାଗତ ଜଣାଇଛନ୍ତି । ସେହିପରି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ପ୍ରତିରକ୍ଷା…

କ’ଣ ଆମେରିକାରେ Parle-G ବିସ୍କୁଟ ମିଳେ ? ଜାଣନ୍ତୁ କେତେ ଡଲାରରେ ହେଉଛି ବିକ୍ରି

ଭାରତରେ ଏଭଳି କୌଣସି ସହର ନାହିଁ ଯେଉଁଠାରେ ପାର୍ଲେ ଜି ବିସ୍କୁଟ ମିଳେ ନାହିଁ । ଏହି ବିସ୍କୁଟ ଅଧିକାଂଶ ଭାରତୀୟଙ୍କ ପିଲାଦିନ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା ଆମେରିକାରେ ଏହା ମିଳେ ନା ନାହିଁ ? ବାସ୍ତବରେ ମୁମ୍ବାଇର ଭିଲେ ପାରଲେ ଅଞ୍ଚଳରେ ଥିବା ଏକ ପୁରୁଣା ବନ୍ଦ କାରଖାନାରୁ ପାର୍ଲ…

ଆମେରିକାର ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ଦୁଇ କାର୍‌ ମଧ୍ୟରେ ଧକ୍କା, ୮ ଜଣଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ୍‌ରେ ବୁଧବାର ଦୁଇ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଧଳା ରଙ୍ଗର ଏକ କାରରେ ବସିଥିବା ଲୋକମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଅନ୍ୟ ଏକ କାର ସହିତ ସେମାନଙ୍କ କାର୍‌ ମୁହାଁମୁହିଁ…